ଉଦ୍ୟୋଗ ସମସ୍ୟା ସମାଧାନ ଶିବିର ଅନୁଗୋଳରେ ଆୟୋଜିତ

ଆନ୍ସିଲାରି ଓ ଡାଉନ୍ଷ୍ଟି୍ରମ୍ ଶିଳ୍ପ ବିକାଶ ସଂପର୍କିତ ଏକ ଉଦ୍ୟୋଗ ସମସ୍ୟା ସମାଧାନ ଶିବିର ଅନୁଗୋଳସ୍ଥିତ ନାଲକୋଠାରେ ଅନୁଷ୍ଠିତ ହୋଇଯାଇଛିା ଏହି ଶିବିରରେ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ଅଧ୍ୟକ୍ଷତା କରିଥ#ବା ବେଳେ ୭୨ ଜଣ ଉଦ୍ୟୋଗୀ ଅଂଶଗ୍ରହଣ କରିଥ#ଲୋ ଆନ୍ସିଲାରି ଶିଳ୍ପ, ଏମ୍ଏସ୍ଏମ୍ଇ ଭେଣ୍ଡର, ଶିଳ୍ପାଞ୍ଚଳରେ ଆବଣ୍ଟିତ ଶିଳ୍ପ, ପିଏମ୍ଇଜିପି ହିତାଧ#କାରୀ, ଫ୍ଲାଇ ଆସ୍ୟୁନିଟ୍ ସଂପର୍କିତ ବିଭିନ୍ନ ସମସ୍ୟା ଏଥ#ରେ ଆଲୋଚିତ ହୋଇ ସେହି ସ୍ଥାନରେ ହିଁ ସମାଧାନ କରାଯାଇଥ#ଲାା ଉଲ୍ଲେଖଯୋଗ୍ୟ ଯେ ନାଲକୋର ୫୫ଟି ଆନ୍ସିଲାରି ଶିଳ୍ପ ରହିଛିା ସେମାନେ ନାଲକୋକୁ ବିଭିନ୍ନ ଯନ୍ତ୍ରାଂଶ ଏବଂ ସେବା ଯୋଗାଇଥାନ୍ତିା ନାଲକୋର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଆର୍. କେ. ମିଶ୍ର ସୂଚନା ଦେଇଥ#ଲେ ଯେ ନାଲକୋର ଏସ୍ ଆଣ୍ଡ ପି କମ୍ପ୍ଲେକ୍ସ ପାଇଁ ବାର୍ଷିକ ୧୬୦ କୋଟି ଟଙ୍କାର ସାମଗ୍ରୀ ଏବଂ ୧୮୨ କୋଟି ଟଙ୍କାର ସେବା କ୍ରୟ କରାଯାଉଛିା ଗତ ବର୍ଷ ଏମ୍ଏସ୍ଏମ୍ଇଠାରୁ ମାତ୍ର ୨୯ କୋଟି ଟଙ୍କାର ସମାଗ୍ରୀ ଓ ସେବା କ୍ରୟ କରାଯାଇଥ#ଲାା ଚଳିତ ବର୍ଷ ୧୨ କୋଟି ଟଙ୍କାର ସାମଗ୍ରୀ ଏବଂ ୫୭ କୋଟି ଟଙ୍କାର ସେବା ଓଡ଼ିଶାର ଭେଣ୍ଡର/ଯୋଗାଣକାରୀଙ୍କଠାରୁ କ୍ରୟ କରାଯାଇଛିା ନାଲକୋ ୧୮୦ଟି ଦ୍ରବ୍ୟ ଏମ୍ଏସ୍ଏମ୍ଇମାନଙ୍କ ଠାରୁ କ୍ରୟ କରିବା ପାଇଁ ଚିହ୍ନଟ କରିଛିା ଓଡ଼ିଶାରୁ ସର୍ବାଧ#କ ଦ୍ରବ୍ୟ ଓ ସେବା ଯୋଗାଣର ଆହ୍ୱାନକୁ ଗ୍ରହଣ କରିବା ପାଇଁ ସ୍ଥାନୀୟ ଶିଳ୍ପସଂଘ ଏବଂ ଉଦ୍ୟୋଗୀମାନଙ୍କୁ ଶ୍ରୀ ଗୁପ୍ତା ଅନୁରୋଧ କରିଥ#ଲୋ ଅତିକମରେ ବାର୍ଷିକ ୪ଟି ଭେଣ୍ଡର ବିକାଶ କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ସେ ନାଲକୋକୁ ଅନୁରୋଧ କରିଥ#ଲେ ଯଦ୍ଦ୍ୱାରା ମହିଳା, ଅନୁସୂଚିତ ଜାତି ଓ ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନେ ବହୁଳ ଭାବେ ଉପକୃତ ହୋଇପାରିବୋ ଏହି ପରାମର୍ଶକୁ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସାଦରେ ଗ୍ରହଣ କରିଥ#ଲୋ
ଇଡ଼୍କୋର ମୁଖ୍ୟ ମହାପ୍ରବନ୍ଧକ (ଏମ୍ଏସ୍ଏମ୍ଇ) ସୂଚନା ଦେଇଥ#ଲେ ଯେ ତୁଳସୀପାଲ ନିକଟରେ ପ୍ରସ୍ତାବିତ ଦ୍ୱିତୀୟ ଶିଳ୍ପାଞ୍ଚଳ ସ୍ଥାପନ ପାଇଁ ୧୩୪ ଏକର ଜମି ଅଧ#ଗ୍ରହଣ ପ୍ରକ୍ରିୟା ଜାରି ରହିଛିା ଏକମାସ ମଧ୍ୟରେ ଇଡ଼କୋକୁ ଜମି ହସ୍ତାନ୍ତର କରାଯିବ ବୋଲି ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅନୀଲ କୁମାର ସାମଲ ପ୍ରକାଶ କରିଥ#ଲୋ ନୂତନ ତଥା ଆଗରୁ ଚାଲୁଥ#ବା ଉଦ୍ୟୋଗମାନଙ୍କ ନିମନ୍ତେ ଦ୍ୱିତୀୟ ଶିଳ୍ପାଞ୍ଚଳ ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଶିଳ୍ପଗୋଷ୍ଠୀର ପ୍ରତିନିଧ#ମାନେ କହିଥ#ଲୋ
ଇଡ଼୍କୋର ମୁଖ୍ୟ ମହାପ୍ରବନ୍ଧକ ସୂଚନା ଦେଇଥ#ଲେ ଯେ ୨୨୩ ଏକର ଉପରେ ହେବାକୁ ଥ#ବା ଅନୁଗୋଳ ଆଲୁମିନିୟମ୍ ପାର୍କର ଉନ୍ନୟନ କାର୍ଯ୍ୟ ଜାରି ରହିଛି ଏବଂ ୪ଟି ଉଦ୍ୟୋଗକୁ ଅସ୍ଥାୟୀ ଭାବେ ଜମି ଆବଣ୍ଟିତ କରାଯାଇଛିା ଅନୁଗୋଳ, ତାଳଚେର ଅଞ୍ଚଳରେ ଏମ୍ଏସ୍ଏମ୍ଇ, ଆଲୁମିନିୟମ୍ ପାର୍କ ଓ ଶିଳ୍ପାଞ୍ଚଳ ବିକାଶ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଶ୍ରୀ ଗୁପ୍ତା ଇଡ଼୍କୋକୁ ଅନୁରୋଧ କରିଥ#ଲୋ ପିଏମ୍ଇଜିପି ଯୋଜନାରେ ସହାୟତା ଅର୍ଥ ମଞ୍ଜୁର ଓ ପ୍ରଦାନ ତ୍ୱରାନ୍ୱିତ କରିବା ପାଇଁ ବ୍ୟାଙ୍କରମାନେ ଅନୁରୋଧ
କରିଥ#ଲୋ ସେଠାରେ ପିଏମ୍ଇଜିପି ଆବେଦନକାରୀଙ୍କ କିଛି ଅଭିଯୋଗ ତତ୍କାଳ ସମାଧାନ
