ଭୁବନେଶ୍ୱର ସହରର ଶହୀଦନଗର ସ୍ଥିତ ଜନପଥରେ ‘ମୋହେ’ର ପ୍ରଥମ ଷ୍ଟୋରକୁ ଉଦ୍ଘାଟନ କଲେ ବଲିଉଡ଼୍ର ଖ୍ୟାତନାମା ଅଭିନେତ୍ରୀ କରିସ୍ମା କପୁର

Bollywood Actress Karishma Kapoor inaugurates Manyavar Mohey store in Bhubaneswar (4)‘ମାନ୍ୟବର’ ର ଏକ ଅଂଶଭାବେ ‘ମୋହେ’ ନାରୀମାନଙ୍କର ପାରମ୍ପରିକ ବେଶଭୂଷାକୁ ପରିଭାଷିତ କରୁଛି । ପ୍ରତିÂିତ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅନୁଭୂତି ଦ୍ୱାରା ଏହାର ହାର୍ଦ୍ଧିକତା ଏକତ୍ରୀକରଣ ଏବଂ ଉତ୍ସବର ବାତାବରଣ ଦ୍ରୂତଗତିରେ ବୃଦ୍ଧି ପାଉଛି । ବର୍ତମାନ ଏହା ବିଶ୍ୱରେ ଏହାର ୫୫ତମ ଷ୍ଟୋରରୂପେ ସାଂସ୍କୃତିକ ଓ ଐତିହ୍ୟର ସହର ଭୁବନେଶ୍ୱରର ପ୍ରଥମ ଷ୍ଟୋର ଆଜି ଆନୁÂାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଦଶନ୍ଧି ପୂର୍ବେ ମାନ୍ୟବର ପୁରୁଷମାନଙ୍କ ପାରମ୍ପରିକ ପୋଷାକ ଏବଂ ଫ୍ୟାଶନ କ୍ଷେତ୍ରରେ ନୂତନ ଉଦ୍ଭାବନ କରିଥିଲା । ବର୍ତମାନ ଫ୍ୟାଶନ କ୍ଷେତ୍ରରେ ମାନ୍ୟବର ସମଗ୍ର ଭାରତରେ ଏକ ଅଗ୍ରଣୀ ବ୍ରାଣ୍ଡରୂପେ ବେଶ୍ ପରିଚିତ ।
ପ୍ରାୟ୧୧ ହଜାର ବର୍ଗଫୁଟ ପରିବ୍ୟାପ୍ତ ଭୁବନେଶ୍ୱରସ୍ଥିତ ଜନପଥ ଷ୍ଟୋରରେ‘ମାନ୍ୟବର ମୋହେ’ ଲେହେଙ୍ଗା, ଗାଉନ, ଶାଢୀ ଓ ସୁଟ୍ର ବଛାବଛା ସମ୍ଭାର ସହ ବିଭିନ୍ନ ମନଲୋଭା ପରିପାଟ୍ଟୀ ପ୍ରଦାନ କରୁଅଛି । ମାନ୍ୟବର ବ୍ରାଣ୍ଡରେ ଉଦ୍ଭାସିତ ଏହିଷ୍ଟୋରରେ ଥିବା ରାଜକୀୟ ଶେରୱାନି, ଋଚିପୂର୍ଣ୍ଣକୁର୍ତା, ସୌଖିନ ଭାରତୀୟ ତଥା ପାଶ୍ଚାତ୍ୟ ବସ୍ତ୍ରଏବଂ ଅନ୍ୟାନ୍ୟ ଉପକରଣ ଗ୍ରାହକମାନଙ୍କ ଦୃଷ୍ଟି ଆକର୍ଷଣ କରୁଅଛି । ପ୍ରତ୍ୟେକ କନ୍ସେପ୍ଟ, ବସ୍ତ୍ର, ରଙ୍ଗ, କଟିଂ, ସିଲାଇ ଓ ପରିସଂସ୍ଥାନ ଏହାକୁ ଏକ ଅନନ୍ୟ ରୂପ ପ୍ରଦାନ କରିବା ସହ ଗ୍ରାହକମାନଙ୍କୁ ଷ୍ଟୋର ଭ୍ରମଣ ପାଇଁ ଆକର୍ଷିତ କରୁଅଛି ।
