୧୧ ତାରିଖରେ ସ୍ୱତନ୍ତ୍ର “ସଂସ୍କୃତି ଚର୍ଚ୍ଚା’ ବକ୍ତବ୍ୟ ରଖ#ବେ ପ୍ରଫେସର ଭାରତବିଦ୍ୟା ବିଶାରଦ ହର୍ମାନ୍ କୁଲ୍କେ

ଜାତୀୟ ଅଭିଲେଖାଗାର ତଥା ଓଡ଼ିଶା ରାଜ୍ୟ ଅଭିଲେଖାଗାରର ମିଳିତ ଆନୁକୂଲ୍ୟରେ ୧୧ ତାରିଖ
ସନ୍ଧ୍ୟା ୬ଟାରେ ସ୍ୱତନ୍ତ୍ର ସଂସ୍କୃତି ଚର୍ଚ୍ଚା ଅନୁଷ୍ଠିତ ହେବା ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ
ପକ୍ଷରୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ହେବାକୁ ଥ#ବା ଏହି ଚର୍ଚ୍ଚାରେ ଜର୍ମାନ୍ର କେଲ୍
ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଭାରତବିଦ୍ୟା ବିଶାରଦ ହର୍ମାନ୍ କୁଲ୍କେ ବକ୍ତବ୍ୟ ରଖ#ବୋ “ଗଡ଼ଜାତ
ରାଜ୍ୟର ଜନଜାତିଙ୍କ ଦେବଦେବୀ:ଓଡ଼ିଶାର ଦେଶୀୟ ରାଜା ସେମାନଙ୍କ ଇଷ୍ଟଦେବଦେବୀ’ ଶୀର୍ଷକ ପ୍ରସଙ୍ଗ
ଉପରେ ପ୍ରଫେସର କୁଲ୍କେ ଆଲୋକପାତ କରିବୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ
ପାଣିଗ୍ରାହୀ ଅତିଥ# ଭାବରେ ଯୋଗଦେଉଥ#ବାବେଳେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ
ପୌରୋହିତ୍ୟ କରିବୋ ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଫେସର କୁଲ୍କେ ଶ୍ରୀଜଗନ୍ନାଥ ସଂସ୍କୃତି ଓ
ଜନଜାତିଙ୍କ ବିଭିନ୍ନ ସ୍ୱାତନ୍ତ୍ର୍ୟ ଉପରେ ପ୍ରଭାବଶାଳୀ ଗବେଷଣା କରିଛନ୍ତିା ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ
କରାଯାଇଛିା ସଂସ୍କୃତିପ୍ରେମୀ ବନ୍ଧୁଗଣ ବହୁସଂଖ୍ୟାରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛିା

Share in top social networks!
Powered By Indic IME