“ରାଜ୍ୟ ସରକାର ପେଟ୍ରୋରସାୟନ ଉଦ୍ୟୋଗ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି’ :ଅର୍ଥମନ୍ତ୍ରୀ ଶ୍ରୀ ବେହେରା

23517873_1536102473139993_6991279146285441473_nପାରାଦୀପରେ ପଲିପ୍ରୋପାଇଲିନ୍, ଏମ୍ଇଜି, ପାରାକ୍ସାଇଲିକ୍ ପିଟିିଏ, ପେଟ୍କୋକ୍ ଗ୍ୟାସିଫିକେସନ୍ ପ୍ରଭୃତି ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ କରିବା ନିମନ୍ତେ ଆଇଓସିଏଲ୍ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ପରାମର୍ଶ ଦେଇଛନ୍ତିା ରାଜ୍ୟ ସରକାର ପେଟ୍ରୋରସାୟନକୁ ପ୍ରାଥମିକତା ଦେଇ ଓଡ଼ିଶାରେ ପାରାଦୀପ ଅଞ୍ଚଳକୁ ଅଧ#କ ବିକଶିତ କରିବା ନିମନ୍ତେ ସବୁପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ଓ ରାଜ୍ୟର ୨୦୧୫ ଶିଳ୍ପ ନୀତିରେ ଏହା ନିଶ୍ଚିତ କରାଯାଇଛିା ଓଡ଼ିଶାରେ ପେଟ୍ରୋରସାୟନ ନିବେଶକ ସମ୍ମିଳନୀର ଉଦ୍ଘାଟନ ପର୍ବରେ ସମ୍ମାନିତ ଅତିଥ# ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ଏହି ମର୍ମରେ ପାରାଦୀପ ଅଞ୍ଚଳରେ ଉଦ୍ୟୋଗ ବିକାଶ ନିମନ୍ତେ ପୂର୍ବଭାରତର ନିବେଶକମାନେ ଆଗ୍ରହୀ ହେବେ ବୋଲି ଆଶା ପ୍ରକଟ କରିଛନ୍ତିା ପାରାଦୀପ ଅଞ୍ଚଳରେ ଶିଳ୍ପ କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ୩ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦେବାକୁ ରାଜ୍ୟ ଦାବି ଜଣାଇଛିା
ଆଜି ଆରମ୍ଭ ହୋଇଥ#ବା ଏହି ନିବେଶକ ସମ୍ମିଳନୀକୁ କେନ୍ଦ୍ର ପେଟ୍ରୋଲିୟମ୍ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥ#ବାବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସମାଲ ମଧ୍ୟ ଅତିଥ# ଭାବରେ ଯୋଗଦେଇଥ#ଲୋ ଅର୍ଥ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି ଓ ପ୍ରୋତ୍ସାହନ ହେତୁ ଓଡ଼ିଶା ଆଜି ପୂର୍ବଭାରତରେ ଶିଳ୍ପ ହବ୍ରେ ପରିଣତ ହୋଇପାରିଛିା ଶିଳ୍ପୋଦ୍ୟୋଗ ନିବେଶ କ୍ଷେତ୍ରରେ ଓଡ଼ିଶା ଅଧ#କ ପୁଞ୍ଜି ଆକର୍ଷଣ କରିବାରେ ଦେଶର ପ୍ରଥମ ତିନୋଟି ରାଜ୍ୟରୁ ଗୋଟିଏା ସାରାଦେଶରେ ନିବେଶ ବୃଦ୍ଧି ହାର ୪.୬ ପ୍ରତିଶତ ଥ#ବାବେଳେ ଓଡ଼ିଶାରେ ତାହା ୧୬.୫ ପ୍ରତିଶତ ହୋଇପାରିଛିା ସେହି ଦୃଷ୍ଟିରୁ ପାରାଦୀପର ବିକାଶ ତଥା ପୂର୍ବଭାରତରେ ପୁଞ୍ଜିନିବେଶର ସୁଯୋଗ ବୃଦ୍ଧି ନିମନ୍ତେ ଓଡ଼ିଶା ସବୁମନ୍ତେ ସହଯୋଗ କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତିା
“ପୂର୍ବୋଦୟ’ ନାମିତ ଏହି ନିବେଶକ ସମ୍ମିଳନୀରେ ସମ୍ଭାବ୍ୟ ନିବେଶକଙ୍କ ପାଇଁ ନୀତିନିର୍ଦ୍ଧାରଣ, ପ୍ରମୁଖ ବ୍ୟବସାୟୀ, ସରକାରୀ ପଦାଧ#କାରୀ, ଆଥ#ର୍କ ସଂସ୍ଥାର ପ୍ରତିନିଧ# ଓ ଷ୍ଟାଟର୍୍ ଅପ୍ ଇନ୍କୁ୍ୟବେଟରମାନେ ଯୋଗଦେଇଛନ୍ତିା ପୂର୍ବଭାରତରେ ଅଧ#କ ପ୍ଲାଷ୍ଟିକ୍ ପାର୍କ ଓ ବୟନଶିଳ୍ପ ପାର୍କ ପ୍ରତିଷ୍ଠା ନିମନ୍ତେ ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା ହୋଇଛିା ସମ୍ମିଳନୀରେ କେନ୍ଦ୍ର ରସାୟନ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ଆଇଓସିଏଲ୍, ପାରାଦୀପ ରିଫାଇନାରୀ ଇତ୍ୟାଦିର ବରିଷ୍ଠ ଅଧ#କାରୀମାନେ ମଧ୍ୟ ଉପସ୍ଥିତ ଥ#ଲୋ ଏଠାରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛିା

Share in top social networks!
Powered By Indic IME