କାଜୁ ଚାଷ କୃଷକମାନଙ୍କ ଆୟବୃଦ୍ଧିରେ ସହାୟକ ହୋଇପାରିବ: ମନ୍ତ୍ରୀ ଶ୍ରୀ ମହାରଥୀ

IMG_1513କାଜୁ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ଶିଳ୍ପରେ ଆଧୁନିକ ଜ୍ଞାନକୌଶଳକୁ ବିନିଯୋଗ କରିପାରିଲେ କାଜୁ
ଚାଷୀ ଓ କାଜୁ ଶିଳ୍ପୋଦ୍ୟୋଗୀମାନେ ଆଥ#ର୍କ ଦୃଷ୍ଟିରୁ ଲାଭବାନ ହୋଇପାରିବୋ ଓଡ଼ିଶାର ଜଳବାୟୁ ଓ ମୃତ୍ତିକା
ବ୍ୟବସାୟଭିତ୍ତିକ କାଜୁ ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ ହୋଇଥ#ବାରୁ ଅଧ#କରୁ ଅଧ#କ କୃଷକ କାଜୁ ଚାଷ ପାଇଁ
ଆଗେଇ ଆସିବା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ
ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଆହ୍ୱାନ ଦେଇଛନ୍ତିା ଭାରତ ସରକାରଙ୍କ କାଜୁ ଓ କୋକା
ବିକାଶ ନିର୍ଦ୍ଦେଶାଳୟ ଦ୍ୱାରା ଏବଂ ଓଡ଼ିଶା କାଜୁ ଉନ୍ନୟନ ନିଗମ ସହଯୋଗରେ “ଆଧୁନିକ ଜ୍ଞାନକୌଶଳ
ପ୍ରୟୋଗ କରି ବାଣିଜ୍ୟଭିତ୍ତିକ ଅର୍ଥକାରୀ କାଜୁ ଉତ୍ପାଦନ ଓ ପ୍ରକ୍ରିୟାକରଣ’ ଶୀର୍ଷକ ଦୁଇଦିନିଆ ଜାତୀୟ
ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ମହାରଥୀ ରାଜ୍ୟରେ କାଜୁ ଉତ୍ପାଦନ ବୃଦ୍ଧି କରି କାଜୁ
ପ୍ରକି୍ରୟାକରଣ ଶିଳ୍ପର ଚାହିଦା ଓ କାଜୁ ମଂଜିର ଯୋଗାଣ ବ୍ୟବଧାନକୁ ହ୍ରାସ କରିବା ପାଇଁ କହିଥ#ଲୋ
ସମ୍ମିଳନୀରେ ଉପସ୍ଥିତ ଥ#ବା କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ପଦାଧ#କାରୀ, ବିଭିନ୍ନ ରାଜ୍ୟର କାଜୁ
ବିଶେଷଜ୍ଞ, କାଜୁ ନିଗମର କର୍ମକର୍ତ୍ତା, କାଜୁ ଚାଷୀ ଓ କାଜୁ ଉଦ୍ୟୋଗୀମାନଙ୍କୁ ଏକ ମିଳିତ ଗୋଷ୍ଠୀଗତ ମଞ୍ଚ
ତିଆରି କରି କିଭଳି କାଜୁ ଉତ୍ପାଦନ ବ୍ୟାପକ ହେବ ଓ ଏହାର ଉତ୍ପାଦିକା ଶକ୍ତି ବୃଦ୍ଧି ପାଇବ ସେ ସଂପର୍କରେ
ଆଲୋଚନା ଓ ପର୍ଯ୍ୟାଲୋଚନା କରି କୌଶଳ ନିର୍ଦ୍ଧାରଣ କରିବା ପାଇଁ ପରାମର୍ଶ ଦେଇଥ#ଲୋ ରାଜ୍ୟରେ କାଜୁ
ପ୍ରକ୍ରିୟାକରଣ ଶିଳ୍ପ ଅଧ#କରୁ ଅଧ#କ ଗଢ଼ି ଉଠୁଥ#ବାରୁ ଅଧ#କରୁ ଅଧ#କ ଉନ୍ନତମାନର କାଜୁ ଉଦ୍ୟାନ ସୃଷ୍ଟି
କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥ#ଲୋ କାଜୁ ଏକ ଲାଭଜନକ ଓ ଅର୍ଥକାରୀ ଫସଲ ଓ କାଜୁ
ବ୍ୟତୀତ ଏହାର ବିଭିନ୍ନ ଅଂଶ ବ୍ୟବହାରଯୋଗ୍ୟ ହୋଇଥ#ବାରୁ ଏହା ଉଭୟ ଚାଷୀ ଏବଂ ପ୍ରକି୍ରୟାକରଣ ଶିଳ୍ପର
ଆଥ#ର୍କ ଅଭିବୃଦ୍ଧିରେ ସହାୟକ ହୋଇଥାଏା ତେଣୁ ସରକାରଙ୍କ ସହାୟତାରେ ରାଜ୍ୟରେ ଅଧ#କ କାଜୁ ଉଦ୍ୟାନ
ସୃଷ୍ଟି କରିବା ଓ କାଜୁ ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ଏବଂ ଚାଷୀମାନଙ୍କୁ ବୈଷୟିକ ସହାୟତା ଓ
ରୋପଣ ପାଇଁ ଅଧ#କ ଅମଳକ୍ଷମ କାଜୁ ଚାରା ଯୋଗାଇଦେବା ପାଇଁ ଓଡ଼ିଶା କାଜୁ ଉନ୍ନୟନ ନିଗମଙ୍କ
କର୍ତ୍ତୃପକ୍ଷଙ୍କୁ ତତ୍ପରତା ସହିତ କାମ କରିବା ପାଇଁ ମନ୍ତ୍ରୀ ଶ୍ରୀ ମହାରଥୀ ପରାମର୍ଶ ଦେଇଥ#ଲୋ
ବ୍ରହ୍ମଗିରି ଓ ରମ୍ଭାରେ ଗୋଷ୍ଠୀଭିତ୍ତିକ ମୂଲ୍ୟଯୁକ୍ତ କାଜୁ ଉତ୍ପାଦନ ପାଇଁ ଦୁଇଟି କମନ୍ ଫାସିଲିଟେସନ୍
ସେଣ୍ଟରର କାମ ଶେଷ ପର୍ଯ୍ୟାୟରେ ପହଞ୍ଚ#ଛି, ଯାହାକି କାଜୁ ଚାଷୀମାନଙ୍କୁ କାଜୁ ଛଡେ଼ଇବା, ବାଛିବା ଓ
ପ୍ୟାକେଜିଂ କରିବା ଆଦିରେ ଅତ୍ୟନ୍ତ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଥ#ଲୋ
ଆଲୋଚନା ଚକ୍ରରେ ଭାରତ ସରକାରଙ୍କ ଉଦ୍ୟାନ କୃଷି କମିଶନର ଡ. ବି.ଏନ୍. ଏସ୍. ମୂର୍ତ୍ତି ଯୋଗଦାନ
କରି କାଜୁର ଉତ୍ପାଦିକା ବୃଦ୍ଧି ଓ ବ୍ୟାପକ କାଜୁ ଚାଷ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥ#ବା
ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରୋତ୍ସାହନ ସଂପର୍କରେ ଆଲୋପାତ କରିଥ#ଲୋ ସେହିପରି ଭାରତ ସରକାରଙ୍କ କାଜୁ
ଓ କୋକା ବିକାଶ ନିର୍ଦ୍ଦେଶକ ଡ. ଭେଙ୍କଟେଶ୍ ଏନ୍. ହୁବାଲି ସ୍ୱାଗତ ଭାଷଣ ଦେବା ଅବସରରେ କାଜୁ ଚାଷ
ବିକାଶ ଓ ଏହା ଦ୍ୱାରା କୃଷକମାନଙ୍କର ଆୟବୃଦ୍ଧିର ସୁଯୋଗ ସଂପର୍କରେ କହିଥ#ଲୋ ଆଲୋଚନା ଚକ୍ରରେ
କୃଷି ଉତ୍ପାଦନର କମିଶନର ଶ୍ରୀ ଗଗନ କୁମାର ଧଳ ରାଜ୍ୟରେ କାଜୁ ଚାଷକୁ ଲୋକପି୍ରୟ କରିବା ଏବଂ ଆଗ୍ରହୀ
କାଜୁ ଚାଷୀ ଓ କାଜୁ ଉଦ୍ୟୋଗୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଯୋଗାଇଦେବା ପାଇଁ କାଜୁ ନିଗମ ଦ୍ୱାରା
ରାଜ୍ୟର ବିଭିନ୍ନ ସ୍ଥାନରେ ସମୟଭିତ୍ତିକ କୃଷକ ତାଲିମ ଶିବିର, କ୍ଷେତ୍ର ପ୍ରଦର୍ଶନ, ପ୍ରଚାର ଓ ଆଲୋଚନା ଚକ୍ର
