ସୁବ୍ରତ କୁମାର ଲେଙ୍କାଙ୍କୁ କଟକ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଏବଂ ରଶ୍ମୀରଂଜନ ପଲେଇ କଟକ ନଗର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭାବେ ମନୋନୀତ

କଟକ ନଗର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ସୁବ୍ରତ କୁମାର ଲେଙ୍କାଙ୍କୁ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଏବଂ ଶ୍ରୀ ରଶ୍ମୀରଂଜନ ପଲେଇ (ବାପୁନି)ଙ୍କୁ ନୂତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭାବେ କଟକ ଜିଲ୍ଲା ସଭାପତି ଶ୍ରୀ ଲକ୍ଷ୍ମୀଧର ପ୍ରଧାନ ମନୋନୀତ କରିଛନ୍ତି ବୋଲି ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀ ଦିଲୀପ ମହାନ୍ତି ସୁଚନା ଦେଇଛନ୍ତି ।

Share in top social networks!
Powered By Indic IME