Lalchand ନୂଆ ଟେଲିଭିଜନ୍ ବିଜ୍ଞାପନର ଶୁଭାରମ୍ଭ

2018010820322400

ପୂର୍ବଭାରତର ସର୍ବବୃହତ ଅଳଙ୍କାର ପ୍ରତିÂାନ ଲାଲ୍ଚାନ୍ଦ୍ ଜୁଏଲର୍ସ ତା’ର ନୂଆ ଟେଲିଭିଜନ୍ ବିଜ୍ଞାପନର ଶୁଭାରମ୍ଭ କରିଛନ୍ତି । ଯେଉଁଥିରେ ଓଡ଼ିଶାର ପରମ୍ପରା ଓ ଓଡ଼ିଆ ନାରୀର ମହନୀୟତା ପ୍ରତିଫଳିତ ହୋଇଛି । ମୁମ୍ବାଇସ୍ଥିତ ସ୍ୱନାମଧନ୍ୟ ବିଜ୍ଞାପନ ଚଳଚ୍ଚିତ୍ର ନିଦେ୍ର୍ଧଶକ ଆନନ୍ଦ ଓବେରୟ ଏହାର ନିଦେ୍ର୍ଧଶନା ଦେଇଛନ୍ତି ।
ଏହି ବିଜ୍ଞାପନ ଓଡ଼ିଶାର ପରମ୍ପରା, ସଂସ୍କୃତିକୁ ନେଇ ପ୍ରସ୍ତୁତ କରାଯାଇଛି । ଲାଲ୍ଚାନ୍ଦ୍ ଜୁଏଲର୍ସ ସବୁବେଳେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପୃÂପୋଷକ । ଏହି ଚଳଚ୍ଚିତ୍ରଟି ଓଡ଼ିଆ ନାରୀ ମାନଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗୀକୃତ । ଜଣେ ସାଧାରଣ ମହିଳା କିଭଳି ଲାଲ୍ଚାନ୍ଦ୍ଙ୍କ ଅଳଙ୍କାର ପରିଧାନ କରି ନିଜକୁ ରାଣୀ ଭଳି ଅନୁଭବ କରୁଛନ୍ତି ସେହି ଭାବନା ଆଧାରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ।
ଲାଲ୍ଚାନ୍ଦ୍ର ଫାଉଣ୍ଡର୍ ଚେୟାର୍ମ୍ୟାନ୍ ଶ୍ରୀ ସଂଜୟ ହଂସ କହନ୍ତି – “ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଆମ ପାଇଁ ଅମୂଲ୍ୟ ସଂପଦ । ଯେଉଁଥିପାଇଁ ଲାଲ୍ଚାନ୍ଦ୍ ଆଜି ପୂର୍ବଭାରତର ବୃହତ୍ ଅଳଙ୍କାର ପ୍ରତିÂାନରେ ପରିଣତ ହୋଇଛି । ସେହି ଆସ୍ଥା ଓ ବିଶ୍ୱାସକୁ ପ୍ରତିଫଳିତ କରୁଛି ଆମର ନୂଆ ଟିଭି ବିଜ୍ଞାପନ ।’

Share in top social networks!
Powered By Indic IME