ବିଶ୍ୱସ୍ତରୀୟ କମ୍ପାନୀଙ୍କ ଦକ୍ଷତାବିକାଶଉପକ୍ରମସଂକ୍ରାନ୍ତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାବ ବିନିମୟ

Shri Dharmendra Pradhan holds interactive meet with global companies on skill initiatives
କେନ୍ଦ୍ରପେଟ୍ରୋଲିୟମ, ପ୍ରାକୃତିକଗ୍ୟାସଏବଂ ଦକ୍ଷତାବିକାଶ ଓ ଉଦ୍ୟୋଗମନ୍ତ୍ରୀଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିଭୁବନେଶ୍ୱରରେ ୨୨ତମ ବିଶୋଧନ ପ୍ରଯୁକ୍ତିବିଦ୍ୟାଏବଂପେଟ୍ରୋକେମିକାଲ ସମ୍ମିଳନୀ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମହାତକୁନେଇ ଦକ୍ଷତାବିକାଶ ପ୍ରତିÂାନ, ଓଡ଼ିଶାରେ ଦକ୍ଷତାବିକାଶତାଲିମ ଦେଉଥିବା ଅନୁÂାନ, ହିଟାଚିଜୋସେନ ଇଣ୍ଡିଆଓଭିଟିଲିଃ, ମିତ୍ସୁବିଶିହେଭିଇଣ୍ଡଷ୍ଟ୍ରିଜଇଣ୍ଡିଆ ପ୍ରା. ଲିଃ, ଟୟୋଇଞ୍ଜିନିୟରିଂଇଣ୍ଡିଆ ପ୍ରା. ଲିଃଭଳିଜାପାନୀକମ୍ପାନିଏବଂଡୁପଂଟ, ଏକ୍ସୋନମୋବିଲ, ହଲଡରଟୋପସୁ, ୟୁଓପି ଆଦି ବିଶ୍ୱରଖ୍ୟାତନାମାତୈଳ ଓ ଗ୍ୟାସକମ୍ପାନୀର ପ୍ରତିନିଧିଙ୍କୁଗୋଟିଏଟେବୁଲରେଏକାଠିକରିଥିଲେ ।ଏହିଭାବବିନିମୟ ଆଧାରିତ ସମ୍ମିଳନୀରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତିସୁଯୋଗ ଦେବାଉଦେ୍ଧଶ୍ୟରେରାଜ୍ୟର ପ୍ରମୁଖବୈଷୟିକ ଅନୁÂାନମାନଙ୍କସହଆନ୍ତର୍ଜାତିକସଂସ୍ଥାନରସହବନ୍ଧନ ହାସଲଲକ୍ଷ୍ୟରଖାଯାଇଥିଲା ।

ଶ୍ରୀ ପ୍ରଧାନ କହିଲେ, ରାଜ୍ୟର ପ୍ରମୁଖଶୈକ୍ଷିକ ଅନୁÂାନ, ଘରୋଇଶିକ୍ଷାନୁÂାନ ଏବଂସିପେଟ, ସେଂଟ୍ରାଲଟୁଲରୁମଭଳିବିଶ୍ୱସ୍ତରୀୟତାଲିମ ପ୍ରତିÂାନ ଦ୍ୱାରାଓଡ଼ିଶା ଦକ୍ଷତା ଓ ଜ୍ଞାନ କୈନ୍ଦ୍ରିକହବ୍ଭାବେ ପରିଗଣିତହେବା ପାଇଁସକରାତ୍ମକ ପରିବେଶ ଉପଲବ୍ଧ ରହିଛି ।ଏହା ଆମରମାନବସମ୍ବଳ ପୁଞ୍ଜିକୁସାମଗ୍ରିକଭାବେବିକଶିତକରାଇବାରେନେଟୱର୍କିଂସୁଯୋଗସୃଷ୍ଟିକରିବ ।ଲୋକଙ୍କ ଦକ୍ଷତା ପ୍ରଯୁକ୍ତିବିଦ୍ୟାସହିତଖାପଖୁଆଇ ପାରିବା ଦିଗରେ ଆମେ ନିଶ୍ଚିତ ହେବା ଦରକାରବୋଲିସେକହିଥିଲେ ।

ଅତିଥି ଭାବେଯୋଗ ଦେଇଥିବାଜାପାନ ରାଷ୍ଟ୍ରଦୂତଶ୍ରୀକେନ୍ଜିହୀରାମାତସୁକହିଲେ, ଜାପାନରବ୍ୟବସାୟିକକ୍ଷେତ୍ରସହଯୋଗରେଓଡ଼ିଶାରେଜ୍ଞାନ ଏବଂ ଦକ୍ଷତାଭିତିକଶିଳ୍ପବିକଶିତକରାଇବାରଭରପୁରସୁଯୋଗରହିଛି ।

