ଓଡିଶାରେ ୩୦୦ କୋଟିର ମାନୁଫାକ୍ଚରିଙ୍ଗ୍ ୟୁନିଟ୍ ସ୍ଥାପନ କରିବ ଆପୋଲୋ ହର୍ବାଲ୍ସ୍

• ପ୍ରଥମ ଓ ସ୍ୱତନ୍ତ୍ର ଆୟୁର୍ବେଦିକ ଏବଂ ଗାଈ ମୁତ ଆଧାରିତ ଉପôାଦ
• ପ୍ରଥମ ବର୍ଷରେ ୧୦୦ କୋଟିର ଆୟ ଆଶା କରୁଛି କମ୍ପାନୀ
WhatsApp Image 2017-12-16 at 2

ଆୟୁର୍ବେଦିକ ଉପôାଦମାନଙ୍କର ବର୍ଦ୍ଧିତ ଚାହିଦାକୁ ନଜରରେ ରଖି ଚେନ୍ନେଇ ସ୍ଥିତ ଆୟୁର୍ବେଦିକ େଓା÷ଷଧ (ହେଲ୍ଥ୍ କେୟାର୍) ଉପôାଦକ କମ୍ପାନୀ, ଆପୋଲୋ ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପୂର୍ବଓଡିଶା ବଜାରରେ ଗୁରୁତ୍ୱ ଦେବା ସହିତ ଓଡିଶାରେ ୩୦୦ କୋଟି ମୂଲ୍ୟର ଏକ ପ୍ରକଳ୍ପ ସ୍ଥାପନ କରିବାକୁ ଯାଉଛି । ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଯନ୍ତ୍ରପାତି ବିଶିଷ୍ଟ ଏହି ୟୁନିଟ୍ ଭୁବନେଶ୍ୱରର ୪୦ କିମି ରେଡିୟସ୍ ମଧ୍ୟରେ ସ୍ଥାପିତ ହେବ । ଏହି ସ୍ୱୟଂଚାଳିତ ୟୁନିଟ୍ ପ୍ରଥମ ଥର ପାଇଁ ଗାଈ ମୁତରୁ ପ୍ରସ୍ତୁତ୧୦୦ ପ୍ରତିଶତ ପ୍ରାକୃତିକ ଆୟୁର୍ବେଦିକ ଉପôାଦ ପ୍ରସ୍ତୁତ କରିବ ଯାହା ସମ୍ପୂର୍ଣ୍ଣ କେମିକାଲ୍ ମୁକ୍ତ । ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଶ୍ରୀଲଙ୍କା ଏବଂ ମାଲେସିଆରେ ଉପସ୍ଥିତ ଥିବା ଏହି କମ୍ପାନୀ ଓଡିଶାରେ ପ୍ରଥମ ବର୍ଷ ୧୦୦କୋଟିର ଆୟଆଶା ଆକଳନ କରିଛି । ଏହି ପ୍ରକଳ୍ପର ଆର୍କିଟେକ୍ଟ ତଥା ପରିଚାଳନା ନିଦେ୍ର୍ଧଶକ ଡାକ୍ତର ମାଘେଶ୍ୱର ରାଓ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଏହି ଉପôାଦମାନଙ୍କର ଉପଯୋଗୀତା ସମ୍ପର୍କରେ କହିଥିଲେ ।
ସାମ୍ବାଦିକଙ୍କୁ ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆପୋଲୋ ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିଦେ୍ର୍ଧଶକ ଡାକ୍ତର ମାଘେଶ୍ୱର ରାଓ କହିଥିଲେ, “ଆମେ ଗାଈମାନଙ୍କର ତାଜା ମୁତ୍ର ନେଇ ସେଥିରେ େଓା÷ଷଧ ମିଶାଇ ତାକୁ ବିଶୋଧନ କରିଥାଉ ଯାହା ଏଥିରେ ଥିବା େଓøଷଧୀୟ ଗୁଣକୁ ଅଧିକ ବଢାଇ ଦେଇଥାଏ । ଏହା ପିଲାମାନଙ୍କର ସ୍ୱାସ୍ଥ୍ୟ ଓ ମସ୍ତିଷ୍କର ବିକାଶ କରିବା ସହିତ ଖାଦ୍ୟ ହଜମ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ । ୧୨ ବର୍ଷର କଠିନ ଗବେଷଣା ପରେ ଆମେ େଓøଷଧମାନଙ୍କର ଏପରି ମିଶ୍ରଣ ପ୍ରସ୍ତୁତ କରିଛୁ ଯାହା କେନ୍ସର୍, ମୋଟାପଣ, ମଧୁମେହ ଓ ଉଚ୍ଚରକ୍ତଚାପର ପ୍ରାକୃତିକ ଉପଚାର କରିବ ।” ସେ ଆହୁରୀମଧ୍ୟ କହିଥିଲେ, ଆମେ ବହୁ ଗୋଶାଳାମାନଙ୍କ ସହିତ ଚୁକ୍ତି କରିଛୁ ଯାହା ତାଙ୍କୁ ଆତ୍ମନିଜୁକ୍ତି ଦେବା ସହିତ ଏହି କାରଖାନା ବହୁ ଲୋକଙ୍କ ପାଇଁ ବିଭିନ୍ନ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଏହାର ଉପôାଦମାନଙ୍କ ମଧ୍ୟରେ, ଏଆର୍କେ ଡି ଡାଇବେଟିସ୍ ଯେଉଁଥିରେ ମେଥିର ଗୁଣ ଓ ହାଇ ଫାଇବର୍ ରହିଛି ଯାହା ମଧୁମେହର ମାତ୍ରା କମାଇବାରେ ସହାୟକ ଅଟେ, ଜାମୁକୋଳି ଯହା ଦେହରେ ଥିବା ଅତ୍ୟଧିକ ଷ୍ଟାର୍ଚକୁ ସୁଗାର୍ରେ ପରିବର୍ତିତ ହେବାରୁ ରୋକିଥାଏ ତଥା କଲରା ଓ ଲିମ୍ବ ପରି େଓøଷଧୀ ରହିଛି । ସ୍ୱାସ୍ଥ୍ୟ ପାଇଂ ଏଆର୍କେରେ ତାନ୍ରିକାଇ, ଅଧିମଦୁରମ୍, ନେଲ୍ଲିକାଇ, କଦୁକାଇ, ତୁଳସୀ ଏବଂ ଅଶବଗନ୍ଧା ପରି ଔଷଧୀ ରହିଛି ଯାହା ଉଚ୍ଚରକ୍ତଚାପ କମାଇବା ସହିତ ଲିଭରକୁ ସୁସ୍ଥ ରଖିବା ସହିତ ଖାଦ୍ୟ ହଜମଶକ୍ତି ବଢାଇଥାଏ । ଏଥିରେ ଆଣ୍ଟିଏଜିଙ୍ଗ୍ ପ୍ରପର୍ଟି ରହିଛି ଯାହା ଓଜନ କମାଇବାରେ ସହାଯ୍ୟ ମଧ୍ୟ କରେ ।
ଓଜନ କମାଇବା ପାଇଁ ଏଆର୍କେ ଓ ପରି େଓøଷଧ ରହିଛି । ଏଥିରେ ଥିବା ଗାର୍ଚିନିଆ ପରି ଆକ୍ଟିଭ୍ ଇନ୍ଗ୍ରିଡିଏଣ୍ଟ ଯେଉଁଥିରେ ହ୍ରାଇଡ୍ରୋଜାଇସିଟ୍ରିକ୍ ଏସିଡ୍ ଅତ୍ୟଧିକ ଚର୍ବିକୁ ପା୍ରକୃତିକ ଭାବେ ଘଟାଇଥାଏ ଓ ଅନାବଶ୍ୟକ ଆବର୍ଜନାକୁ ଡିଟକ୍ସ କରିଥାଏ । ଗୁମାର ପତ୍ର, ଗୁଗାଲ, କଦଳି ଗଛର ଛାଲ ଯାହା ଅତ୍ୟଧିକ ମୋଟାପଣ କମାଇବାରେ ସହାୟକ ଅଟେ ।
ଏହା ବ୍ୟତୀତ ଆପୋଲୋ ହର୍ବାଲ୍ସ କିଛି ସୌନ୍ଦର୍ଯ୍ୟ ପ୍ରସାଧନ ଉପôାଦନ ଯଥା, କେଶ ଧର ହେୟାର୍ ଅଏଲ୍, କେଶ ହେୟାର୍ ବୁଷ୍ଟର୍, କେଶନିହାର ହେୟାରି ସ୍ପା, କୋୟଲା-ପ୍ରାକୃତିକ ମେହେନ୍ଦି ହେୟାର କଲର୍ ଏବଂ କାୟାସ୍କଲ୍ପ ଫେସ୍ ପ୍ୟାକ୍ ଓ ଫେସ୍ ୱାସ୍ ମଧ୍ୟ ପ୍ରସ୍ତୁତ କରୁଛି । ଏହି ସମସ୍ତ ଉପôାଦ ସମ୍ପୂର୍ଣ୍ଣ ରୂପେ ପା୍ରକୃତିକ ଅଟେ ।

Share in top social networks!