ବିଜେପୁରର ୨୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ବିଜେଡିରେ ମିଶିଲେ

1ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ବିଜେପି ନେତା ଭୀଷ୍ମଦେବ ସରାଫ୍‍ଙ୍କ ନେତୃତ୍ୱରେ ୨୦୦ରୁ ଊଦ୍ଧ୍ୱର୍ ବିଜେପି କର୍ମୀ ବିଜୁ ଜନତା ଦଳରେ ଆନୁÂାନିକ ଭାବେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସରପଞ୍ଚ ରାଜେଶ ସେଠ୍‍, ନିର୍ମଳ ପଟେଲ୍‍, ଦଶରଥ ପଟେଲ୍‍, ଦିବ୍ୟ କିଶୋର ବାଗ୍‍, ପର୍ଶୁରାଜ ପ୍ରଧାନ, ସଂଜୀତ ପଟେଲ୍‍, ଯଶକେତନ ବଗର୍ତ୍ତୀ, ସନ୍ତୋଷ ସାହୁ, ପବିତ୍ର ସାହୁ, ଶଙ୍କର ମଲ୍ଲିକ ପ୍ରମୁଖ ଅନ୍ତର୍ଭୁକ୍ତ ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଆଜିର ଏହି ଯୋଗଦାନ ଫଳରେ ବରଗଡ଼ ଜିଲ୍ଲାରେ ଦଳ ଆହୁରି ଶକ୍ତିଶାଳୀ ହେବ ଓ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ କର୍ମୀଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ । ନବୀନ ନିବାସରେ ଅନୁÂିତ ଏହି ମିଶ୍ରଣ ସମୟରେ ମନ୍ତ୍ରୀ ପ୍ରତ

Share in top social networks!
Powered By Indic IME