ପ୍ରବାସୀଓଡିଆ ବିକାସ ସମିତି ଏବଂ ଡ. ରାମମନୋହାର୍ ଲୋହିଆ ହୋପସିଟାଲ୍ ର ମିଳିତ ଅIନୁକୁଲ୍ୟରେ ଅଂଗଦାନ ସମ୍ମିଳଣୀ

26804394_1598007216949518_5658314581324428377_n

ଗତକାଲି ନୁଆଦିଲ୍ଲୀ ସ୍ଥିତ ପ୍ରବାସୀ ଓଡିଆ ବିକIସ ସମିତି ଏବଂ ଡ. ରାମମନୋହାର୍ ଲୋହିଆ ହୋପସିଟାଲ୍ ର ମିଳିତ ଅIନୁକୁଲ୍ୟରେ ଅଂଗଦାନ ସମ୍ମିଳଣୀ ଅବସ୍ଥାପିତ ହୋଇଯାଇଛି , ଏ ସମ୍ମୀଳଣୀରେ ଭାରତ୍ ସରକାରଂକ ମାନ୍ୟବର ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅତିଥି ଭାବରେ ଯୋଗଦେଇଥିବା ପ୍ରତ୍ୟୋକ୍ ଚିକିସ୍ଚକ ଏବଂ ଲୋକମାନଂକର ଭୁୟସି ପ୍ରସଂସI କରିଥିଲେ . ଏହାବ୍ୟତିତ ଅଂଗଦାନ୍ କ୍ଷେତ୍ରରେ ଆର.ଏମ. ଲ ଆଉ ପି .ଓ ବିଉ. ସି ର ଯୋଗଦାନ କୁ ବହୁ ପ୍ରଶଂସା ର ପତ୍ର ବୋଲି କହିଥିଲେ . ଅଂଦଦାନ ର ମହତ୍ବକୁ ସେ ଚିକିତ୍ସା କ୍ଷେତ୍ରରେ ସମାଜର ଆବସ୍ୟକତ ଉପରେ ଗୁରୁତ୍ବାରୋପ କରିଥିଲେ.
ଆକସ୍ମିକ ମତିଭ୍ରସ୍ଥ ରେ ମୁତ୍ୟୁମୁଖରେ ପଡୁଥିବା ( brain dead ) ବ୍ୟକ୍ତିଂକ ପରିବାର ଲୋକମାନଂକୁ ମଧ୍ୟ ଜାଗୃତ ହୋଇ ଅଂଗଦାନ ର ମହତ୍ବ ଉପରେ ଜାଣିବI ଦରକାର୍ ବୋଲି ଏଠାରେ ଉପସ୍ଥିତ ଚିକିସ୍ଚକ ଏବଂ ଜ୍ଞାନୀ ଲୋକେ ମତ ଦେଇଥିଲେ. ଅଂଗଦାନ ଉପରେ ପାରିବାରିକ ଆବେଗପ୍ରବଣତା କୁ ଦୁରେଇଦେଇ ଅଂଗଦାନ ଉପରେ ଚିନ୍ତIକରିବାକୁ ସବୁ ଲୋକଂକୁ ଆଆହ୍ବାନ୍ କରାଯାଇଥିଲା .
ଅଂଗଦାନ ଦ୍ବାରା ସମାଜ ସଚେତନତା ବଢିବା ସହ ଅନେକ ବ୍ୟକ୍ତିଂକ ଜୀବନ ରେ ପରିବର୍ତନଶୀଲ ହେବ ଆଉ ଅନେକ ପରିବାର୍ ର ଉପକୃତ ହେବାସହ ସମାଜ ର କଲ୍ୟାଣ ହେବବୋଲି ଅନେକ୍ ମତ ଉପସ୍ଥାପାପିତ କରିଥିଲେ.
ଭାରତ ସରକାରଂକ ସ୍ବାସ୍ଥ୍ୟ ଓ ସମାଜ କଲ୍ୟାଣ ମନ୍ତ୍ରଲାୟର ଯୁଗ୍ମ ସଚିବ ଶ୍ରୀଯୁକ୍ତ ଆର କେ ଭଟ୍ସ୍ ଏଥିରେ ସନମାନିୟ ଅତିଥୀ ଭାବେ ଯୋଗଦେଇ , ଯୁବସମାଜକୁ ଏହାଉପରେ କାର୍ଯ୍ୟ କରିବାକୁ ଆହ୍ବାନ୍ କରିଥିଲେ , ଭାରତ ସରକାର୍ ଅଂଗଦାନ ଉପରେ ପ୍ରତୟୋକ ଜାଗାରେ ଏହାଉପରେ ସମ୍ମିଳନୀ ପ୍ରସ୍ତୁତି କରିବା ସହ ଯୁବସମାଜକୁ ଏହାଉପରେ ଗଠନମୁଳକ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ.
