ବିଜେପୁର ଉପନିର୍ବାଚନ ପାଇଁ ୧୪ ଜଣଙ୍କ ପ୍ରାର୍ଥୀପତ୍ର କାଏମ୍

ବିଜେପୁର ଉପନିର୍ବାଚନ ପାଇଁ ୧୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥ#ଲୋ ଯାଞ୍ଚ ପରେ ତିନି ଜଣ
ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଛିା ଅନ୍ୟ ୧୪ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛିା
ଭାରତୀୟ ଜନତା ପାର୍ଟିର ଅଶୋକ କୁମାର ପାଣିଗ୍ରାହୀ, ଭାରତୀୟ ଜାତୀୟ କଂଗ୍ରେସର ପ୍ରଣୟ
କୁମାର ସାହୁ, ବିଜୁ ଜନତା ଦଳର ରିତା ସାହୁ, ରିପବ୍ଲିକାନ୍ ପାର୍ଟିର ଦେବହରି ହର୍ପାଲ୍,
ଆମ୍ବେଦକରାୟତ ପାର୍ଟି ଅଫ୍ ଇଣ୍ଡିଆର ପୂର୍ଣ୍ଣଚନ୍ଦ୍ର ପାଇକ, ପ୍ରୋଟିଷ୍ଟ କ୍ଲବ୍ର ଯୁଗଳ କିଶୋର ସାହୁ
ପ୍ରାର୍ଥୀପତ୍ର ଦାଖଲ କରିଥ#ବାବେଳେ ସ୍ୱାଧୀନ ଭାବରେ କୁବେରଲାଲ ଯାଦବ, ଚୂଡାମଣି କେଶରୀ,
ଜେହେରୁ ବାଗ୍, ଦେବର୍ଚ୍ଚନା ନାୟକ, ପ୍ରମୋଦ କୁମାର ଛତର, ରଥ ଖାଲ୍କୋ, ରାଜନ୍ଦ୍ରେ ପୁରେହିତ ଓ
ସଦାଶିବ ନାଗ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତିା
ଯାଞ୍ଚ ସମୟରେ ଉତ୍କଳ ଭାରତ ପାର୍ଟିର ଜଗତରାମ୍ ପଟେଲ୍ଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ କମଳ
କୁମାର ଦାସ ଓ ଦିଗମ୍ବର ସାହୁଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି ବୋଲି ମୁଖ୍ୟ ନିର୍ବାଚନ
ଅଧ#କାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶା

Share in top social networks!
Powered By Indic IME