“ବିପ୍ଳବୀ ଚନ୍ଦନ ହଜୁରୀଙ୍କ ଜୀବନୀ ଓ କୃତିତ୍ୱ ଉପରେ ଅଧ#କ ଗବେଷଣା ଆବଶ୍ୟକ’ : ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି

ବିପ୍ଳବୀ, ସୁକବି ଓ ସିପାହୀ ବିଦ୍ରୋହର ଅନ୍ୟତମ ସେନାପତି ଭାବରେ ଚାଖ# ଖୁଣ୍ଟିଆ(ଚନ୍ଦନ ହଜୁରୀ) ପରିଚିତ ଥ#ଲେ ମଧ୍ୟ ତାଙ୍କ ଜୀବନ ଓ ସଂଗ୍ରାମ ଉପରେ ଅଧ#କ ଗବେଷଣା ହେବା ଆବଶ୍ୟକ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ମତପ୍ରଦାନ କରିଛନ୍ତିା ଉତ୍ତରପିଢ଼ିଙ୍କ ନିମନ୍ତେ ତାଙ୍କର ଜୀବନଗାଥା ପ୍ରେରଣାପ୍ରଦ ବୋଲି ମନ୍ତ୍ରୀ କହିଛନ୍ତିା
ଆଜି ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ତଥା ପୁରୀର ଚାଖ# ଖୁଣ୍ଟିଆ (ଚନ୍ଦନ ହଜୁରୀ) ସ୍ମ&ୃତି ସମିତିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ# ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମହାନ୍ତି କହିଲେ ଯେ ଚାଖ# ଖୁଣ୍ଟିଆ ଜଣେ ସର୍ବମାନ୍ୟ ସ୍ୱାଧୀନତା ସଂଗ୍ରାମୀ, ବି୍ରଟିଶ୍ ବିରୋଧରେ ରାଣୀ ଲକ୍ଷ୍ମୀବାCଙ୍କୁ ପ୍ରରୋଚିତ କରିବା ଓ ତାଙ୍କ ସଂଗ୍ରାମରେ ନେତୃତ୍ୱ ନେଇ ଚାଖ# ଖୁଣ୍ଟିଆ ଅବିସ୍ମରଣୀୟା ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ କଲେଜର ଓଡ଼ିଆ ଅଧ୍ୟାପକ ଡ. ଦିଲ୍ଲୀପ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବରେ ବକ୍ତବ୍ୟ ରଖ# ଚାଖ# ଖୁଣ୍ଟିଆଙ୍କୁ ବୀରତ୍ୱ, ସୃଜନଶୀଳତା, ଅନନ୍ୟ ଜଗନ୍ନାଥ ଭକ୍ତି ଓ ନେତୃତ୍ୱର ଅଧ#କାରୀ ଭାବରେ ଅଭିହିତ କରି ସେ ପୁରୀର ପ୍ରେମ ଓ ପ୍ରତିବଦ୍ଧତାକୁ ସର୍ବଭାରତୀୟସ୍ତରରେ ପ୍ରମାଣିତ କରିଥ#ଲେ ବୋଲି କହିଥ#ଲୋ ଅସ୍ତମିତ ପାଇକ ବିଦ୍ରୋହର ପାଉଁଶ ନେଇ ସେ ସିପାହୀ ବିଦ୍ରୋହର ଅନ୍ୟତମ ସେନାପତି ହୋଇପାରିଥ#ଲୋ ଜଗନ୍ନାଥ ଭାବନାକୁ ସେ ଜାତୀୟ ମହାସ୍ରୋତରେ ସାମିଲ କରିପାରିଥ#ଲେ ବୋଲି ଡ. ସ୍ୱାଇଁ କହିଥ#ଲୋ
ପ୍ରଦୀପ ପ୍ରଜ୍ୱଳନ ଓ ଚାଖ# ଖୁଣ୍ଟିଆଙ୍କ ଫଟୋଚିତ୍ରରେ ଅତିଥ#ମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରିବା ପରେ ପୁରୀର ଶ୍ରୀପର୍ଣ୍ଣା ଓଡ଼ିଶୀ ସଂଗୀତ ପରିଷଦର ଶିଳ୍ପୀବୃନ୍ଦ ଆବାହନ ସଂଗୀତ ପରିବେଷଣ କରିଥ#ଲୋ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନପୂର୍ବକ ସ୍ୱାଗତ ଭାଷଣ ଦେଇ ତାଙ୍କର ଶ୍ରଦ୍ଧାଞ୍ଜଳି ନିବେଦନ କରିଥ#ଲୋ
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥ# ମନ୍ତ୍ରୀ ଶ୍ରୀ ମହାନ୍ତି ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥ#ଲୋ ଉତ୍ସବରେ କୃଷ୍ଣଚନ୍ଦ୍ର ମହାପାତ୍ର, ଶିବପ୍ରସାଦ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ଗୋଛିକାର ଓ ହଜୁରୀ ଭୀମସେନ ଖୁଣ୍ଟିଆଙ୍କୁ ଚାଖ# ଖୁଣ୍ଟିଆ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥ#ଲାା ସୂଚନା ଅଧ#କାରୀ ଦୀପ୍ତିମୟୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ଚାଖ# ଖୁଣ୍ଟିଆ ସ୍ମ&ୃତି ସଂସଦ, ଭୁବନେଶ୍ୱର ଶାଖାର ସଭାପତି ଡ. ବସନ୍ତ କୁମାର ପତି ଧନ୍ୟବାଦ ଅର୍ପଣ
କରିଥ#ଲୋ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥ#ଲାା

Share in top social networks!
Powered By Indic IME