ଜାନୁଆରୀ ୧୫ରୁ ଆରମ୍ଭ ହେବ ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା

ରାଜ୍ୟ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ “ବୟନିକା’ ଦ୍ୱାରା ଜାନୁଆରୀ ୧୫ ତାରିଖରୁ ସ୍ଥାନୀୟୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ହସ୍ତତନ୍ତ ବସ୍ତ୍ରର ମେଗା ପ୍ରଦର୍ଶନୀ-“ପଞ୍ଚଦଶ ଜାତୀୟ ହସ୍ତତନ୍ତ ମେଳା’ା ଓଡ଼ିଶା ସମେତ ୨୨ଟି ରାଜ୍ୟର ୨୦୦ରୁ ଊ–ର୍ ବୁଣାକାର ଏହି ମେଳାରେ ଅଂଶଗ୍ରହଣ କରିବୋ ମେଳାରେ ସମୁଦାୟ ୧୫୦ଟି ଷ୍ଟଲ ଖୋଲିବା ଏହି ମେଳା ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବା ପନ୍ଦର ତାରିଖ ସନ୍ଧ୍ୟାରେ ଓଡ଼ିଶାର ରାଜ୍ୟପାଳ ଡ. ଏସ୍.ସି. ଜମିର୍ ଏହି ମେଳାକୁ ଉଦ୍ଘାଟନ କରିବୋ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା ଅତିଥ# ଭାବେ ଯୋଗଦେବୋ
ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ଏହି ମେଳା ପରିଦର୍ଶନ କରିବା ସହ ୧୫ କୋଟି ଟଙ୍କାର ବ୍ୟବସାୟ ଆଶା କରାଯାଏ ବୋଲି ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର ସୂଚନା ଦେଇଛନ୍ତିା

Share in top social networks!
Powered By Indic IME