ଆଦି ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଥ#ଲୋ କୃଷି ଓ କୃଷକ ସଶକ୍ତିକରଣ
ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ କହିଲେ ଯେ କୃଷକମାନଙ୍କୁ ଆୟ ବୃଦ୍ଧି ନିମନ୍ତେ ଉଦ୍ୟାନ
କୃଷି ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛନ୍ତିା କାଜୁ ଏକ ମୂଲ୍ୟଯୁକ୍ତ ଫସଲ ହୋଇଥ#ବାରୁ ଉତ୍ତମ
କାଜୁ ଉତ୍ପାଦନ ଓ ଉତ୍ପାଦିକା ଶକ୍ତି ବୃଦ୍ଧି ନିମନ୍ତେ ନିଗମ ୭୫୪୫ ହେକଫର କାଜୁ ଉଦ୍ୟାନରୁ ବୃଦ୍ଧ ଓ ରୁଗ୍ଣ
ଗଛଗୁଡ଼ିକୁ ଅପସାରଣ କରି ଉନ୍ନତ ମାନର ଅଧ#କ ଅମଳକ୍ଷମ କଲମୀ କାଜୁଚାରା ପୁନଃରୋପଣ କରାଯାଇଛି
ବୋଲି କହିଥ#ଲୋ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ନିଗମ ତରଫରୁ ରାଜ୍ୟର ବିଭିନ୍ନ
ସ୍ଥାନରେ ୨୦ଟି ଅଧ#କ ଅମଳକ୍ଷମ ଉନ୍ନତ ମାନର କଲମୀ କାଜୁ ଚାରା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି
ବୋଲି କହିଥ#ଲୋ ଆଲୋଚନାରେ ଭାଗ ନେଇ ଭାରତ କାଜୁ ରପ୍ତାନୀ ଓ ବିକାଶ ପରିଷଦର ଅଧ୍ୟକ୍ଷ ଡ.
ଆର୍. କେ. ଭୂଦେଶ ବିଦେଶରେ କାଜୁର ଉତ୍ତମ ଚାହିଦା ଥ#ବା ଏବଂ କାଜୁ ରପ୍ତାନୀ ଦ୍ୱାରା ଚାଷୀ ଓ
ପ୍ରକ୍ରିୟାକରଣ ଶିଳ୍ପ କିପରି ଅଧ#କ ଲାଭବାନ ହୋଇପାରିବ ସେ ସଂପର୍କରେ ଅବତାରଣା କରିଥ#ଲୋ ଶେଷରେ
ଓଡ଼ିଶା କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ମଧୁସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥ#ଲୋ
ସମ୍ମିଳନୀରେ ୫୦ରୁ ଊ–ର୍ କାଜୁ ଚାଷୀ, ୭୦ ଜଣ କାଜୁ ଶିଳ୍ପୋଦ୍ୟୋଗ ଓ ରପ୍ତାନୀକାରୀ, ୫୦ ଜଣ
କାଜୁ ବିଶେଷଜ୍ଞ ଓ ବୈଜ୍ଞାନିକ, ଓଡ଼ିଶା ସମେତ ୯ଟି ରାଜ୍ୟର ୫୦ ଜଣ ପଦାଧ#କାରୀ ଏବଂ କାଜୁ ଉନ୍ନୟନ
ନିଗମର କ୍ଷେତ୍ର ଅଧ#କାରୀ ଯୋଗଦେଇଥ#ଲୋ ୧୨ ଓ ୧୩ ତାରିଖ ଦୁଇଦିନ ପର୍ଯ୍ୟନ୍ତ ଏହି କର୍ମଶାଳାର
ବୈଷୟିକ ଅଧ#ବେଶନରେ କାଜୁ ଚାଷ, ଉତ୍ପାଦନ ଓ ପ୍ରକ୍ରିୟାକରଣର ବିଭିନ୍ନ ଦିଗ ଉପରେ ଆଲୋଚନା
କରାଯିବା

Share in top social networks!
Powered By Indic IME