ଲୋହରି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

H2018011237169
ଲୋହରି ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି “ପବିତ୍ର ଲୋହରି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଏହି ସ୍ଵତନ୍ତ୍ର ଉତ୍ସବ ଆମ ସମାଜରେ ଖୁସି ଏବଂ ସମୃଦ୍ଧି ଭରି ଦେଉ ବୋଲି ମୁଁ ପ୍ରାର୍ଥନା କରୁଛି” ।

Share in top social networks!
Powered By Indic IME