ଓଡ଼ିଶା ଚନ୍ଦ୍ରଭାଗା ବତୀଘର ସୌନ୍ଦର୍ଯ୍ୟକରଣ

ERUKewପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଦେଶର 8ଟି ଲାଇଟ ହାଉସ (ବତୀଘର)ର ପବ୍ଲିକ ପ୍ରାଇଭେଟ ପାର୍ଟନରସିରେ ସୌନ୍ଦର୍ଯ୍ୟକରଣ ପାଇଁ ଚିହ୍ନଟ କରାଯାଇଛି ।

ଚିହ୍ନଟ ହୋଇଥିବା ବତୀଘର ଗୁଡ଼ିକ ହେଲା ତାମିଲନାଡ଼ୁର ମହାବଳିପୁରମ୍, ମୁଟ୍ଟମ ପଏଣ୍ଟ, କେରଳର କେଡାଲୁର, ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳର ମିନିକୟ, ଗୋଆର ଆଗୁଆଡା, ଓଡ଼ିଶାର ଚନ୍ଦ୍ରଭାଗା, ଏବଂ ମହାରାଷ୍ଟ୍ରର କାହ୍ନାଜିଆଙ୍ଗ୍ରେ ଓ ସଙ୍କରକ୍ । ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଜାହାଜ ଚଳାଚଳ ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପନ୍ ରାଧାକ୍ରିଷ୍ଣନ ଏହି ସୂଚନା ଦେଇଛନ୍ତି ।

Share in top social networks!
Powered By Indic IME