ଭାରତସରକାଣଙ୍କ ଦକ୍ଷତାବିକାଶ ଅଭିଯାନ ଅନୁଯାୟୀ ଦକ୍ଷତାବିକାଶହାଇଡ୍ରୋକାର୍ବନ କ୍ଷେତ୍ରରେ ପ୍ରମୁଖତାହାସଲକରିଛି ।ଭାରତରେହାଇଡ୍ରୋକାର୍ବନ କ୍ଷେତ୍ରର ଦ୍ରୁତ ଅଭୁ୍ୟଦୟ ଘଟିଛି ।ଏହିକ୍ଷେତ୍ରଏବଂଏହାର ଦ୍ରୁତ ଅଭିବୃଦ୍ଧିଭାରତୀୟ ଅର୍ଥନୀତିରେଜିଡିପିଏବଂଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିସୁଯୋଗ ଆଧାରରେମହତ୍ୱପୂର୍ଣ୍ଣଯୋଗଦାନ ରଖିଛି ।ବ୍ୟାବସାୟିକକାର୍ଯ୍ୟଧାରା ପାଇଁ ପର୍ଯ୍ୟାପ୍ତ କୁଶଳୀବୃତିଧାରୀଙ୍କଉପସ୍ଥିତିଏବଂଏଭଳିବୃତିଧାରୀଙ୍କୁ ଆକର୍ଷିତକରିବାତାଲିମଦେବା ଓ ପୁନଃତାଲିମ ପ୍ରଦାନ ଏବେ ଅନେକଗୁରୁତ୍ୱବହନ କରୁଛି ।
ପେଟ୍ରୋଲିୟମ ଓ ପ୍ରାକୃତିକଗ୍ୟାସମନ୍ତ୍ରଣାଳୟ ଦ୍ୱାରାଓଡ଼ିଶାରେ ଅଗ୍ରଣୀଉପକ୍ରମକୁବିଚାରକୁନେଇ, ‘ପୂର୍ବଭାରତରଶକ୍ତି ପ୍ରବେଶପଥ’ ପାଇଁଏହାକୁଉପସ୍ଥାପିତକରାଇ, ଏହି ଅଂଚଳରେ ପ୍ରଗତି ଓ ସମୃଦ୍ଧି ପାଇଁଏହାଗୁରୁତ୍ୱପୂର୍ଣ୍ଣ ।ଏହିମର୍ମରେ ପାରାଦୀପରେପେଟ୍ରୋଲିୟମ, କେମିକାଲ୍ସ, ପେଟ୍ରୋକେମିକାଲ୍ସ ପୁଞ୍ଜିନିବେଶକ୍ଷେତ୍ର (ପିସିପିଆଇଆର) ହାଇଡ୍ରୋକାର୍ବନ ଶିଳ୍ପ ତଥା ଅନ୍ୟାନ୍ୟଉପକ୍ଷେତ୍ର ପାଇଁବିବିଧ କୁଶଳୀବୃତିଧାରୀ ଆବାଶ୍ୟକକରୁଛି ।

ଭାରତସରକାରଙ୍କ ଯୁଗ୍ମସଚିବ (ଦକ୍ଷତା) ଶ୍ରୀରାଜେଶ ଅଗ୍ରୱାଲଏହି ଅବସରରେକହିଲେ, ନେଟୱର୍କିଂ ନିଯୁକ୍ତିଦାତାଏବଂ ଦକ୍ଷତା ପ୍ରତିପାଦନ ପାଇଁବ୍ୟକ୍ତିବିଶେଷଙ୍କୁସକରାତ୍ମକଭାବବିନିମୟ ପାଇଁସହାୟତହେବ । ଉପଯୁକ୍ତସ୍ଥାନରେ ଉପଯୁକ୍ତ ଦକ୍ଷ ତାଲିମାଧାରୀଙ୍କଯୋଗଦାନ ଉପôାଦନ ବୃଦ୍ଧିକରାଇବବୋଲିସେମତ ଦେଇଥିଲେ ।

ଆଇଆଇଟି, ସ୍କିଲଡେଭଲପମେଂଟଇନଷ୍ଟିଚୁ୍ୟଟ, ସିପେଟ, ସିଭିରମଣଇଞ୍ଜିନିୟରିଂକଲେଜ, ଶିକ୍ଷା ଓ ଅନୁସନ୍ଧାନ, କଳିଙ୍ଗଇନଷ୍ଟିଚୁ୍ୟଟ ଅଫ ଇଣ୍ଡଷ୍ଟ୍ରିଆଲଟେକ୍ନୋଲୋଜିଏବଂକଳିଙ୍ଗଇନଷ୍ଟିଚୁ୍ୟଟ ଅଫସୋସିଆଲସାଇନ୍ସ, ସେଂଟ୍ରାଲଟୁଲରୁମ, ସେଂଚୁରିଅନ ୟୁନିଭର୍ସିଟିଏବଂଶ୍ରୀଶ୍ରୀୟୁନିଭର୍ସିଟିଭଳିରାଜ୍ୟର ପ୍ରମୁଖ ଦକ୍ଷତିବିକାଶ ପ୍ରତିÂାନ ପ୍ରତିନିଧିମାନେ ଏହିଭାବବିନିମୟକାର୍ଯ୍ୟକ୍ରମରେସାମିଲହୋଇଥିଲେ ।

ନୀତି ନିର୍ଦ୍ଧାରଣ, ନିଯୁକ୍ତିହାରବଢ଼ାଇବାଲାଗିଶିଳ୍ପସଂସ୍ଥାଙ୍କସହବୁଝାମଣାପତ୍ର, ଆଂଚଳ-ଉପଯୋଗୀ ଦକ୍ଷତାବୃଦ୍ଧିକୁପ୍ରୋତ୍ସାହନ ଏବଂଶିଳ୍ପ ଆବଶ୍ୟକତା ଅନୁଯାୟୀଭାରତ ଓ ବିଶ୍ୱସ୍ତରରେ ଦକ୍ଷତା ନିର୍ଦ୍ଧାରଣ ଆଦି ଉପଯୋଗୀ ପ୍ରସଙ୍ଗରେଏହିଭାବବିନିମୟସହାୟକହୋଇଛି ।

Share in top social networks!
Powered By Indic IME