ଉଚ୍ଚଶିକ୍ଷାର ମାନବୃଦ୍ଧି ବର୍ତ୍ତମାନ ସମୟର ଆହ୍ୱାନ ଓ ଆବଶ୍ୟକତା:ରାଜ୍ୟପାଳ

26805186_1517743568324147_2422421645479800289_nଉଚ୍ଚଶିକ୍ଷାର ମାନବୃଦ୍ଧି ବର୍ତ୍ତମାନ ସମୟର ଆହ୍ୱାନ ଓ ଆବଶ୍ୟକତାା ଓଡ଼ିଶାରେ ଉପଲବ୍ଧ ସାମର୍ଥ୍ୟ ଓ ସମ୍ଭାବନାର ସଫଳ ଉପଯୋଗ ହେବା ଦରକାର ଓ ଏଥ# ନିମନ୍ତେ
ବାସ୍ତବାଭିମୁଖୀ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତା ପାଇଁ ଅନୁକୂଳ ପରିବେଶ ନିର୍ମାଣ ଉପରେ ରାଜ୍ୟପାଳ ଡ. ଏସ୍.ସି. ଜମିର୍ ଗୁରୁତ୍ୱ ଆରୋପ କରିଛନ୍ତିା
ଆଜି ରାଜଭବନରେ କୁଳପତିମାନଙ୍କର ସମ୍ମିଳନୀରେ ରାଜ୍ୟପାଳ ଉଚ୍ଚଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ ପରାମର୍ଶ ଦେଇଛନ୍ତିା ପାଠ୍ୟକ୍ରମରେ ଉନ୍ନତିକରଣ, ବୃତ୍ତି ପ୍ରଦାନ ଓ ଭିତ୍ତିଭୂମିର ଆଧୁନିକୀକରଣ ମାଧ୍ୟମରେ ଦେଶ ତଥା ଦେଶ ବାହାରର ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିହେବା ଶିକ୍ଷାୟତନରେ ଶୈକ୍ଷିକ ବାତାବରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣା ଏଥ# ପାଇଁ ସମସ୍ତ ଅଂଶୀଦାର ନିଜ ନିଜ ସ୍ତରରେ କାର୍ଯ୍ୟ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତିା ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟା କ୍ୟାମ୍ପସ୍ରେ ଅନୁରୂପ ଶାନ୍ତି ବଜାୟ ରଖ#ବା ପାଇଁ ସବୁ ରାଜନୈତିକ ଦଳ ସହମତି ଭିତ୍ତିରେ ଉପାୟ ନିର୍ଦ୍ଧାରଣ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତିା

ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଓ ଗବେଷଣାକୁ ଜ୍ଞାନ ଓ ଶିକ୍ଷଣ ପ୍ରକ୍ରିୟାରେ ପ୍ରାଧାନ୍ୟ ଦେବା ସହ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ସହ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟପାଳ କୁଳପତିମାନଙ୍କୁ କହିଛନ୍ତିା ନିର୍ଦ୍ଧାରିତ ସମୟରେ ପରୀକ୍ଷା ପରିଚାଳନା, ଫଳ ପ୍ରକାଶନ ଓ ସାର୍ଟିଫିକେଟ୍ ପ୍ରଦାନ, ଖାଲିଥ#ବା ପଦବୀ ପୂରଣ ସହ ଆବଶ୍ୟକତା ଅନୁଯାୟୀ ନୂତନ ପଦବୀ ସୃଷ୍ଟି, ପ୍ରତି ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା କମ୍ପ୍ଲେକ୍ସ୍ ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ ଦେବା ସହ ଉତ୍କର୍ଷ କେନ୍ଦ୍ର ସ୍ଥାପନ,ୟୁଜିସି ମଂଜୁରୀ ଓ ଅନୁଦାନର ବିନିଯୋଗ ପ୍ରମାଣପତ୍ର ସଠିକ୍ ସମୟରେ ଦେବାକୁ କୁଳପତିମାନଙ୍କୁ କୁହାଯାଇଛିା

ଛାତ୍ରଛାତ୍ରୀମାନଙ୍କ ନିୟୋଜନୀୟତା ବୃଦ୍ଧି ସହ ପ୍ଲେସ୍ମେଣ୍ଟ ସେଲ୍କୁ ସକି୍ରୟ କରି ଶିକ୍ଷା ସହ ବଜାରର ଶକ୍ତି ଓ ଚାହିଦା ମଧ୍ୟରେ ସମନ୍ୱୟ ସ୍ଥାପନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତିା ଅଭିଯୋଗ ଶୁଣାଣି ଓ ସମାଧାନ ପଦ୍ଧତିକୁ ଆହୁରି କ୍ରିୟାଶୀଳ କରିବାକୁ କୁଳପତିମାନଙ୍କୁ କୁହାଯାଇଛିା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପଞ୍ଚାୟତିରାଜ ଓ ପାନୀୟଜଳ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ବିଶ୍ୱବିଦ୍ୟାଳୟର ସଶକ୍ତିକରଣ ଉପରେ ଗୁରୁତ୍ୱ ଆରୋପ କରି ସରକାରଙ୍କ
ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥ#ବା ପ୍ରକାଶ କରିଥ#ଲୋ କୁଳପତିମାନେ ବିଭିନ୍ନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ସ୍ଥିତି, ଅଗ୍ରଗତି ଓ ଆବଶ୍ୟକତା
ସଂପର୍କରେ ସୂଚନା ଓ ତଥ୍ୟ ଉପସ୍ଥାପନ କରିଥ#ଲୋ ସରକାରୀ ସ୍ତରରେ ବିଶ୍ୱବିଦ୍ୟାଳୟର ଆବଶ୍ୟକତାକୁ ତର୍ଜମା କରି ବିହିତ ପଦକ୍ଷେପ ନେବାକୁ ବୈଠକରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଉଚ୍ଚ ଅଧ#କାରୀମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥ#ଲୋ

ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ, ସଂସ୍କୃତି ସଚିବ, ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ, ରାଜ୍ୟପାଳଙ୍କ ଅତିରିକ୍ତ ଶାସନ ସଚିବ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥ#ଲୋ ଓଡ଼ିଶାର ୧୫ଟି ବିଶ୍ୱବିଦ୍ୟାଳୟର କୁଳପତି ଯୋଗଦେଇଥ#ଲୋ
ରକ୍ଷକ