ନୂଆ ମୁଖ୍ୟ ନିର୍ବାଚନ ଅଧ#କାରୀଙ୍କ କାର୍ଯ୍ୟରେ ଯୋଗଦାନ

ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧ#କାରୀ ଶ୍ରୀ ସୁରେନ୍ଦ୍ର କୁମାର ଆଜି ରାଜ୍ୟ ମୁଖ୍ୟ
ନିର୍ବାଚନ ଅଧ#କାରୀ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତିା ଏହା ପୂର୍ବରୁ ଶ୍ରୀ କୁମାର ଅନୁସୂଚିତ
ଜନଜାତି, ଅନୁସୂଚିତ ଜାତି, ପଛୁଆବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ଏବଂ ସୂଚନା ଓ ଲୋକସଂପର୍କ
ବିଭାଗର ପ୍ରମୁଖ ଶାସନ ସଚିବ ରୂପେ ଦକ୍ଷତାର ସହ କାର୍ଯ୍ୟ ସଂପାଦାନ କରିଛନ୍ତିା
କାର୍ଯ୍ୟରେ ଯୋଗଦାନ ପରେ ଶ୍ରୀ କୁମାର ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧ#କାରୀ ଶ୍ରୀ ଭବାନୀ ପ୍ରସାଦ
ରାୟଙ୍କ ସମେତ ଅନ୍ୟାନ୍ୟ ଅଧ#କାରୀଙ୍କ ସହ ଆଲୋଚନା କରିଥ#ଲୋ

Share in top social networks!
Powered By Indic IME