ପାଚିକା ତଥା ସହାୟିକାମାନଙ୍କୁ ପାରିଶ୍ରମିକ; ପ୍ରତିମାସ ୧୦ ତାରିଖ ସୁଦ୍ଧା ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ
ପାଚିକା ତଥା ସହାୟିକାମାନଙ୍କୁ ଚଳିତ ମାସ ୧୫ ତାରିଖ ସୁଦ୍ଧା ସେମାନଙ୍କର ଅକେଫାବର ମାସର
ପାରିଶ୍ରମିକ ପ୍ରଦାନ କରାଯାଇଛିା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ଗ୍ରହଣ କରୁଥ#ବା ପାଚିକା ତଥା
ସହାୟିକାମାନଙ୍କୁ ପ୍ରତି ମାସରେ ନିୟମିତ ପାରିଶ୍ରମିକ ପ୍ରଦାନ କରିବା ନିମନ୍ତେ ବିଭାଗ ତରଫରୁ ପଦକ୍ଷେପ
ଗ୍ରହଣ କରାଯାଇଥ#ଲାା ଏହି କ୍ରମରେ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, କ୍ଲଷ୍ଟର ସଂଯୋଜକ, ବ୍ଲକ୍ ଓ ଜିଲ୍ଲା
ଶିକ୍ଷାଧ#କାରୀ ନିର୍ଦ୍ଦେଶ ଅନୁସାରେ ନିଜ କର୍ତ୍ତବ୍ୟ ସଂପାଦନ କରିଥ#ବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର
ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତିା ସେହିପରି ଆଗାମୀ
ଦିନରେ ପ୍ରତିମାସର ୧୦ତାରିଖ ମଧ୍ୟରେ ପାଚିକା ତଥା ସହାୟିକାମାନଙ୍କୁ ସେମାନଙ୍କ ପାରିଶ୍ରମିକ ଯଥାରୀତି
ପ୍ରଦାନ କରିବା ନିମନ୍ତେ ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛିା

Share in top social networks!
Powered By Indic IME