“ଦଳୀୟ ପ୍ରଚାର ଗଣତନ୍ତ୍ର ପାଇଁ କାଳ’

ଡା. ଦାମୋଦର ରାଉତ
ଦୁନିଆ ଜାଣିଛି ଧାନର ଜନ୍ମସ୍ଥାନ ହେଉଛି ଓଡ଼ିଶାା ଏବଂ ପ୍ରଥମେ ଧାନ ଚାଷ ଆରମ୍ଭ ହୋଇଥ#ଲା କେବଳ ଓଡ଼ିଶାରୋ ସେତେବେଳେ ଧାନରୁ ଉତ୍ପାଦିତ ଚାଉଳ ମଣିଷକୁ ବଞ୍ଚ#ବାର ଏକ ଆହାର ସେ କଥା କେହି ଜାଣି ନଥ#ଲୋ ୨୫୦୦-୩୦୦୦ ବର୍ଷ ତଳେ ଆମ ଓଡ଼ିଶାର ଚାଷୀମନେ ବାସନା ଚାଉଳ, ଲାଖ, ମହୁ, ତାରକସି କାମ ଏବଂ ହାତବୁଣା ସୂକ୍ଷ୍ମ ଶାଢ଼ୀ ବିଦେଶକୁ ରପ୍ତାନୀ କରୁଥ#ଲେ “ପାଲଟଣା’ ବୋଇତରୋ ସାରା ବିଶ୍ୱରେ କୌଣସି ଜାତି ଯେତେବେଳେ ସାତ ସମୁଦ୍ର ବକ୍ଷ ଫାଡ଼ି ଦରିଆ ପାରି ବଣିଜ କରିବାକୁ ଯାଉ ନଥ#ଲେ ଆମରି ପୂର୍ବପୁରୁଷ ଯାଉଥ#ଲେ ନୌବାଣିଜ୍ୟ କରିବା ପାଇାଁ ଆଜିର ଇଣ୍ଡୋନେସିଆ, ମାଲେସିଆ, କାମ୍ବୋଡ଼ିଆ, ଶ୍ରୀଲଙ୍କାରୁ ଆରମ୍ଭ କରି ଚୀନ୍ ଓ ଜାପାନ ଆଦି ଦେଶରେ ଆମ ଓଡ଼ିଶାର ସଂସ୍କୃତି ଏବେ ବି ବିଦ୍ୟମାନା ସେ ସମୟରେ ଆମର ପୂର୍ବପୁରୁଷ ପାଠ ପଢ଼ି ନଥ#ଲେ, ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ନେଇ ନଥ#ଲେ କିନ୍ତୁ ଚାଷ କରୁଥ#ଲୋ ସେତେବେଳଠୁଁ ଝଡ଼ି, ବଢ଼ି, ମରୁଡ଼ି, ପୋକ ଆକ୍ରମଣରେ ଧାନଚାଷ ଆକ୍ରାନ୍ତ ହେଉଥ#ଲା, ଫସଲ ନଷ୍ଟ ହେଉଥ#ଲା କିନ୍ତୁ କୌଣସି ସରକାର ନଥ#ଲାା ସହାୟତା ଦେଉ ନଥ#ଲୋ ଚାଷୀ କମର ଖଟାଇ ଚାଷ କରୁଥ#ଲାା ପ୍ରାକୃତିକ ବିପର୍ଯ୍ୟୟକୁ ଛାତି ପତେଇ ସହୁଥ#ଲାା କିନ୍ତୁ ଆତ୍ମହତ୍ୟା
କରୁନଥ#ଲାା ତା’ର ମାନସିକତା ଥ#ଲା ମୁଁ ଯଦି ଆତ୍ମହତ୍ୟା କରିବି ମୋ ପରିବାରକୁ ଦାନା ଯୋଗାଇବ କିଏ? ମୋ ଜାତିକୁ ଆହାର ଯୋଗାଇବ କିଏ? ଗୋଟିଏ ଫସଲ ନଷ୍ଟ ହୋଇଗଲେ ବିକଳ୍ପ ଫସଲ ପାଇଁ ସେ ଅଣ୍ଟାଭିଡ଼ି ବାହାରୁଥ#ଲାା ଅକ୍ଷୟ ତୃତୀୟା ଦିନ ଧାନ ବିହନକୁ ପୂଜା କରି କ୍ଷେତରେ ଧାନ ବୁଣୁଥ#ଲାା ସେହିଦିନ ପୁଣି ଏ ଜାତିର ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ କାଠ କାଟୁଥ#ଲାା ତା’ ପରେ ପରେ ବର୍ଷକର ବାରମାସରେ ତେର ପର୍ବ ପାଳନ କରୁଥ#ଲାା ଚାଷ ଥ#ଲା ଆମ ଓଡ଼ିଆ ଜାତିର ବୃତ୍ତିା ତା’ର ସଂସ୍କୃତି ହେଲା ଜଗନ୍ନାଥ ସଂସ୍କୃତିା ଜଗନ୍ନାଥ ସଂସ୍କୃତିକୁ ଆଧାର କରି ନିଜ ପାଇଁ, ନିଜ ପରିବାର ପାଇଁ, ନିଜ ଜାତିକୁ ଦାନା ଯୋଗାଇବା ପାଇଁ ଚାଷକୁ ସେ ବୃତ୍ତି କରିଥ#ଲାା ମାତ୍ର ଏବେ ଅନେକ ହଜାର ବର୍ଷ ପରେ ଆମର ପବିତ୍ର ସାଂସ୍କୃତିକ ପରମ୍ପରା ଏବଂ ପବିତ୍ର ବୃତ୍ତିକୁ ଖ#ନ୍ଭିନ୍ କରାଯାଉଛିା ଲକ୍ଷ୍ମୀ ଠାକୁରାଣୀ ତୁଲ୍ୟ ଫସଲ କିଆରୀକୁ ପୋଡ଼ି ଦିଆଯାଉଛିା ମାଟି ମା ସାଙ୍ଗରେ ନିଜକୁ ମିଶାଇ ଯିଏ ଫସଲ ଉତ୍ପାଦନ କରୁଥ#ଲା ସେ ଏବେ ବିଷ ପିଇ ଆତ୍ମହତ୍ୟା କରୁଥ#ବାର ଖବର ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛିା ମୁଁ କୃଷି ମନ୍ତ୍ରୀ ବୋଲି ବିଜେପି ବାଲା ମୋର କୁଶପୁତ୍ତଳିକା ଦାହ କରୁଛନ୍ତିା ମତେ ଗିରଫ କରି ଜେଲକୁ ନେବା ପାଇଁ କହୁଛନ୍ତିା ସ୍ୱୟଂ ବିଜେପି ନେତା ସୁରେଶ ପୂଜାରୀ କହୁଛନ୍ତି ମୁଁ ପଶୁ ଡାକ୍ତର, ମତେ କୃଷି କାହିଁକି ଦିଆଯାଇଛିା ସେ ଏ କଥା ବୁଝି ନାହାନ୍ତି ଯେ ଆମର କୃଷି କହିଲେ ମାଛ ଚାଷ, ଦୁU ଚାଷ, ଫସଲ ଚାଷା ଏସବୁକୁ ନେଇ କୃଷି ବିଭାଗା ଏମିତି କଥା ବୋଧ ହୁଏ ଛତିଶଗଡ଼ରେ ନାହିଁ କି ଗୁଜୁରାଟରେ ନାହିାଁ ମାନ୍ୟବର ସୁରେଶ ପୂଜାରୀ ନିଜ ସଂସ୍କୃତି ଓ ପରମ୍ପରା ମନେ ରଖ# ନାହାନ୍ତିା ଯାହା ଶୁଣୁଛନ୍ତି ତାହା କହୁଛନ୍ତିା କେନ୍ଦ୍ର କୃଷି ମନ୍ତ୍ରୀ ତାଙ୍କ ରାଜ୍ୟରେ ଧାନ ଚାଷ ଦେଖ#ଥ#ବେ କି ନାହିଁ ତାହା ସନ୍ଦେହା ଓଡ଼ିଶା ଆସି ଆତ୍ମହତ୍ୟା କୁହାଯାଉଥ#ବା ଚାଷୀ ଘରେ ପହଞ୍ଚ# ଯାଉଛନ୍ତିା ସେଠିକି ଗଣମାଧ୍ୟମର ବନ୍ଧୁମାନଙ୍କୁ ସାଙ୍ଗରେ ନେଉଛନ୍ତିା ନିର୍ଦ୍ଦିଷ୍ଟ ବୈଦୁ୍ୟତିକ ଗଣମାଧ୍ୟମର ସାମ୍ବାଦିକଙ୍କ କାନ୍ଧରେ କ୍ୟାମେରା ରଖ# ଫଟୋ ଉଠାଉଛନ୍ତିା ଏବଂ ମୃତୁ୍ୟର କାରଣ ଖୋଜିବା ପାଇଁ ସରକାରୀ ପଦାଧ#କାରୀ ତଦନ୍ତ କରି ସରକାରୀ ସହାୟତା ଯୋଗାଇବା ପାଇଁ ନିୟମ ଥ#ଲାବେଳେ ନିରପେକ୍ଷ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଟିକିଏ ହେଲେ କୁ=ା କରୁନାହାନ୍ତିା
