ମ୍ୟାକ୍ସ ଫେସନ୍ର ଶୀତ କଲେକସନ୍-୨୦୧୭ ଉନ୍ମୋଚିତ

170918_MAX_FASHION_09_3764_B
ଭାରତର ଅଗ୍ରଣୀ ଫେସନ୍ ବ୍ରାଣ୍ଡ୍ ମ୍ୟାକ୍ସ୍ ପକ୍ଷରୁ ଏହାର ଶୀତ କଲେକସନ୍-୨୦୧୭ର ଉନ୍ମୋଚିତ ହୋଇଛି । କମ୍ପାନିର ଦେଶବ୍ୟାପି ଷ୍ଟୋର୍ରେ ଶୀତ କଲେକସନ୍ରେ ବିସ୍ତୃତ ବଗର ଫେସନ ସାମଗ୍ରୀ ମହଜୁଦ୍ ରହିଛି । ଏହାମଧ୍ୟରେ ଲଙ୍ଗୱେର, ଆଉଟଡୋର ରେଡି ୱେର, ନିଯ୍ ଓ ଡେନିମ୍, କକ୍ ଟେଲ୍ ୱେର, ଆଦି ପୋଷାକ ବିଭିନ୍ନ ବର୍ଗର ଗ୍ରାହକଙ୍କ ପାଇଁ ମହଜୁଦ୍ ରହିଛି । ଯାହାକି ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣ କରିବା ସହିତ ଜୀବନରେ ନୂତନ ଅଭିଜ୍ଞତା ଆଣିବାକୁ ସକ୍ଷମ ହେବ । ଏହାର ଦେଶବ୍ୟାପି ବିଭିନ୍ନ ଷ୍ଟୋରରେ ପୁରୁଷ, ମହିଳା ଓ ଛୋଟ ପିଳାଙ୍କ ଉପଯୋଗୀ ପୋଷାକ ଗଛିତ ରହିଛି ।

ସୂଚନାଯୋଗ୍ୟ, ଏକ ଅଗ୍ରଣୀ ଫେସନ୍ ବ୍ୟାଣ୍ଡ୍ ଭାବରେ ମ୍ୟାକ୍ସ୍ ବେଶ୍ ଲୋକପ୍ରିୟ ହୋଇପାରିଥିବାବେଳେ ଏହା ସମଗ୍ର ପରିବାର ଉପଯୋଗୀ କ୍ଲଥିଂ, ଆସେସୋରିଜ୍ ଏବଂ ଫୁଟ୍ୱେର ସାମଗ୍ରୀ ଉପଲବ୍ଧ କରାଇଥାଏ । ଏହାର ମ୍ୟାକ୍ସ ଫେସନ୍ ଡଟ୍ କମ୍ ଆପ୍ ଆଣ୍ଡ୍ରଏଡ୍ ଓ ଆଇଫୋନ୍ରେ ଉପଲବ୍ଧ । ମ୍ୟାକ୍ସ୍୍ ଲାଇଫ୍ ଷ୍ଟାଇଲ୍ ପ୍ରାଇସ୍ ଆଧାରରେ ଅନ୍ତର୍ଜାତୀୟ ଫେସନ୍ ଏବଂ ଗୁଣବର୍ତାଯୁକ୍ତ ଉପôାଦ ଉପଲବ୍ଧ କରାଇଥାଏ । ବିଶ୍ୱର ୧୬ଟି ଦେଶରେ ମ୍ୟାକ୍ସ୍୍ର ୩୫୦ରୁ ଅଧିକ ଷ୍ଟୋର୍ ଥିବାବେଳେ ଭାରତର ୭୦ଟି ସହରରେ ୨୦୦ରୁ ଅଧିକ ଷ୍ଟୋର୍ ରହିଛି ।

Share in top social networks!