ଆମେରିକାନ୍ ଅଙ୍କୋଲୋଜିଷ୍ଟ୍ ଇନ୍ଷ୍ଟିଚୁ୍ୟଟ୍ ସ୍ୱର୍ଶ ହସ୍ପିଟାଲ୍ ଆଣ୍ଡ କ୍ରିଟିକାଲ୍ କେୟାରର ସହଯୋଗରେ ଆଜି ଭୁବନେଶ୍ୱରରେ ସେବା ଆରମ୍ଭ କରିଛି

press meet ଆମେରିକା, ପିଟ୍ସ୍ବର୍ଗର ଖ୍ୟାତିସମ୍ପନ୍ନ ଅଙ୍କୋଲୋଜିଷ୍ଟମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ହାଇଦ୍ରାବାଦ ସ୍ଥାପିତ ଆମେରିକାନ୍ ଅଙ୍କୋଲୋଜିଷ୍ଟ୍ (ଅବୁଦର ବିଜ୍ଞାନ) ଇନ୍ଷ୍ଟିଚୁ୍ୟଟ୍ ସ୍ୱର୍ଶ ହସ୍ପିଟାଲ୍ ଆଣ୍ଡ କ୍ରିଟିକାଲ୍ କେୟାରର ସହଯୋଗରେ ଆଜି ଭୁବନେଶ୍ୱରରେ ସେବା ଆରମ୍ଭ କରିଅଛି । ଉସôର୍ଗୀକୃତ କ୍ୟାନ୍ସର୍ ଚିକିସôା ଏବଂ ରୋଗ ନିରୂପଣ କେନ୍ଦ୍ର ସବୁ ପ୍ରକାର କ୍ୟାନ୍ସର୍ ରୋଗୀଙ୍କୁ ଉଚ୍ଚସ୍ତରର ମେଡ଼ିକାଲ୍ ଅଙ୍କୋଲୋଜି ଏବଂ ସର୍ଜିକାଲ୍ ଅଙ୍କୋଲୋଜିି ସୁବିଧା ପ୍ରଦାନ କରିବ ।
ଓଡ଼ିଶା ରାଜ୍ୟରେ ତମ୍ବାଖୁ ବ୍ୟବହାର ଜନସଂଖ୍ୟା ବୃଦ୍ଧି ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ ଏବଂ ସଚେତନାତର ଅଭାବ ଯୋଗୁଁ କ୍ୟାନ୍ସରର ଆଶଙ୍କା ଉପୁଜୁଥିବାର ଏହି ସୁବିଧା ଅତିଶୀଘ୍ର ଆବଶ୍ୟକ ହୋଇଥାଏ । ମେଡ଼ିକାଲ ଅଙ୍କୋଲୋଜି ଏବଂ ସର୍ଜିକାଲ ଅଙ୍କୋଲୋଜି ବିଶେଷଜ୍ଞମାନଙ୍କୁ ଏହି କାର୍ଯ୍ୟ ପ୍ରଦାନ କରାଯାଇଥାଏ । ଇଙଓ ଭାରତ ଏବଂ ଆମେରିକାରେ ଉପଲବ୍ଧ ହେଉଥିବା କ୍ୟାନ୍ସର୍ ଚିକିସôା ମଧ୍ୟରେ ଥିôବା ବ୍ୟବଧାନକୁ ସଂଙ୍କୋଚିତ କରିବା ଉଦେ୍ଧଶ୍ୟରେ ଆରମ୍ଭ ହୋଇଥିଲା । ଆମେରିକାନ୍ ଅଙ୍କୋଲୋଜି ଇନ୍ଷ୍ଟିଚୁ୍ୟଟ୍ ଓ ସ୍ପର୍ଶ ହସ୍ପିଟାଲ ମିଳିତ ଭାବରେ ଆଗାମୀ ଦିନରେ ଭୁବନେଶ୍ୱରରେ ଏକ ଅତ୍ୟାଧୂନିକ ଜ୍ଞାନ କୌଶଳରେ ଅନନ୍ୟ ଚିକିସôାଳୟ ସଂଚାଳନ କରିବାର ଯୋଜନା ରଖିଛନ୍ତି ।
କ୍ୟାନ୍ସରର ବ୍ୟାପକତା :-
ଭାରତରେ ପ୍ରତିବର୍ଷ ୧୧ ଲକ୍ଷ କ୍ୟାନ୍ସର ପୀଡ଼ିତଙ୍କ ସଂଖ୍ୟା ବଢ଼ିବାରେ ଦେଖାଯାଇଛି ଏବଂ ୨୦୨୦ ସୁଦ୍ଧା ଏହା ଆଶାତୀତ ଭାବରେ ୨୦ ଲକ୍ଷକୁ ବୃଦ୍ଧି ପାଇଯାଇଥିବ । ଓଡ଼ିଶାରେ ହୃଦରୋଗ ପରେ କ୍ୟାନ୍ସର୍ ଦ୍ୱିତୀୟ ବୃହତ୍ ଘାତକ ରୂପେ ଦୃଶ୍ୟମାନ ହେଉଅଛି । ୨୦୧୫ ମସିହାରେ ଓଡ଼ିଶା ରାଜ୍ୟରେ ପ୍ରତିଦିନ ୪୭ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ରାଜ୍ୟରେ ପ୍ରତି ବର୍ଷ ୫୦,୦୦୦ରୁ ୬୦,୦୦୦ ବ୍ୟକ୍ତି କ୍ୟାନ୍ସରରେ ପୀଡ଼ିତ ମିଳିଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ପାଖାପାଖି ୩ ଲକ୍ଷ କ୍ୟାନ୍ସର୍ ରୋଗୀ ଅଛନ୍ତି ଏବଂ ୭୦ ରୁ ୮୦ ପ୍ରତିଶତ ଅନ୍ତିମ ଅବସ୍ଥାରେ ଅଛନ୍ତି ଯେଉଁ ମାନଙ୍କର ଚିକିସôା ବ୍ୟୟବହୁଳ ଏବଂ ବଞ୍ଚôବାର ସମ୍ଭାବନା ଅତ୍ୟନ୍ତ କମ୍ ।
ଡ଼ାକ୍ତର. ପ୍ରିୟବ୍ରତ ଧୀର(ପରଚାଳନା ନିଦେ୍ର୍ଧଶକ) ମତରେ ଆମ୍ଭେ ସ୍ପର୍ଶରେ ଦୀର୍ଘ ଏକ ଦଶନ୍ଧି ଧରି ଓଡ଼ିଶାର କର୍କଟ ରୋଗ ଚିକିସôା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ବିପ୍ଳବ ସୃଷ୍ଟିକରିଛୁ । ସ୍ପର୍ଶ-ଆମେରିକାନ ଅଙ୍କୋଲୋଜି ଇନ୍ଷ୍ଟିଚୁ୍ୟଟ୍ କର୍କଟ କେନ୍ଦ୍ର, କର୍କଟ ରୋଗ ଚିକିସôାର ଅନ୍ତର୍ଜାତୀୟ ଚିକିସôା ମାନଦଣ୍ଡ ଢ଼ାଞ୍ଚା ଅନୁକରଣରେ ଓଡ଼ିଶାରେ ଏକ ବୈପ୍ଳବିକ ପରିବର୍ତ୍ତନ କରିବା ଲକ୍ଷ୍ୟରେ ପ୍ରତିÂା କରାଯାଇଛି । ଆମ୍ଭେ ଏହି କେନ୍ଦ୍ରରେ ଶ୍ରେÂ ଉପଲବ୍ଧ ବୈଷୟିକ ଜ୍ଞାନ କୌଶଳ ପ୍ରଯୋଗ କରି ଔଷଧ ମିଶ୍ରଣ ଏବଂ ଉକ୍ତ ମିଶ୍ରଣକୁ ଇନ୍ଫୁ୍ୟଜନ୍ ପମ୍ପ ମାଧ୍ୟମରେ ରୋଗୀ ଶରୀରରେ ନିରାପଦ ଭାବରେ ପ୍ରୟୋଗ କରାଇଛୁ ।

ଆମ୍ଭର ଏହି କେନ୍ଦ୍ରରେ ଆମ୍ଭର ରୋଗୀମାନେ ଆମେରିକାନ୍ ଅଙ୍କୋଲୋଜି ଇନ୍ଷ୍ଟିଚୁ୍ୟଟସ୍ଥିିତ ଭାରତ ତଥା ଆମେରିକାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କର୍କଟ ରୋଗ ବିଶେଷଜ୍ଞମାନଙ୍କର ନିୟମିତ ତତ୍ତ୍ୱାବଧାନରେ ଚିକିସôିତ ହେବେ ।

ଡ଼ ଘନଶ୍ୱାମ ବିଶ୍ୱାସ (କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ) ମତରେ ସ୍ପର୍ଶ ଆମେରିକାନ୍ ଅଙ୍କୋଲୋଜି ଇନ୍ଷ୍ଟିଚୁ୍ୟଟ୍ ହେଉଛି ଓଡ଼ିଶାରେ କର୍କଟ ଚିକିସôା କ୍ଷେତ୍ରରେ ପ୍ରଥା ପରିବର୍ତ୍ତନର ଏକ ପ୍ରାରମ୍ଭିକ ପ୍ରୟାସ । ଏହି କେନ୍ଦ୍ର ହେଉଛି କର୍କଟ ଚିକିସôା ପାଇଁ ଶ୍ରେÂ ଉପଲବ୍ଧ ଜ୍ଞାନକୌଶଳକୁ ପ୍ରୟୋଗ କରି ଅନ୍ତର୍ଜାତୀୟମାନଙ୍କ ପ୍ରଥା ଅନୁଯାୟୀ ସଠିକ ରୋଗ ଚିକିସôା ପାଇଁ ଏକ ଉକôୃଷ୍ଟ କେନ୍ଦ୍ର । ଏହା ଆମେରିକାନ୍ ଅଙ୍କୋଲୋଜି ଇନ୍ଷ୍ଟିଚୁ୍ୟଟର ଅନ୍ତର୍ଜାତୀୟ ଟୁ୍ୟମରବୋଡର଼୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟମାନଦଣ୍ଡ ସମକକ୍ଷ କର୍କଟ ଚିକିସôା ସୁନିଶ୍ଚିତ କରିବ ।

ଆମେରିକାନ୍ ଅଙ୍କୋଲୋଜି ଇନ୍ଷ୍ଟିଚୁ୍ୟଟର କୋ-ଫାଉ ଣ୍ଡର୍ ଏବଂ ଏକ୍ସିକୁ୍ୟଟିଭ୍ ଡ଼ାଇରେକ୍ଟର ଯୋସେଫ. ଏ. ନିକୋଲାସଙ୍କ ମତରେ, “ଇଙଓ” ଆମେରିକାରେ କାର୍ଯ୍ୟରତ ଥିବା ଅଙ୍କୋଲୋଜିଷ୍ଟ୍ଙ୍କ ସହାୟତାରେ ବିଶ୍ୱରେ ସର୍ବଶ୍ରେÂ କ୍ୟାନ୍ସର ସେବା ପ୍ରଦାନ କରିବାର ପ୍ରୟାସ ନେଇ ଦକ୍ଷିଣ ଏସିଆ ଏବଂ ଭାରତରେ କ୍ୟାନ୍ସର୍ କେନ୍ଦ୍ର ସ୍ଥାପନ କରିଛି । ଆମ୍ଭେମାନେ ଭୁବନେଶ୍ୱରରେ ସ୍ପର୍ଶ ସହିତ ଏକାଠି ହୋଇ ଖୁସି ଅଛୁ ଏବଂ ସମସ୍ତ ଓଡ଼ିଶା ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ସେବା ଯୋଗାଇବାକୁ ଆଶା କରୁଅଛୁ । ଜୋନାଲ୍ ଡ଼ାଇରେକ୍ଟର ଡ଼ଃ. ଶିବାଜୀ ଚଟ୍ଟୋପାଧ୍ୟୟ, ଆମେରିକାନ୍ ଅଙ୍କୋଲୋଜି ଇନ୍ଷ୍ଟିଚୁ୍ୟଟ୍, ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, “ଏହି ଉଦେ୍ଧଶ୍ୟମୂଳକ ସଂଯୋଗ ଓଡ଼ିଶାବାସୀଙ୍କୁ ଆମେରିକାର ମାନ ଅନୁସାରେ ପର୍ଯ୍ୟବେସିତ କ୍ୟାନ୍ସର ସେବା ଯୋଗାଇବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, “ଇଙଓ” ଆଗାମୀ ୩ /୪ ବର୍ଷ ମଧ୍ୟରେ ସମସ୍ତ ଦକ୍ଷିଣ ଏସିଆରେ ଭୂମଶ୍ୱନ୍ୟ କ୍ୟାନ୍ସର୍ ସେବା ପ୍ରଦାନ କରିବା ନିମନ୍ତେ ୨୫ଟି ସେବା କେନ୍ଦ୍ର ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ।
ସ୍ପର୍ଶ ହସ୍ପିଟାଲ୍ ସମ୍ବନ୍ଧରେ :
ଭୂବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲ୍ ଆଣ୍ଡ କ୍ରିଟିକାଲ୍ କେୟାର ଏକ ବହୁଗୁଣ ବିଶିଷ୍ଟ ଷ୍ଟେଟ-ଅଫ୍ ଦି ଆର୍ଟ ହସ୍ପିଟାଲ । ଓଡ଼ିଶା ଏବଂ ପଡେ଼ାଶୀ ରାଜ୍ୟମାନଙ୍କରେ ଏହା ରୋଗୀ ମାନଙ୍କୁ ବ୍ୟାପକ ଏବଂ ଉଚ୍ଚସ୍ତରର ମେଡ଼ିକାଲ୍ ସେବା ପ୍ରଦାନ କରିଥାଏ । ଏହି ହସ୍ପିଟାଲ୍ଟି ୧୦୦ ଶଯ୍ୟା ବିଶିଷ୍ଟ ହେବା ସହିତ ବୃହତ୍ ଓଉଟ, ଉଚ୍ଚସ୍ତରର ୨ଟି ଅପରେସନ୍ ଥିଏଟର, ୫୦ ରୁ ଉଦ୍ଧ୍ୱର୍ ପରାମର୍ଶଦାତା ଏବଂ ୪୦୦ ପାଖାପାଖି କାର୍ଯ୍ୟଶୀଳ ବ୍ୟକ୍ତିଙ୍କୁ ନେଇ ସ୍ଥାପନ କରାଯାଇଛି । ହସ୍ପିଟାଲର ଆୟ ହେଉଥିôବା ଅର୍ଥରାଶିକୁ କିଛି ଅଂଶରେ ଗରିବ ଏବଂ ଅଭାବୀ ରୋଗୀମାନଙ୍କ ସ୍ୱାସ୍ଥ୍ୟ ସେବାରେ ବିନିଯୋଗ କରାଯାଇଥାଏ ।
ଆମେରିକାନ୍ ଅଙ୍କୋଲୋଜି ଇନ୍ଷ୍ଟିଚୁ୍ୟଟ୍ ସମ୍ବନ୍ଧରେ :-
ଇଙଓ ଆମେରିକାର ପିଟ୍ସବର୍ଗ ୟୁନିଭର୍ସଟିର ମେଡ଼ିକାଲ୍ କେନ୍ଦ୍ରର ଶ୍ରେÂ ଅଙ୍କୋଲୋଜିଷ୍ଟ୍ଦଳମାନଙ୍କ ଦ୍ୱାରା ସ୍ଥାପନ କରାଯାଇଛି ।

୧. ଟଝଇ ପିଟ୍ସ୍ବର୍ଗର ଖ୍ୟାତି ସମ୍ପନ୍ନ ଅଙ୍କୋଲୋଜିଷ୍ଟମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଆମେରିକାନ୍ ଅଙ୍କୋଲୋଜି ଇନ୍ଷ୍ଟିଚୁ୍ୟଟ୍ ଭୁବନେଶ୍ୱରର ସ୍ପର୍ଶ ହସ୍ପିଟାଲ୍ ଆଣ୍ଡ କ୍ରିଟିକାଲ୍ କେୟାର୍ ସହିତ ହାତ ମିଳାଇ କର୍କଟ ଚିକିସôା ସୁବିଧାର ବ୍ୟବସ୍ଥା କରିଛି ।
୨. ସ୍ପର୍ଶ ହସ୍ପିଟାଲ୍ ମେଡ଼ିକାଲ୍ ସେବା ଏବଂ ସୁସ୍ଥ ଅବସ୍ଥା ନିମନ୍ତେ ଏକ ସହଣୀୟ ଇଚ୍ଛାପତ୍ର ତିଆରି କରି ଷ୍ଟେଟ୍ ଅଫ୍ ଦି ଆର୍ଟ ପ୍ରଯୁ୍କ୍ତି ବିଦ୍ୟାର ପ୍ରୟୋଗରେ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଆଶା କରୁଅଛି ।
୩. ଏହି ଷ୍ଟେଟ୍ ଅଫ୍ ଦି ଆର୍ଟ ସେଣ୍ଟର ସବୁ ପ୍ରକାର କର୍କଟ ଏବଂ ପ୍ରତ୍ୟେକ ବୟସ ସୀମା ନିମନ୍ତେ ଉଚ୍ଚସ୍ତରର ମେଡ଼ିକାଲ୍ ଅଙ୍କୋଲୋଜି ଏବଂ ନିିଦାନ ସେବା ଯୋଗାଇବ ।
୪. ଟଝଇର ଶ୍ରେÂ କର୍କଟ କେନ୍ଦ୍ରରେ ଅନୁସରଣ କରାଯାଉଥିବା ନିୟମାନୁସାରେ ଇଙଓ ମାନଯୁକ୍ତ କ୍ୟାନ୍ସର୍ ଚିକିସôା ପ୍ରଦାନ କରୁଅଛି ।
୫. ଭାରତ ଏବଂ ଦକ୍ଷିଣଏସିଆରେ ଇଙଓର ବର୍ଦ୍ଧିତ ହେଉଥିବା ଉଚ୍ଚ ସ୍ତରର କ୍ୟାନ୍ସର ଚିକିସôା କେନ୍ଦ୍ରଗୁଡ଼ିକ କ୍ୟାନ୍ସର୍ ରୋଗୀଙ୍କ ପାଇଁ ତତ୍କ୍ଷଣାତ ଏବଂ ଫଳପ୍ରଦ ଚିକିସôା ସୁନିଶ୍ଚିତ କରୁଅଛି ।

Share in top social networks!