କରାଯାଇଥ#ଲାା ଓଡ଼ିଶା ଏମ୍ଏସ୍ଏମ୍ଇ ବିକାଶ ନୀତି ଓ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିର ସୁବିଧା ନେବା ପାଇଁ ଉଦ୍ୟୋଗୀମାନଙ୍କୁ ଶିବିରରେ ଅନୁରୋଧ କରାଯାଇଥ#ଲାା
ଉଦ୍ୟୋଗ ଆଧାର ମେମୋରାଣ୍ଡମ୍, ସରକାରୀ ଇ-ମାର୍କେଟ୍ ପ୍ଲେସ୍ ଓ ଜିରୋ ଇଫେକଫ-ଜିରୋ ଡିଫେକଫରେ ପଞ୍ଜିକୃତ ହେବା ପାଇଁ ସମସ୍ତ ଉଦ୍ୟୋଗୀମାନଙ୍କୁ ଶ୍ରୀ ଗୁପ୍ତା ଅନୁରୋଧ କରିଥ#ଲୋ ପ୍ରାୟ ୨୦ ଜଣ ଉଦ୍ୟୋଗୀ ସେହି ସ୍ଥାନରେ ପଞ୍ଜିକରଣରେ ସାମିଲ ହୋଇଥ#ଲୋ ଅନ୍ଲାଇନ୍ରେ ଉପଲବ୍ଧ ଚାରି ସପ୍ତାହର ପ୍ରଶିକ୍ଷଣ ଓ ବିକାଶ କାର୍ଯ୍ୟକ୍ରମରେ ସେମାନଙ୍କର କର୍ମଚାରୀମାନଙ୍କୁ ପଞ୍ଜିକୃତ କରିବା ପାଇଁ ନାଲକୋ କର୍ତ୍ତୃପକ୍ଷ ଓ ଉଦ୍ୟୋଗୀମାନେ ଅନୁରୋଧ କରିଥ#ଲୋ
ଇଂଜିନିୟରିଂ ଓ ଫ୍ଲାଇ ଆସ୍ ଇଟା କ୍ଲଷ୍ଟରର ପ୍ରଗତିର ସମୀକ୍ଷା କରାଯାଇଥ#ଲାା ଉଭୟ କ୍ଲଷ୍ଟରର ଡିଏସ୍ଆର୍ ପ୍ରସ୍ତୁତି ସରିଛି ଏବଂ ଏସ୍ପିଭି ମଧ୍ୟ ଗଠନ କରାଯାଇଛି କିନ୍ତୁ ଜମି ହସ୍ତାନ୍ତର ହୋଇନଥ#ବାରୁ ପ୍ରଗତି ବାଧାପ୍ରାପ୍ତ ହୋଇଛିା ଇଡ଼କୋର ମହାପ୍ରବନ୍ଧକ ପ୍ରତିଶ୍ରୁତି ଦେଇଥ#ଲେ ଯେ କ୍ଲଷ୍ଟରମାନଙ୍କୁ ଯଥାଶୀଘ୍ର ଜମି ପ୍ରଦାନ କରାଯିବା ଜାନୁଆରୀ ୨୦୧୮ ଶେଷ ସୁଦ୍ଧା ଉଭୟ କ୍ଲଷ୍ଟର ପାଇଁ ଏମ୍ଏସ୍ଇ-ସିଡିପି ଯୋଜନାରେ ପା=ି ଯୋଗାଣ ନିମନ୍ତେ ଭାରତ ସରକାରଙ୍କ ନିକଟକୁ ପ୍ରସ୍ତାବ ପ୍ରେରଣ କରିବା ପାଇଁ ଶ୍ରୀ ଗୁପ୍ତା ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଥ#ଲୋ
ଶିଳ୍ପ ଓ ଉଦ୍ୟୋଗୀମାନଙ୍କ ପାଇଁ ପ୍ରତିମାସ ୨୫ ତାରିଖରେ ସ୍ୱତନ୍ତ୍ର ଅଭିଯୋଗ ସମାଧାନ ଶିବିର ଆୟୋଜନ କରିବେ ବୋଲି ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସାମଲ ପ୍ରତିଶ୍ରୁତି ଦେଇଥ#ଲୋ

Share in top social networks!