ଆଖୁଚାଷୀଙ୍କ ବକେୟା ଅର୍ଥ ପାଇଁ ବରଗଡ଼ ଚିନି କାରଖାନାକୁ ୨.୧୯ କୋଟି ଟଙ୍କା ପ୍ରଦାନ

ବରଗଡ଼ ସମବାୟ ଚିନି କାରଖାନାକୁ ଆଖୁ ଯୋଗାଇଥ#ବା ଚାଷୀମାନଙ୍କ ବକେୟା ପ୍ରାପ୍ୟ ବାବଦକୁ ସମବାୟ ବିଭାଗ ଦ୍ୱାରା ୨ କୋଟି ୧୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛିା ସମବାୟ ବିଭାଗ ସୂତ୍ରରୁ ପ୍ରକାଶ ଯେ ଆଖୁ ପେଡ଼ା ଋତୁ ୨୦୧୬-୧୭ରେ ଏହି ସମବାୟ ଚିନି କାରଖାନାକୁ ଆଖୁ ବିକ୍ରୟ କରିଥ#ବା ଚାଷୀମାନଙ୍କ ପ୍ରାପ୍ୟ ଏହି ଅର୍ଥରୁ ଭରଣା କରାଯିବା

ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟି ମାଧ୍ୟମରେ ଆଖୁ ପେଡ଼ା ଋତୁ ୨୦୧୩-୧୪ରେ ବରଗଡ଼ ସମବାୟ ଚିନି କାରଖାନ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରୁ ଋଣ ଆଣିଥ#ଲାା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ଏହି ଖ#ଲାପି ଋଣ ଅର୍ଥ ଫେରାଇବା ପାଇଁ ମଧ୍ୟ ରାଜ୍ୟ ସମବାୟ ବିଭାଗ ୨ କୋଟି ୫ ଲକ୍ଷ ଟଙ୍କା ବରଗଡ଼ ସମବାୟ ଚିନି କାରଖାନାକୁ ପ୍ରଦାନ କରିଛି ବୋଲି ବିଭାଗ ସୂତ୍ରରୁ ପ୍ରକାଶା

Share in top social networks!