ଶିଶିର ସରସର ଦଶମ ସନ୍ଧ୍ୟା; ଏଯାବତ୍ ୯ କୋଟିି ୬୩ ଲକ୍ଷରୁ ଊ–ର୍ ଟଙ୍କାର ବ୍ୟବସାୟ

ସ୍ଥାନୀୟୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ “ଶିଶିର ସରସ’ର ଦଶମ ସନ୍ଧ୍ୟାରେ ଏକ ଭିନ୍ନ ସ୍ୱାଦର ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥ#ଲାା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥ#ବା ରୁର୍ବାନ୍ ମିଶନ ଅନୁକୂଲ୍ୟରେ ଗ୍ରାମୀଣ ଭାରତର ସାମାଜିକ ଏବଂ ସାଂସ୍କୃତିକ ବିକାଶର ଚିତ୍ରକୁ ଜାଭିୟର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ରୁରାଲ୍ ମ୍ୟାନେଜ୍ମେଣ୍ଟର ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଂଗୀତ ମାଧ୍ୟମରେ ପରିବେଷଣ କରି ଦର୍ଶକମାନଙ୍କ ଭରପୂର ମନୋରଞ୍ଜନ କରିଥ#ଲୋ
ଜାତିସଂଘ ଦ୍ୱାରା ସାମାଜିକ ସୁରକ୍ଷା ନିମନ୍ତେ ଧାର୍ଯ୍ୟ କରାଯାଇଥ#ବା ଦାରିଦ୍ର୍ୟ ଦୂରୀକରଣ, କ୍ଷୁଧାମୁକ୍ତି, ସ୍ୱାସ୍ଥ୍ୟରକ୍ଷା, ଲିଙ୍ଗଗତ ସାମ୍ୟ, ସ୍ୱଚ୍ଛତା ଏବଂ ପରିମଳ, ଜଳବାୟୁ ସୁରକ୍ଷା, ଶାନ୍ତି ଏବଂ ନ୍ୟାୟ ଆଦି ୧୯ଟି ବିକାଶର ଲକ୍ଷ୍ୟକୁ ଆଧାର କରି ଜାଭିୟର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ରୁରାଲ୍ ମ୍ୟାନେଜ୍ମେଣ୍ଟର ଛାତ୍ରଛାତ୍ରୀମାନେ ନୃତ୍ୟସଂଗୀତ, କ୍ଷୁଦ୍ର ନାଟକ ଆଦି ପରିବେଷଣ କରିଥ#ଲୋ ପରେ ପରେ ଗ୍ରାମୀଣ ମହିଳାମାନଙ୍କୁ ସ୍ୱାସ୍ଥ୍ୟରକ୍ଷାର ଗୁରୁତ୍ୱ ଉପରେ ସଚେତନ କରିବା ନିମନ୍ତେ ଏରୋବିକ୍ସ ପ୍ରଦର୍ଶନ କରାଯାଇଥ#ଲାା ଶେଷରେ “ସୁର୍ ଭାଇବ୍ରେସନ୍’ ସଂଗୀତ ଅନୁଷ୍ଠାନ ତରଫରୁ ଜୟଶ୍ରୀ ଧଳ ଏବଂ ସାଥୀ କଳାକାରମାନେ ପଲ୍ଲୀଗୀତ ଏବଂ ଲୋକଗୀତ ମାଧ୍ୟମରେ ୧୪ଟି କ୍ଲଷ୍ଟରରେ ଅନୁଷ୍ଠିତ ହେଉଥ#ବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସଂଗୀତ ପରିବେଷଣ କରିଥ#ଲୋ ମୁଖ୍ୟତଃ ଗ୍ରାମୀଣ ଭାରତର ବିକାଶ, ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଅଭିବୃଦ୍ଧି ନିମନ୍ତେ ସଚେତନତା ସୃଷ୍ଟିର ଆଭିମୁଖ୍ୟକୁ ପ୍ରଦର୍ଶନ କରିବା ଥ#ଲା ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟା
ଏହି ସାଂସ୍କୃତିକ ସନ୍ଧ୍ୟାରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଏସ୍. ଆର୍. ପ୍ରଧାନ, ରୁର୍ବାନ୍ ମିଶନର ନୋଡାଲ ଅଫିସର ତଥା ଯୁଗ୍ମସଚିବ ସ୍ୱୟଂପ୍ରଭା ମହାନ୍ତି, ସୂଚନା ଅଧ#କାରୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥ#ଲୋ ଏହା ପରେ ବ୍ୟଙ୍ଗକବି ଜ୍ଞାନ ହୋତା ଓ ସାଥୀମାନଙ୍କ ଦ୍ୱାରା ହାସ୍ୟରସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ରିୟଲିଟି ସୋ କଳାକାରମାନଙ୍କ ଦ୍ୱାରା ଆଧୁନିକ ନୃତ୍ୟ ପରିବେଷିତ ହୋଇଥ#ଲାା
୧୩ ତାରିଖ ସୁଦ୍ଧା ୯ ଦିନରେ ୯ କୋଟିି ୬୩ ଲକ୍ଷ ୭୬ ହଜାର ୨୪୦ ଟଙ୍କାର ବ୍ୟବସାୟ
ହୋଇଛିା ଆଜି ରବିବାର ଥ#ବାରୁ “ଶିଶର ସରସ’ ପରିସରରେ ପ୍ରବଳ ଜନଗହଳି ପରିଲକ୍ଷିତ
ହୋଇଥ#ଲାା ଆସନ୍ତକାଲି ମେଳା ଉଦ୍ଯାପନ ହେବାକୁ ଥ#ବାବେଳେ ଏହି ଦିନ ଅଧ#କ ବ୍ୟବସାୟ ହେବ ବୋଲି ଓର୍ମାସ୍ ତରଫରୁ ଆଶା ବ୍ୟକ୍ତ କରାଯାଇଛିା

Share in top social networks!
Powered By Indic IME