ଓଡ଼ିଶାରେ ଲିଥୁଆନିଆର ପ୍ରତିନିଧ# ଦଳ ସାଂସ୍କୃତିକ ବିନିମୟ ଆଲୋଚନା

ଲିଥୁଆନିଆର ନୂଆଦିଲ୍ଲୀସ୍ଥିତ ଡେପୁଟି ହେଡ୍ ଅଫ୍ ମିଶନ ଏଗ୍ନେ ସାକାଲସ୍କୈଟ୍ଙ୍କ ନେତୃତ୍ୱରେ ଏକ
ପ୍ରତିନିଧ# ଦଳ ଆଜି ଓଡ଼ିଶାରେ ପହଞ୍ଚ# ମୁଖ୍ୟ ଶାସନ ସଚିବଙ୍କ ସମେତ ଏକାଧ#କ ପଦାଧ#କାରୀଙ୍କ ସହିତ
ସାକ୍ଷାତ ଆଲୋଚନା କରିଥ#ଲୋ ଏଗ୍ନେ ସାକାଲସ୍କୈଟ୍ ଓ ପ୍ରତିନିଧ# ଦଳର ଅନ୍ୟତମ ସଦସ୍ୟ ବିଶିଷ୍ଟ ଲେଖକ
ଅସ୍ରା କ୍ଲେଜୈଟ୍ ବିଭିନ୍ନ ଆଲୋଚନାରେ ସାମିଲ ହୋଇଥ#ଲୋ
ଲିଥୁଆନିଆ ପ୍ରତିନିଧ# ଦଳ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ, ଅତିରିକ୍ତ ମୁଖ୍ୟ ଶାସନ
ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ଆର୍. ବାଲକ୍ରିଷ୍ଣନ୍, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡ.
ମୋନା ଶର୍ମା ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କ ସହିତ
ପୃଥକ ଭାବେ ମିଳିତ ହୋଇ ଆଲୋଚନା କରିଥ#ଲୋ ଓଡ଼ିଶାରେ ପର୍ଯ୍ୟଟନ ବିକାଶ ସାଙ୍ଗକୁ ବିଦେଶୀ
ପର୍ଯ୍ୟଟକମାନଙ୍କ ପରିଚର୍ଯ୍ୟା ନିମନ୍ତେ ରହିଥ#ବା ବିଭିନ୍ନ ସୁବିଧା ଉପରେ ସେମାନେ ପର୍ଯ୍ୟଟନ ବିଭାଗ ପ୍ରମୁଖ
ଶାସନ ସଚିବଙ୍କ ସହିତ ଆଲୋଚନା କରିଥ#ବା ବେଳେ ଓଡ଼ିଶା ଓ ଲିଥୁଆନିଆ ମଧ୍ୟରେ ସାଂସ୍କୃତିକ ସଂପର୍କ
ବୃଦ୍ଧି ଉପରେ ମତବିନିମୟ କରିଥ#ଲୋ
ଲିଥୁଆନିଆ ସାଧାରଣତନ୍ତ୍ରର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥ#ବା କାର୍ଯ୍ୟକ୍ରମରେ
ଓଡ଼ିଶାର ପ୍ରତିନିଧ#ତ୍ୱ ସାଙ୍ଗକୁ ଓଡ଼ିଶାରେ ଲିଥୁଆନିଆ ଶିଳ୍ପୀମାନଙ୍କ ଏକ ଆବାସିକ କାର୍ଯ୍ୟକ୍ରମ ଉପରେ ପ୍ରତିନିଧ#
ଦଳ ଗୁରୁତ୍ୱ ଦେଇଥ#ଲୋ ଓଡ଼ିଶାର ସାଂସ୍କୃତିକ ବିଭବ, ନୃତ୍ୟ-ସଂଗୀତ ଉପରେ ମଧ୍ୟ ସେମାନଙ୍କୁ ଅବଗତ
କରାଯାଇଥ#ଲାା ପରବର୍ତ୍ତୀ ପର୍ଯ୍ୟାୟରେ ଜାନୁଆରୀ ମାସରେ ଲିଥୁଆନିଆ ପ୍ରତିନିଧ# ଦଳ ପୁନଶ୍ଚ ଓଡ଼ିଶା
ଆସିବେ ବୋଲି ପ୍ରକାଶ କରିଥ#ଲୋ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ଓ ଲିଥୁଆନିଆର ସ୍ୱାଧୀନତା
ସଂଗ୍ରାମର ବିଶେଷତ୍ୱଗୁଡ଼ିକରେ ସାମ୍ୟ ରହିଛି ଓ ଏହା ଗାନ୍ଧୀବାଦ ଓ ଅହିଂସା ଉପରେ ପର୍ଯ୍ୟବସିତ ବୋଲି
ପ୍ରତିନିଧ# ଦଳ ପ୍ରକାଶ କରିଥ#ଲୋ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ପାଣିଗ୍ରାହୀଙ୍କ ସହିତ
ଆଲୋଚନା ସମୟରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥ#ଲୋ

Share in top social networks!