ଜନ୍ମେଞ୍ଜୟଙ୍କୁ ଶ୍ରେÂ ମସ୍‍କୁଲାର ପୋଜର ଟ୍ରଫି

DSCN2768ଉତ୍ତରପ୍ରଦେଶର ଲକ୍ଷେ୍ମøଠାରେ ଶେଷ ହୋଇଥିବା ୩୩ତମ ଜାତୀୟ ଡାକ ସୁନ୍ଦରସ୍ୱାସ୍ଥ୍ୟ ଓ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁÂିତ ହୋଇଯାଇଛି । ଏଥିରେ ଓଡ଼ିଶାର ପ୍ରତିଯୋଗୀମାନେ ୬ଟି ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ସହ ମୋଟ ୭ଟି ପଦକ ହାସଲ କରିଥିବାବେଳେ ଜନ୍ମେଞ୍ଜୟ ମହାନ୍ତି ଲଗାତାର ସପ୍ତମ ଥର ପାଇଁ ଶ୍ରେÂ ମସ୍‍କୁଲାର ଓ ପୋଜର ଟ୍ରଫି ହାସଲ କରିଛନ୍ତି । ୯୪ କିଗ୍ରା ଭାରୋତ୍ତୋଳନରେ ବିଶ୍ୱଜିତ ପତିହାରୀ, ୫୫ କିଗ୍ରାରେ ପ୍ରଦୀପ ସାହୁ, ୮୫ କିଗ୍ରାରେ କାମେଶ୍ୱର ନାୟକ ସ୍ୱର୍ଣ୍ଣ, ୬୦ କିଗ୍ରାରେ ବେଦୀ ଶ୍ରୀକାନ୍ତ, ୮୦ କିଗ୍ରାରେ ସୂରଜ ସିଂହ ସ୍ୱର୍ଣ୍ଣ ପଦକ ଓ ୯୦ କିଗ୍ରାରେ ଏସ.ଏସ୍‍ ହରିଚନ୍ଦନ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ୮୫ କିଗ୍ରା ବର୍ଗର ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜନ୍ମେଞ୍ଜୟ ମହାନ୍ତି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

Share in top social networks!