ଡିସେମ୍ବର ୨୦୧୮ ସୁଦ୍ଧା ବିଶ୍ୱବ୍ୟାପୀ ୧୦୦ ରୁ ଊଦ୍ଧ୍ୱର୍ ଷ୍ଟୋର ପ୍ରତିÂା ‘ମୋହେ’ର ରିଟେଲ ବ୍ୟବସାୟ ଯାତ୍ରାରେ ଅନ୍ୟ ଏକ ମାଇଲଖୁଂଟ ରୂପେ ଉଭା ହେବା ସହ ବର୍ତମାନ ସୁଦ୍ଧା ଏହା ୫୦ ରୁ ଊଦ୍ଧ୍ୱର୍ ଷ୍ଟୋରର ସ୍ଥାପନା କରିଅଛି । ପ୍ରାସଙ୍ଗିକ ଭାବେ ୧୬୦ ଟି ସହରଏବଂ ୫ଟି ଦେଶରେ ମାନ୍ୟବର ୪୫୦ ରୁ ଊଦ୍ଧ୍ୱର୍ ଷ୍ଟୋରର ପରିଚାଳନା କରୁଛି ।
ମାନ୍ୟବର ‘ମୋହେ’ର ଏହି ଷ୍ଟୋର ଉଦ୍ଘାଟନୀ ସମାରୋହରେ ନିଜର ଖୁସି ବ୍ୟକ୍ତ କରି ବଲିଉଡ଼୍ ଦୀଭା କରିସ୍ମା କପୁର କହିଛନ୍ତି ଯେ, ମୋହେ ଏହାର ଅନନ୍ୟ ସମ୍ଭାର ସହ ପାରମ୍ପରିକ ମାତ୍ର ଯୁବଗୋÂୀଙ୍କ ମନକୁ ଛୁଇଁବା ପରି ରୁଚିପୂର୍ଣ୍ଣ ଏବଂ ବିଭିନ୍ନ ଆକର୍ଷଣୀୟ ରଙ୍ଗ ତଥା ଡିଜାଇନ୍ର ସମ୍ଭାର ଆପଣଙ୍କୁ ପ୍ରଦାନ କରୁଛି । ବାସ୍ତବରେ ମୁଁ ଏହାର ଦୃଷ୍ଟିକୋଣ ସହ ଜଡ଼ିତ । ମୁଁ ଜାଣେ, ମୁଁ ନିଜ ପାଇଁ ବିଭିନ ୍ନଡିଜାଇନ୍ର ପରିପାଟ୍ଟୀ ଏହିଠାର ହିଁ କ୍ରୟ କରିବି ।
ବିଭିନ୍ନ ସହର ଓ ଦେଶର ମହିଳାମାନେ ସେମାନଙ୍କର ଫ୍ୟାଶନ ଓ ଜୀବନଶୈଳୀରେ ‘ମୋହେ’ କୁସ୍ଥାନ ଦେବା ଏକ ପ୍ରଂଶସାପୂର୍ଣ୍ଣ ପଦକ୍ଷେପ ବୋଲି ବେଦାନ୍ତ ଫ୍ୟାଶନ (ମୋହେ ର ପୈତୃକସଂସ୍ଥା) ର ନିଦେ୍ର୍ଧଶିକା ଶ୍ରୀମତୀ ଶିଳ୍ପୀ ମୋଦୀ କହିଛନ୍ତି । ପରିସଂଖ୍ୟାନ ହିଁ କେବଳ ଏହାକୁ ପ୍ରତିଫଳନ କରୁଛି । କିନ୍ତୁ ଆମର ଯାତ୍ରା ବର୍ତମାନ ଆରମ୍ଭ ହୋଇଛିା
‘ମୋହେ’ ଭାରତ ତଥା ବିଦେଶର ମହିଳାମାନଙ୍କ ସହିତ ଏକ ନୂତନ ସମ୍ପର୍କ ପ୍ରତିÂା କରୁଥିବାବେଳେ ମାନ୍ୟବରଠାରୁ ସୃଷ୍ଟ ଆରାମଦାୟକ ମୂଲ୍ୟ ଏହାର ସଙ୍କଳ୍ପକୁ ବଜାୟ ରଖୁଛି ।
ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ସୁଶ୍ରୀ କରିସ୍ମା କପୁରଙ୍କ ସମେତ ମାନ୍ୟବରର ଜେନେରାଲ ମ୍ୟାନେଜର ଶ୍ରୀ ବିନୋଦ ପାରେଖ, ଫ୍ରାଂଚାଇଜ୍ ମାଲିକ ଶ୍ରୀ ଯୁଗଲ ଅଗ୍ରୱାଲ ଏବଂ ମାନ୍ୟବର ମୋହେ କମ୍ପାନୀର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME