ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପାଇଁ ୨୦ ଲକ୍ଷ ଟଙ୍କାର ସରକାରୀ ସହାୟତା

ପୁରୀରେ ଥ#ବା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ପୁନରୁଦ୍ଧାର ତଥା ଆଧୁନିକୀକରଣ ପାଇଁ ସରକାର ୨୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବୋ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହା ଉଲ୍ଲେଖ କରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ପୁନରୁଦ୍ଧାର ଫଳରେ ପୁରୀର ଐତିହ୍ୟସଂପନ୍ନ ନାଟ୍ୟ ପରମ୍ପରାର ବିକାଶ ହେବ ବୋଲି କହିଛନ୍ତିା ଏହି ଅର୍ଥ ରାଜ୍ୟ ସଂସ୍କୃତି ପା=ିରୁ ପ୍ରଦାନ କରାଯିବା ୧୯୩୬ରେ ପୁରୀଠାରେ ଅନ୍ନପୂର୍ଣ୍ଣ ଥ#ଏଟର ଆରମ୍ଭ ହୋଇଥ#ଲାା ସୌଖୀନ ନାଟ୍ୟଶିଳ୍ପୀମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥ#ବା ଏହି ରଙ୍ଗମଞ୍ଚ ପରବର୍ତ୍ତୀ ସମୟରେ ନିୟମିତ ପେଶାଦାର କଳାକାରଙ୍କୁ ନେଇ ନାଟକ ପରିବେଷଣ କରୁଥ#ଲାା ଅନ୍ନପୂର୍ଣ୍ଣା ଥ#ଏଟର ଗ୍ରୁପ୍ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ନାଟକ ପରିବେଷଣ କରୁଥ#ଲେ ତଥା ଓଡ଼ିଶାର ଲବ୍ଧପ୍ରତିଷ୍ଠ ନାଟ୍ୟକାର ଓ ନିର୍ଦ୍ଦେଶକମାନେ ଅନ୍ନପୂର୍ଣ୍ଣା ଦ୍ୱାରା ବିଶେଷ ଭାବରେ ପ୍ରୋତ୍ସାହିତ ହୋଇଥ#ଲୋ ଓଡ଼ିଶାରେ ପେଶାଦାର ଶିଳ୍ପୀଙ୍କ ଦ୍ୱାରା ନାଟକ ଅଭିନୟ ବିଶେଷ ଲୋକପି୍ରୟ ହୋଇଥ#ଲାା କଟକରେ ମଧ୍ୟ ଅନ୍ନପୂର୍ଣ୍ଣା ଥ#ଏଟରର “ବି’-ଗ୍ରୁପ୍ କାର୍ଯ୍ୟ ଆରମ୍ଭ କରିଥ#ଲାା ଓଡ଼ିଶାରେ ନାଟ୍ୟ ଆନ୍ଦୋଳନକୁ ବହୁମାତ୍ରାରେ ଜୀବନ୍ତ ରଖ#ଥ#ବା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ରାଜ୍ୟର ସାଂସ୍କୃତିକ ଐତିହ୍ୟର ପ୍ରମାଣ ବହନ କରେ ଏବଂ ସରକାରଙ୍କ ଏହି ସହାୟତା ବଳରେ ଅନ୍ନପୂର୍ଣ୍ଣାକୁ ଏକ
ଆଧୁନିକ ପ୍ରେକ୍ଷାଳୟରେ ପରିଣତ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତିା
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ପ୍ରସ୍ତାବ ଦେଇଥ#ଲୋ ପୁରୀ ଜିଲ୍ଲାପାଳ ମଧ୍ୟ ଅନୁରୂପ ସୁପାରିଶ କରିଥ#ଲେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତିା

Share in top social networks!