“ଫକୀରମୋହନ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସେନାପତିର ଭୂମିକା ନେଇଥ#ଲେ: ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ

26731589_568707016801624_5559208806608048996_nଓଡ଼ିଆ ଭାଷାର ସୁରକ୍ଷା ଓ ବିକାଶ ପାଇଁ ଫକୀରମୋହନଙ୍କ ଅବଦାନକୁ ଏ ଜାତି କେବେ ଭୁଲିପାରିବ ନାହିାଁ ତାଙ୍କର ଶକ୍ତିଶାଳୀ ରଚନା ଜରିଆରେ ଫକୀରମୋହନ ଏକ ନୂଆ ଜାଗରଣ ଆଣିପାରିଥ#ଲୋ ଓଡ଼ିଆ ଜାତିର ପ୍ରତିଷ୍ଠା ଓ ଗୌରବ ବୃଦ୍ଧି କରିବା ସହ ସେ ସାମାଜିକ ପରିବର୍ତ୍ତନର ଭିତ୍ତି ପକାଇଥ#ଲେ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ୟାସକବି ଫକୀରମୋହନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତିା
ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ, ରାଜ୍ୟସ୍ତରୀୟ ବ୍ୟାସକବି ଫକୀରମୋହନ ସ୍ମ&ୃତି ସଂସଦ ଓ ଡକଫର ଦାଶ ଫାଉଣ୍ଡସନ୍, ଆମେରିକାର ସହଭାଗିତାରେ ଆୟୋଜିତ ବ୍ୟାସକବି ଫକୀରମୋହନଙ୍କ ୧୭୫ତମ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ# ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଭାଷା ଓ ସାହିତ୍ୟ ଗୋଟିଏ ଜାତିର ଆତ୍ମାା ସାହିତ୍ୟରେ ଜାତିର ଇତିହାସ ଓ ବିକାଶର ଧାରା ସହିତ ସମୃଦ୍ଧ ଭବିଷ୍ୟତର ସ୍ୱପ୍ନ ଥାଏା ସାହିତ୍ୟ ବିନା ସଭ୍ୟତା ଆଗେଇ ପାରିବ ନାହିାଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ନିକଟରେ ପୁରୀ କ୍ୟାବିନେଟ୍ରେ ରାଜ୍ୟ ସରକାର ଓଡ଼ିଆ ଭାଷାର ପ୍ରସାର ପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି, ସେସବୁକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତିା ଓଡ଼ିଆ ଭାଷାର ପ୍ରସାର ଦିଗରେ ଭଲ କାମ କରୁଥ#ବା ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ ପୁରସ୍କାର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଥ#ଲୋ
ପ୍ରଦୀପ ପ୍ରଜ୍ୱଳନ ଓ ଫକୀରମୋହନଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ “ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥ#ଲୋ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଛାତ୍ରବୃତ୍ତି ପୋର୍ଟାଲର ଶୁଭାରମ୍ଭ ହୋଇଥ#ଲାା ସାଂସଦ ଡ. ପ୍ରସନ୍ନ ପାଟ୍ଯଶାଣୀ ବ୍ୟାସକବିଙ୍କୁ ଓଡ଼ିଶାର ଟମାସ୍ ହାର୍ଡି ଓ ମାକ୍ସିମ୍ ଗର୍କୀ ଭାବରେ ଅଭିହିତ କରିଥ#ବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ଭାଷା ପାଇଁ ଫକୀରମୋହନଙ୍କ ସଂଗ୍ରାମର ପଟାନ୍ତର ନାହିଁ ବୋଳି କହିଥ#ଲୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭାଷା ଓ ସାହିତ୍ୟର ସମୃଦ୍ଧି ନିମନ୍ତେ ନୂତନ ବିଭାଗ ସୃଷ୍ଟି ବ୍ୟାସକବିଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳିା ଭୁବନେଶ୍ୱର(ଉତ୍ତର)ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର(ମଧ୍ୟ) ବିଜୟ କୁମାର ମହାନ୍ତି, ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି.ଭି.ଭି ଶର୍ମା ସମ୍ମାନନୀୟ ଅତିଥ# ଭାବରେ ମଞ୍ଚାସୀନ ଥ#ଲୋ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥ#ଲୋ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥ#ଲୋ
କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ “ଚଳନ୍ତି ଓଡ଼ିଆ ଅଭିଧାନ’, ସ୍ନେହପ୍ରଭା ଦାସଙ୍କ ଦ୍ୱାରା ଅନୁଦିତ ଫକୀରମୋହନଙ୍କ ଉପନ୍ୟାସ “ପ୍ରାୟଶ୍ଚିତ’, “ଭିଣ୍ଟେଜ ଷ୍ଟୋରିଜ୍ ଅଫ୍ ଫକୀରମୋହନ ସେନାପତି’ ଓ “ସେନାପତିମାନଙ୍କ ଦୃଷ୍ଟିରେ ସେନାପତିଙ୍କ କ୍ଷୁଦ୍ରଗଳ୍ପ’ ପୁସ୍ତକଗୁଡ଼ିକ ଉନ୍ମୋଚିତ ହୋଇଥ#ଲାା ବ୍ୟାସକବିଙ୍କ ଉପରେ ନିର୍ମିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥ#ଲାା
ରାଜ୍ୟସ୍ତରୀୟ ବ୍ୟାସକବି ଫକୀରମୋହନ ସ୍ମ&ୃତି ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥ#ଲୋ ସଭା ଶେଷରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ବ୍ୟାସକବିଙ୍କ ରଚିତ “ବିରେଇ ବିଶାଳ’ ପରିବେଷିତ ହୋଇଥ#ଲାା
ପୂର୍ବାହ୍ନରେ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମ&ୃତି ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଲୋଚନା ଚକ୍ରକୁ ଅର୍ଥ ଓ ଅବକାରୀ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ଉଦ୍ଘାଟନ କରି ଫକୀରମୋହନଙ୍କୁ ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର ଭାବରେ ଅଭିହିତ କରିଥ#ଲୋ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ମଧ୍ୟ ବକ୍ତବ୍ୟ ରଖ#ଥ#ଲୋ ଦୁଇଟି ପର୍ଯ୍ୟାୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥ#ବାବେଳେ ବ୍ୟାସକବିଙ୍କ ରଚନାବଳୀର ବିଭିନ୍ନ ଦିଗ ଉପରେ ବକ୍ତାମାନେ ଆଲୋପାତ କରିଥ#ଲୋ ପ୍ରଥମ ପର୍ଯ୍ୟାୟରେ ଦେବେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରିଥ#ବାବେଳେ କୃଷ୍ଣଚନ୍ଦ୍ର ପ୍ରଧାନ “ଫକୀରମୋହନଙ୍କ କବିତା’, ଗୌରାଙ୍ଗ ଚରଣ ଦାଶ “ଫକୀରମୋହନଙ୍କ ପ୍ରବନ୍ଧ ଓ ରମ୍ୟରଚନା’, ଲଲାଟେନ୍ଦୁ ଦାସମହାପାତ୍ର “ଫକୀରମୋହନଙ୍କ ଇତିହାସବୋଧ’ ଓ ସଂଚିତା ମହାନ୍ତି “ଫକୀର ମୋହନଙ୍କ ଭ୍ରମଣ ବୃତ୍ତାନ୍ତ ଉପରେ ଆଲୋଚନା କରିଥ#ଲୋ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଫେସର ହିମାଂଶୁ ଶେଖର ମହାପାତ୍ର ଅଧ୍ୟକ୍ଷତା କରିଥ#ବାବେଳେ ଡ. ହାଲଦାର “ଫକୀରମୋହନଙ୍କ ଉପନ୍ୟାସରେ ଉତ୍ତର ଉପନିବେଶବାଦୀ ଚେତନା’, ସନ୍ତୋଷ କୁମାର ରଥ “ଫକୀରମୋହନଙ୍କ ସାହିତ୍ୟରେ ବାମାବାଦୀ ଚେତନା’ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖ#ଥ#ଲୋ ଦାଶ ଫାଉଣ୍ଡେସନ୍, ଆମେରିକାର ସଭାପତି ଡ. ଶୀତିକ= ଦାଶ ମଧ୍ୟ ବକ୍ତବ୍ୟ ରଖ#ଥ#ଲୋ
ସକାଳେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖସ୍ଥ ବ୍ୟାସକବି ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥ#ଲାା ଅର୍ଥ, ଅବକାରୀ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶଶିଭୂଷଣ ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ବ୍ୟାସକବି ଫକୀରମୋହନ ସ୍ମ&ୃତି ସଂସଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଡ. କିଶୋର କୁମାର ବାସା, ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର, ଅଧ୍ୟାପିକା ବିଷ୍ଣୁପ୍ରିୟା ଓତା, ଅଦେ୍ୱðତ କୁମାର ପାତ୍ରଙ୍କ ସମେତ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ଶ୍ରୀ ନାୟକ ପ୍ରମୁଖ ପୁଷ୍ପାର୍ଘ୍ୟ ଅର୍ପଣ କରିଥ#ଲୋ

Share in top social networks!
Powered By Indic IME