ଏ ବର୍ଷ ଅକେଫାବର ମାସରେ ଚକଡ଼ା ପୋକ ଆକ୍ରମଣ ହୋଇଥ#ଲା ୪୮୦୦୦ ହେକଫର ଜମିରୋ ମାତ୍ର ଦୀପାବଳୀ ପୂର୍ବରୁ ଅକେଫାବର ଶେଷ ସପ୍ତାହ ଏବଂ ନଭେମ୍ବର ପ୍ରଥମ ସପ୍ତାହରେ ବର୍ଷା ହେବା ଫଳରେ ଚକଡ଼ା ପୋକ ଆକ୍ରମଣ ତିନି ଚାରି ଗୁଣ ବଢ଼ିଗଲାା ଏହା ପ୍ରକୃତିର ନିୟମ: ବିଶ୍ୱ ଉତ୍ତପ୍ତି କାରଣ ଓ ପାଗ ପରିବର୍ତ୍ତନର ଏହା ହେଉଛି ବିଲକ୍ଷଣା ଏ କଥା ମୁଁ କହୁନାହିଁ, କୃଷି ବିଶେଷଜ୍ଞମାନଙ୍କର ମତା ତଥାପି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ତତ୍କ୍ଷଣାତ୍ ସହାୟତା ରାଶିର ଘୋଷଣା କରିଛନ୍ତିା ଖରିଫ ଚାଷରେ କ୍ଷତିକୁ ଭରଣା କରିବା ପାଇଁ ଆଗୁଆ ରବିଚାଷ କରିବା ପାଇଁ ଆଥ#ର୍କ ସହାୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ରବିଚାଷ ପାଇଁ ଆବଶ୍ୟକୀୟ ବିହନ, ମଞ୍ଜି, ସାର, ପୋକମରା ଔଷଧ ଆଦି ଚାଷୀ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତିା ୫୦୦୦ କୋଟି ଟଙ୍କା ରବିଋଣ ଦେବାକୁ ଯାଇ ଅକେଫାବର ୩୧ ସୁଦ୍ଧା ୬୦ କୋଟି ଟଙ୍କା ଋଣ ଦେଇସାରିଛନ୍ତିା ତାହା ପୁଣି ୧ ପ୍ରତିଶତ ସୁଧରୋ ଚକଡ଼ା ପୋକ ଆକ୍ରମଣ, ତା’ପୂର୍ବରୁ ମରୁଡ଼ି ଯୋଗୁଁ ଚାଷୀମାନଙ୍କ ଯେଉଁ ଫସଲ କ୍ଷତି ଘଟିଛି ତାକୁ ଭରଣା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚକଡ଼ା ପୋକ କ୍ଷତିଗ୍ରସ୍ତଙ୍କ ପାଇଁ ୧୨୮ କୋଟି ଏବଂ ମରୁଡ଼ି କ୍ଷତିଗ୍ରସ୍ତଙ୍କ ପାଇଁ ୭୨୦ କୋଟି ଟଙ୍କାର ସହାୟତା ଘୋଷଣା କରି କାର୍ଯ୍ୟ ଆରମ୍ଭ କରିଛନ୍ତିା ଏଥ# ମଧ୍ୟରୁ ଚାଷୀମାନଙ୍କୁ ଇନ୍ପୁଟ୍ ସବ୍ସିଡି ଆକାରରେ ୨୧୬ କୋଟି ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛିା ଅତୀତରେ ଯାହା କେବେ ଘଟି ନଥ#ଲା ଏଥର ବିଜେପି ଏଭଳି ଦୈବୀଦୁର୍ବିପାକକୁ ରାଜନୀତି କରିବା ଓ ନାଟକବାଜି କରିବା ସଙ୍ଗେ ସଙ୍ଗେ ଅପପ୍ରଚାରର ଭେଳିକି ସୃଷ୍ଟି କରୁଛନ୍ତିା ଚାଷୀ ହେଉଛନ୍ତି ଅନ୍ନଦାତାା ସେମାନେ କେଉଁ ଦଳର ନୁହଁନ୍ତି କିମ୍ବା କେଉଁ ଗୋଷ୍ଠୀର ନୁହନ୍ତିା ଆମ ସମାଜରେ ସେମାନେ ସମ୍ମାନଷ୍ପଦା ସେମାନଙ୍କୁ ରାଜନୀତିର ବିଷବଳୟ ଭିତରକୁ କେବେ କେହି ଆଣୁ ନଥ#ଲୋ ମାତ୍ର ବିଗତ ୩ ବର୍ଷ ହେଲା ଭାରତୀୟ ଜନତା ପାର୍ଟିର ସରକାର ଦିଲ୍ଲୀରେ କ୍ଷମତା ନେଲା ପରଠାରୁ ଓଡ଼ିଶାରେ ହଜାର ହଜାର ବର୍ଷର କୃଷି ପରମ୍ପରା ଏବଂ ପବିତ୍ର ସଂସ୍କୃତିର ଅଭାବନୀୟ ଚିତ୍ରଣ
କରୁଛନ୍ତିା ଏହା ଦୁର୍ଭାଗ୍ୟଜନକ ନିଶ୍ଚୟା
ଗତ ବର୍ଷା ଋତୁରେ ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ ସରକାର ଛଅ, ଛଅଟି ବ୍ୟାରେଜ କରି ପାଣି ଅଟକାଇଲୋ ଚାଷ ଜମିରେ ଜଳସେଚନ ଆବଶ୍ୟକ କରୁଥ#ବା ବେଳେ ହୀରାକୁଦ ଜଳଭଣ୍ଡାରରେ ପାଣି ଆସିପାରିଲା ନାହିାଁ ପ୍ରଧାନମନ୍ତ୍ରୀ ବରଗଡ଼ ଆସିଥ#ଲୋ ଚାଷୀକୁ ବୋନସ ଦେବା କଥା ଘୋଷଣା କରିଥ#ଲୋ ଦିଲ୍ଲୀ ଫେରିଲା ପରେ ବୋନସ ଦିଆଯିବ ନାହିଁ ବୋଲି ରୋକ୍ଠୋକ୍ ମନା କରିଦେଲୋ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥ#ଲୋ ପ୍ରଧାନମନ୍ତ୍ରୀ ମନା କରିଥ#ଲେ ମଧ୍ୟ ରାଜ୍ୟ ସରକାର ନିଜ ବିତ୍ତୀୟ ପା=ିରୁ ପ୍ରାୟ କୋଟିଏ ଅଶୀ ଲକ୍ଷ ଟଙ୍କା ବୋନସ ପ୍ରଦାନ କଲୋ ବିଜେପୁର, ସୋହେଲା ଏବଂ ବରପାଲି ବ୍ଲକ୍ରେ ମରୁଡ଼ି ଅଞ୍ଚଳକୁ ୧୨୫୦ କୋଟି ଟଙ୍କାର ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ମଞ୍ଜୁର କଲୋ ବରଗଡ଼ ମେନ୍ କେନାଲକୁ ସ୍ୱତନ୍ତ୍ର ଭାବେ ଗଚ୍ଛିତ ୯୦୦ କୁ୍ୟବିକ୍ ପାଣି ଏବଂ ଏହି ପାଇପ ପ୍ରକଳ୍ପ ଜରିଆରେ ୩ଟି ବ୍ଲକ୍ର ୩୧୦୦୦ ହେକଫର ଜମିରେ ଜଳସେଚନ ବ୍ୟବସ୍ଥା କରାଯାଇଛିା ଅପର