ଏ ସମ୍ମିଳନୀ କୁ ୬ ଭାଗରେ ବିଭିନ୍ନ ଆଲୋଚନକ୍ରମ ହିସାବରେ ବିଭକ୍ତ କରାଯାଇଥିଲା. ଭାରତ ସରକାରଂକ ଅଧୀନସ୍ଥ ଏମସ୍ ର ପୁର୍ବତନ ମସ୍ଟିକ୍ ପ୍ରଯତ୍ନ ବିଭାଗର ମୁଖ୍ୟ ପ୍ରଫେସର୍ ଡ. ଅଶୋକ୍ କୁମାର ମୋହIପାତ୍ରା , ବ୍ରେନ୍ ଡେଡ୍ ଉପରେ ଆଲୋଚନା କରିଥିଲେ. ପ୍ରାଫେସର୍ ଡ. ଏସ କେ ଅଗ୍ରବାଲ୍ ,ଡ ମୀନା ଚନ୍ଦ୍ରା , ଡ ଅଜୟ ଚୌଧୁରୀ, ଡ ନିହାର୍ ଅଗ୍ରବାଲ୍ , ଶ୍ରୀମତୀ ସ୍ବପ୍ନI ଥୋମାସ୍ ପ୍ରମୁଖ ଏହାଉପରେ ବକ୍ତବ୍ୟ ପ୍ରଦାନ୍ କରିଥିଲେ
ପ୍ରଫେସର୍ ଡ . ଅଶୋକ୍ ମହାପାତ୍ର ମୋହୋଦୟଂକୁ ଚିକିତ୍ସା କ୍ଷେତ୍ରରେ ୪ ଦସନ୍ଧି ବିଶେଷ ଅବଦାନ୍ ଲାଗି ଲାଇଫ୍ ଟାଇମ୍ ସଂମାନିତ କରାଯାଇଥିଲା.
ମନ୍ତ୍ରୀ ମହୋଦୟ ମଧ୍ୟ ୬ ଜଣ ବ୍ୟକ୍ତିଂକୁ ଅନଗଦାନ୍ କରିଥିବାରୁ ସଂମାନିତ କରୀଥିଲେ ଏବଂ ସମାଜ ଲୋକେ ଏ କ୍ଷେତ୍ରରେ ପ୍ରେଣିତ ହେବେବୋଲି ଆଶାବ୍ୟକ୍ତ କରିଥିଲେ.
ଅଂଗଦାନ ସମ୍ମିଳନୀକୁ ଲୋକଲୋଚନ କୁ ଆଣିବାକୁ ଏକ କବିସମ୍ମିଲଣି ମଧ୍ୟ ଆୟୋଜନ ହୋଇଥିଲା , ଏଥିରେ ଭାରତର କୋଣ ଅନୁକୋଣରୁ ଅନେକ୍ ବିଶିସଟ କବି ଆସିଥିଲେ. ଶ୍ରୀ ମନୋଜ୍ ଭାବୁକ୍ , ଶ୍ରୀ ମନୋଜ୍ କୁମାର୍ , ଓମ ତିବାରୀ , ଡ. ପୁଷ୍ପା ସିଂହ , ଡ ଚନ୍ଦ୍ରମଣି ବ୍ରହ୍ମଦତ୍ , ସୁରେଶ୍ ସାର୍ଥକ ,ଆଶି କୁମାର ,ଡ ସାଗର୍ ବୋରକାର୍ ଆଦି କବିମାନେ ଦର୍ଶକ ମାନଂକୁ ମନକୁ ନିଜ କଳାରେ ମନୋଲୋଭା କରିଥିଲେ.
IMG_2552
ଆର ଏମ ଏଲ୍ ର ମୁଖ୍ୟ ଉପ ସ୍ଥା ପ୍ରଫେସର୍ ଡ. ଏସେ କେ ତିବାରୀ ନିଜର ଆନୁସ୍ଥାନିକ ଭାଷଣରେ ଏହା ଉପରେ ଗଭୀର ଅଲୋକପIତ କରିଥିଲେ.
