“ଡ. ମହତାବ ବିଂଶ ଶତାବ୍ଦୀରେ ଅନ୍ୟତମ ଶ୍ରେଷ୍ଠ ଓଡ଼ିଆ’ : ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ

ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରାୟ ସବୁ ବିଶିଷ୍ଟ ରାଜନେତାଙ୍କ ଗୁରୁସଦୃଶ ଥ#ଲୋ ନିଜ ବ୍ୟକ୍ତିତ୍ୱକୁ ଏକ ରାଜନୈତିକ ପ୍ରୟୋଗଶାଳା ଭାବରେ ପରିଣତ କରି ଡ. ମହତାବ ଅନ୍ୟମାନଙ୍କୁ ପ୍ରଭାବିତ କରିପାରୁଥ#ଲୋ ତାଙ୍କର ପଦିଏ କଥା ଗୋଟିଏ ନିର୍ଦ୍ଦେଶନାମା କିମ୍ବା କାର୍ଯ୍ୟକ୍ରମରେ ପରିଣତ ହୋଇଯାଉଥ#ଲାା ବିଂଶ
ଶତାବ୍ଦୀରେ ଡ. ମହତାବ ଅନ୍ୟତମ ଶ୍ରେଷ୍ଠ ଓଡ଼ିଆ ବୋଲି ମହିଳା ଓ ଶିଶୁ ବିକାଶ, ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ, ମିଶନ ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତିା

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ମହତାବ ଜୟନ୍ତୀ କାର୍ଯ୍ୟକମରେ ମୁଖ୍ୟ ଅତିଥ# ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାମଲ ଡ. ମହତାବଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ଭାବରେ ଅଭିହତ କରି ତାଙ୍କ ବ୍ୟକ୍ତିଗତ ଅନୁଭୂତିରୁ ଡ. ମହତାବଙ୍କ ସହ ସଂପର୍କର ବିଶେଷ ଅବତାରଣା କରିଥ#ଲୋ ଓଡ଼ିଶାର ରାଜନୀତି ଓ ସଂସ୍କୃତିକୁ
ମହତାବଙ୍କ ଦାନ ଅବିସ୍ମରଣୀୟ ବୋଲି ସେ ପ୍ରକାଶ କରିଥ#ଲୋ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ. ହରିହର କାନୁନ୍ଗୋ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଡ. ମହତାବଙ୍କ ବ୍ୟକ୍ତିତ୍ୱ ଓ ଗୁଣାବଳୀ ଉପରେ ଆଲୋକପାତ କରିଥ#ଲୋ ଡ. କାନୁନଗୋ ତାଙ୍କ ବକ୍ତବ୍ୟରେ ଡ. ମହତାବଙ୍କୁ ଏକାଧାରରେ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ,ଐତିହାସିକ, ସମାଜସେବୀ, ନିରପେକ୍ଷ ସାମ୍ବାଦିକ,ପ୍ରଥ#ତଯଶା ସାହିତି୍ୟକ ଓ ଦକ୍ଷ ସଂଗଠକ ଭାବରେ ବର୍ଣ୍ଣନା କରି ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱର ଆଲୋଚନା କରିଥ#ଲୋ ସଂକଳ୍ପ, ସେବା ଓ ସଂଗ୍ରାମ ମହତାବଙ୍କ ବ୍ୟକ୍ତିତ୍ୱର ଆଧାର ଥ#ଲା ବୋଲି ଡ. କାନୁନ୍ଗୋ ଉଲ୍ଲେଖ କରିଥ#ଲୋ

ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରସଙ୍ଗରେ ଡ. ମହତାବଙ୍କ ପ୍ରତି ଶ୍ରଦ୍ଧାନିବେଦନପୂର୍ବକ ସେ ବ୍ୟକ୍ତିରୁ ଅନୁଷ୍ଠାନରେ ପରିଣତ ହୋଇଛନ୍ତି ବୋଲି କହିଥ#ଲୋ ବାଲେଶ୍ୱରରୁ ରାଜନୈତିକ ଜୀବନ ଆରମ୍ଭ କରିଥ#ବା ଡ. ମହତାବ ଜାତୀୟ
ରାଜନୈତିକ ଦୃଶ୍ୟପଟକୁ ଆଚ୍ଛନ୍ନ କରିଥ#ଲେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥ#ଲୋ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥ#ବାବେଳେ ଅତିଥ#ମାନେ ଡ. ମହତାବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥ#ଲୋ ଭୁବନେଶ୍ୱରସ୍ଥିତ ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜ୍ମେଣ୍ଟଠାରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥ#ଲାା ସୂଚନା ଅଧ#କାରୀ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଉପନିର୍ଦ୍ଦେଶକ ଶ୍ରୀ ବିବେକାନନ୍ଦ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରି ମନ୍ତ୍ରୀ ଶ୍ରୀ ସାମଲ ସୂଚନା ଓ ଲୋକସଂପର୍କ ବିଭାଗ ଦାୟିତ୍ୱରେ ଥ#ବାବେଳେ ୨୦୦୫ ମସିହାରେ ସୂଚନା ଅଧ#କାର ଆଇନ କାର୍ଯ୍ୟକାରିତାରେ ଅତ୍ୟନ୍ତ ସଫଳତା ମିଳିଥ#ଲା ବୋଲି ଉଲ୍ଲେଖ କରିଥ#ଲୋ
ପୁରୀର ଶ୍ରୀଜଗନ୍ନାଥ ସଂଗୀତ କଳା ମହାବିଦ୍ୟାଳୟର ଶିଳ୍ପୀ ଶତ୍ରୁଘ୍ନ ନାୟକ, ସିଦ୍ଧାନ୍ତ ଶଙ୍କର, ପ୍ରଶାନ୍ତ କୁମାର, ମମତାମୟୀ, କୁମାର ବାବୁ, ଶର୍ମିଷ୍ଠା ନାୟକ ଓ ଶକ୍ତିପ୍ରସାଦଙ୍କ ସୁଲଳିତ କ=ରେ ପରିବେଷିତ ଭଜନ ଓ ଦେଶାତ୍ମବୋଧକ ସଂଗୀତ ଶ୍ରୋତାମାନଙ୍କୁ ଆନନ୍ଦିତ କରିଥ#ଲାା

Share in top social networks!
Powered By Indic IME