ପକ୍ଷରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପ୍ରାଇସ୍ କମିଶନଙ୍କ ତରଫରୁ ପ୍ରାଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଚଳିତ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ଦେଢ଼ଗୁଣ ବୃଦ୍ଧି କରିବେ ବୋଲି ଆଗୁଆ ଘୋଷଣା କଲୋ ସେତେବେଳକୁ ଉତ୍ତରପ୍ରଦେଶ ରାଜ୍ୟରେ ନିର୍ବାଚନ ଆଗତ ପ୍ରାୟ ଥ#ଲାା ମାତ୍ର ନିର୍ବାଚନରେ ଜିତି ସାରିଲା ପରେ ଧାର୍ଯ୍ୟ ସହାୟକ ମୂଲ୍ୟ ଏକପାଖ#ଆ ମାତ୍ର ୮୦ ଟଙ୍କା ବୃଦ୍ଧି କଲୋ ତା’ପୂର୍ବରୁ ଓଡ଼ିଶା ବିଧାନସଭାରେ ସବୁ ପ୍ରକାର ମୂଲ୍ୟସୂଚୀ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରାଯାଉ ବୋଲି ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହେଲାା ଏ ପ୍ରସ୍ତାବ ଗୃହୀତ ହେବାରେ ବିଜେପି ସଦସ୍ୟମାନେ ମଧ୍ୟ ଦସ୍ତଖତ ଦେଇଥ#ଲୋ ବାଚସ୍ପତିଙ୍କ ନେତୃତ୍ୱରେ ଏ ଗୃହ କମିଟି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବିତ ସହାୟକ ମୂଲ୍ୟର ଯଥାର୍ଥତା ବୁଝାଇବା ପାଇଁ ସାକ୍ଷାତ ନିମନ୍ତେ ଅନୁରୋଧ କଲୋ ମାତ୍ର ତା’ର ଉତ୍ତର ଆସିବା ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୮୦ ଟଙ୍କା ବୃଦ୍ଧି କରାଗଲା ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କଲୋ ତାହା ସତ୍ତେ୍ୱ ବିଧାନସଭାରେ ଗୃହ କମିଟି ପୁଣି ଅନୁରୋଧ ଜଣାଇଲାା ପ୍ରଧାନମନ୍ତ୍ରୀଙ୍କ ସଦୟ ସାକ୍ଷାତ ପାଇଁ ଅନୁମତି ମିଳିଲା ନାହିାଁ ଏବେ ପୁଣି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ବସି ପୁନର୍ବାର ଅନୁରୋଧ ଜଣାଇଛିା ଗୋଟିଏ ରାଜ୍ୟର ଚାଷୀମାନଙ୍କର ସମସ୍ୟା ନେଇ ବିଧାନସଭାରେ ଗୃହ କମିଟିକୁ ଭାରତୀୟ ଜନତା ପାର୍ଟି ନେତୃତ୍ୱ ଏବଂ ସଂଘୀୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଖାତିର କରୁ ନାହାନ୍ତିା ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ଏକାଧ#କ ବାର ବୃଦ୍ଧି ଘଟୁଥ#ଲେ ମଧ୍ୟ ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଉନାହିାଁ
ଏ ସଂପର୍କରେ ମାନ୍ୟବର ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମହାମାନ୍ୟ ରାଷ୍ଟ୍ରପତି ଓଡ଼ିଶାର ଏ ଦାବି ପ୍ରତି ବିଚାର କରିବା ପାଇଁ ପ୍ରଧାନମନ୍ତ୍ରୀ ଦପ୍ତରକୁ ପ୍ରେରଣ କଲାରୁ ଏବେ ଧାନର ସହାୟକ ମୂଲ୍ୟ ବଢ଼ିବ ନାହିଁ ବୋଲି ରୋକଠୋକ୍ ମନା କରିଦେଲୋ ତାଙ୍କ ରାଷ୍ଟ୍ରମନ୍ତ୍ରୀମାନେ ବିନା ନିମନ୍ତ୍ରଣରେ ଓଡ଼ିଶା ଆସୁଛନ୍ତିା ମନଇଚ୍ଛା ବିବୃତି ଦେଉଛନ୍ତିା ଅଣବିଜେପି ରାଜ୍ୟ ଓଡ଼ିଶା ହୋଇଥ#ଲେ ମଧ୍ୟ ସଂଘୀୟ ରାଷ୍ଟ୍ରର ଶାଳୀନତା ଭୁଲି ରାଜ୍ୟର ନିନ୍ଦାଗାନ କରୁଛନ୍ତିା ସରକାରଙ୍କୁ ନକହି ସିଧାସଳଖ ରାଜ୍ୟ ସରକାରଙ୍କ ପଦାଧ#କାରୀଙ୍କୁ ଡାକି ସମୀକ୍ଷା କରୁଛନ୍ତିା ସେ ସମୀକ୍ଷା ବୈଠକରେ ରାଜ୍ୟ ବିଜେପି ନେତା ଓ କର୍ମୀମାନେ ପାଖରେ ବସୁଛନ୍ତିା କୃଷି ଏକ ରାଜ୍ୟ ବିଷୟା କୃଷକମାନଙ୍କ କଲ୍ୟାଣ ସାଧନ ରାଜ୍ୟ ସରକାରଙ୍କ ଦାୟିତ୍ୱା ରାଜ୍ୟ ସରକାର କୃଷକର ସମସ୍ୟାକୁ ସମାଧାନ କରିବାରେ ଆଥ#ର୍କ ସହାୟତା ନିଅଣ୍ଟ ପଡ଼ିଲେ ଅନୁରୋଧ କରନ୍ତି ଅଧ#କ ସହାୟତା
ପାଇାଁ କେନ୍ଦ୍ର ସରକାରଙ୍କ ଅବିଶ୍ୱାସ ହେଲେ ସେ କେନ୍ଦ୍ରୀୟ କମିଟି ପଠାନ୍ତି ରାଜ୍ୟ ସରକାରଙ୍କ ଦାବିର ଯଥାର୍ଥତା ଖୋଜିବା ପାଇଁ ଏବଂ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରନ୍ତିା କେନ୍ଦ୍ର ଓ ରାଜ୍ୟ ସଂପର୍କର ମୌଳିକ ତତ୍ତ୍ୱ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମାନେ ବୁଝିବାକୁ ନାରାଜା ତାଙ୍କ ଦଳୀୟ ସ୍ୱାର୍ଥ ପାଇଁ କାହାକୁ କିପରି ଚିତ୍ରିତ କରାଯିବ ଏବଂ ତାଙ୍କ ଦଳର ଲୋକ ହୋଇଥ#ଲେ କେମିତି ବାହାବା ଦିଆଯିବ ସେଥ#ପାଇଁ ଅପପ୍ରଚାର