ନିକଟ ଭବିଷ୍ୟତରେ ଏପରି ଅନେକ୍ ଗଠନ ମୁଳକ କାର୍ଯରେ ପି ଓ ବି ସି ଏବଂ ଆର ଏମ ଏଲ୍ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ପି ଓ ବି ସି ର ସଭାପତି ଡ କୃଷ୍ଣଚନ୍ଦ୍ର ସାହୁ ମହୋଦୟ ଦୃଢ଼ତି ପ୍ରକସ୍ କରିଥିଲେ .
ପି ଓ ବି ସି ଏବଂ ଆର ଏମ ଏଲ୍ ମିଳିତ ଭାବରେ ଅନୁସଠିତ କIର୍ୟକୁ ଆର ଏମ ୟେଲ୍ ର ନେଫୋଲୋଜି ର ମୁଖ୍ୟ ଡ ହିମାଂଶୁ ଶେଖର ମୋହIପତ୍ରା ମହୋଦୟ କରତାଳି ସହ ସମାପନ ଆଡକୁ ନେଇଥିଲେ , ଏହା ପରେ ପରେ ପିଓବିସୀ ର ସମ୍ପାଦକ ଶ୍ରୀ ପ୍ରସନ୍ନ ପରିଡା ଅନେକ୍ ଉପଦେସ୍ଥା ମIନଂକୁ ସଂମାନିତ କରିବାକୁ ସଂସ୍ଥାର ବରିସ୍ଥ କର୍ମକର୍ତା ଶ୍ରୀ ସୁର୍ଯ ନାରାୟଣ ମିଶ୍ର, ଶ୍ରୀ ତାପସ ରଂଜନ ପରିଡା, ଶ୍ରୀ ଅମିୟ ନାୟକ , ଶ୍ରୀ ମଳୟ ପ୍ରଧାନ୍ , ଶ୍ରୀ କାର୍ତିକ ଜେନା , ଶ୍ରୀ ଅଜିତ୍ ମୋହIନ୍ତି , ଶ୍ରୀ ବିସ୍ବଜିତ୍ ବାରିକ୍ ,ଶ୍ରୀ ରାଜେଶ୍ ଦାଶ, ଶ୍ରୀମତୀ ରିତା ପାତ୍ର ଇତ୍ୟIଦିନକୁ କାର୍ଯକରମକୁ ସୁଚାରୁ ରୁପେ ଚଳାଇଥିବାରୁ ଧନ୍ୟବାଦ୍ ଦେଇଥିଲେ .
ସମାଜ ରେ ଗଠନ ମୁଳକ କାମରେ ପି ଓ ବି ସି ଅନିକାର୍ ବୋଲି ସଭି କର୍ମକର୍ତା ମତପୋଷଣ କରିଥିଲେ.
ସମ୍ମିଳନୀ ର ସନ୍ଧ୍ୟା ମୁହୁରତରେ ୫ :୩୦ ପୁର୍ବାହ୍ନ ପରେ ସଂସ୍କୃତିକ କାର୍ଯ କ୍ରମ ମଧ୍ୟ କରାଯାଇଥିଲା, ଏଥିରେ ସଂଗୀତ କ୍ଷେତ୍ରରେ ଡ ରୋହିତ୍ ଓ ଓଡିଆ ଚଲଚିତ୍ର ଜଗତର କଣ୍ଠ ଶିଳ୍ପୀ ସୁଭଶ୍ରୀ ନିଜ ଗୀତରେ ଲୋକଂକ ମନକୁ ମୋହିଥିଲେ, ବିଶେଶ କରି ଓଡିଆ ଗୀତଗୁଡିକୁ ଦର୍ଶକ ଖୁବ୍ ଭଲପାଇଥିଲେ
ସୁଷ୍ମିତା ମୋହାପIତ୍ର ଆଉ ସାଥୀ ସମ୍ବଲପୁରୀ ନୃତ୍ୟ , ଓଡିଶୀ , କଥକାଲି ଆଦି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ
ସୋଭା ଆଉ ତାଂକ ସାଥୀମାନେ ହିନ୍ଦୀ ( ବଲିଉଡ୍) ଗୀତରେ ନୃତ୍ୟକରିଥିଲେ

Share in top social networks!
Powered By Indic IME