ରାଜ୍ୟ ନିର୍ବାଚନ କମିଶନର ଭାବେ ନବ କୁମାର ନାୟକଙ୍କ ଦାୟିତ୍ୱ ଗ୍ରହଣ

IMG-20180205-WA0007
ରାଜ୍ୟ ନିର୍ବାଚନ କମିଶନର ଭାବରେ ଶ୍ରୀ ନବ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତିା ଆଜି
ଅପରାହ୍ନରେ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ କମିଶନର ଭାବେ ଯୋଗଦାନ କରିବା ପରେ ଶ୍ରୀ ନାୟକ
କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବରିଷ୍ଠ ଅଧ#କାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା
କରିଥ#ଲୋ
ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଶ୍ରୀ ରବୀନ୍ଦ୍ର ନାଥ ସାହୁ, ସ୍ୱତନ୍ତ୍ର ସଚିବ ଶ୍ରୀ ଅଶୋକ
କୁମାର ଦାଶ, ଉପସଚିବ ଶ୍ରୀ ଆଜାଦ୍ହିନ୍ଦ୍ ପାଣି୍ରଗାହୀ, ଆଇନ ଅଧ#କାରୀ ମାଧୁରୀ ମିଶ୍ରଙ୍କ ସମେତ
ସମସ୍ତ ଅଧ#କାରୀ ଓ କର୍ମଚାରୀ ଉପସ୍ଥିତ ରହି କମିଶନର ଶ୍ରୀ ନାୟକଙ୍କୁ ସ୍ୱାଗତ ଜଣାଇଥ#ଲୋ ୧୯୯୪
ମଇ ୨୭ ତାରିଖରେ ରାଜ୍ୟ ନିର୍ବାଚନ ଆୟୋଗ ଗଠନ ହେବା ପରେ ଶ୍ରୀ ନାୟକ ଷଷ୍ଠ କମିଶନର
ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିା

Share in top social networks!
Powered By Indic IME