କାଳଞ୍ଜି ସମାଜର ସ୍ନେହ ମିଳନ

IMG-20180114-WA0015ସୁରତ ପାଣ୍ଡେସରା କମ୍ୟୁନିଟୀ ହଲ ଠାରେ ସୁରତରେ ବସବାସ କରୁଥିବା କାଳଞ୍ଜି ସମାଜ ପଖ୍ୟରୁ ଆଜି ମକର ସଂକ୍ରାନ୍ତି ଅବସରରେ ଏକ ସ୍ନେହ ମିଳନଥ ଆୟୋଜିତ ହୋଇଥିଲା,ଏହି କାଯ୍ୟକ୍ରମରେ ସୋରଡା ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ବାଈଁ ମୂଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ,ଶ୍ରୀ ଅଭିମନ୍ୟୁ ଜେନା ଙ୍କ ସଭାପତିତ୍ବରେ ଏହି କାଯ୍ୟକ୍ରମରେ ପ୍ରତ୍ୟକ ବର୍ଷ ସୁରତ ଓ ଏହାର ଆଖପାଖରେ ବସବାପ କରୁଥିବା ଶତାଧିକ କାଳଞ୍ଜି ସମାଜର ଲୋକ ଯୋଗ ଦେଇଥାନ୍ତି,ଓଡିଶା ରୁ ହଜାର କିମି ଦୁରରୁ ଆସି ବସବାସ ନିଜ ସମାଜର ବିଧବା ମହିଳା ଙ୍କୁ ଥଇଥାନ,ଗରିବ ପିଲାଙ୍କୁ ପାଠ ପଢିବା,ନିଜନିଜ ମଧ୍ୟରେ ଭାଇଚାରା ବଜାୟ ରଖିବାକୁ ପ୍ରତ୍ୟକ ବର୍ଷ ଏକାଠି ହୋଇଥାନ୍ତି,

Share in top social networks!
Powered By Indic IME