ଏବଂ ପ୍ରଚାରରପସରା ଖୋଲି ଦେଇଛନ୍ତିା ମନେ ହେଉଛି ବିଜେପି ଆମ ଦେଶର ବହୁଦଳୀୟ ଗଣତନ୍ତ୍ରକୁ ଦଳତନ୍ତ୍ରରେ ପରିଣତ କରିବା ପାଇଁ ଲାଗିପଡ଼ିଛିା ଦେଶର ଜନସାଧାରଣଙ୍କଠାରୁ ଆଦାୟ ଟିକସରୁ ଲବ୍ଧ କେନ୍ଦ୍ରୀୟ ପା=ିର ମନଇଚ୍ଛା ବ୍ୟବହାର ପାଇଁ କୁ=ା ପ୍ରକାଶ କରୁନାହାନ୍ତିା ଆମ ଗଣତନ୍ତ୍ରରେ ବିଧାନସଭା ଏବଂ ଲୋକସଭାକୁ ଲୋକେ ନିର୍ବାଚିତ କରି ପ୍ରତିନିଧ# ପଠାନ୍ତି ଏବଂ ନିର୍ବାଚିତ ପ୍ରତିନିଧ#ମାନଙ୍କ ମଧ୍ୟରୁ ଗୋଟିଏ ଦଳର ପ୍ରତିନିଧ# ସଂଖ୍ୟାଗରିଷ୍ଠ ହେଲେ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠିତ ହୁଏା ସଂପୃକ୍ତ ଦଳର ନେତାଙ୍କ ଦ୍ୱାରା ମନ୍ତ୍ରୀ ମନୋନୀତ ହୋଇଥାଆନ୍ତିା ମନ୍ତ୍ରିତ୍ୱ କାହାରି ସାମ୍ବିଧାନିକ ଅଧ#କାର ନୁହେଁ କିମ୍ବା ପିତୃଦତ୍ତ ଅଧ#କାର
ନୁହୋଁ ରାଜ୍ୟ ଓ ଦେଶର ଜନସାଧାରଣଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦଳ ଭିତରୁ ମନ୍ତ୍ରୀ ମନୋନୀତ କରିଥାଆନ୍ତିା କେନ୍ଦ୍ରରେ ଯଦି ଏକ ନିର୍ଦ୍ଦିଷ୍ଟ ଦଳ ସରକାର ଗଠନ କରେ ଏବଂ ରାଜ୍ୟରେ ଅନ୍ୟ ଏକ ଦଳର ସରକାର ହୁଏ ତେବେ କେନ୍ଦ୍ର ସରକାର ଏବଂ ମନ୍ତ୍ରୀମାନେ ରାଜ୍ୟ ସରକାର ଏବଂ ମନ୍ତ୍ରୀମାନଙ୍କ ପ୍ରତି କିଭଳି ଆଚରଣ ପ୍ରଦର୍ଶନ କରିବେ ତାହାର ଏକ ଉଚ୍ଚ ପରମ୍ପରା ସୃଷ୍ଟି ହୋଇଆସିଛିା ଏତିକି ସର୍ବନିମ୍ନ ଶାଳୀନତା ରକ୍ଷା ନକରି ବିଜେପିର ରାଜନେତା, କେନ୍ଦ୍ରୀୟ ନେତା, କେନ୍ଦ୍ରର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରମନ୍ତ୍ରୀମାନେ ଯେଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଆମର ସଂଘୀୟ ଗଣତନ୍ତ୍ର ପ୍ରତି ଶୁଭଙ୍କର ତ? ଗଣତନ୍ତ୍ର ପରିବର୍ତ୍ତେ ଦଳତନ୍ତ୍ର ସୃଷ୍ଟି ପାଇଁ ଏହି ଉଦ୍ୟମ କ’ଣ ସ୍ୱାଗତଯୋଗ୍ୟ ଏ କଥା ସାଧାରଣ ପାଠକ ବିଚାର କରିବୋ

Share in top social networks!
Powered By Indic IME