ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ଭାବ୍ୟ ଉପନିର୍ବାଚନକୁ ଦୃଷ୍ଟିରେ
ରଖ# ଭାରତର ନିର୍ବାଚନ କମିଶନରଙ୍କ ଅନୁମୋଦନ କ୍ରମେ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶିତ
ହୋଇଛିା
୨୦୧୮ ଜାନୁଆରୀ ୧ ତାରିଖ ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ହେଉଛି
ଦୁଇ ଲକ୍ଷ ୨୧ ହଜାର ୧୪୪, ଯାହାକି ପୂର୍ବ ବର୍ଷ ଅପେକ୍ଷା ୧୯୪୯ ଅଧ#କା ତନ୍ମଧ୍ୟରୁ ପୁରୁଷ ଭୋଟର
ସଂଖ୍ୟା ଏକ ଲକ୍ଷ ୧୫ ହଜାର ୪୧୭ ଏବଂ ମହିଳା ଭୋଟର ସଂଖ୍ୟା ଏକ ଲକ୍ଷ ୫ ହଜାର ୭୧୩
ହୋଇଥ#ବାବେଳେ ୧୪ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତିା
ଏହି ନିର୍ବାଚନ ମଣ୍ଡଳୀରେ ଗତବର୍ଷ ଅର୍ଥାତ ୨୦୧୭ ମସିହାରେ ମୋଟ ଭୋଟରଙ୍କ ସଂଖ୍ୟା
ଦୁଇ ଲକ୍ଷ ୧୯ ହଜାର ୧୯୫ ଥ#ଲାା

Share in top social networks!
Powered By Indic IME