“ଆମ ବୃତ୍ତି, ଆମ ସଂସ୍କୃତି ଅପଭ୍ରଷ୍ଟ ନହେଉ’

ଡା. ଦାମୋଦର ରାଉତ
ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ସରଯୁ ନଦୀ ପାର ହେବାବେଳେ ନଦୀରେ ଡଙ୍ଗାରେ ମାଛ ଧରୁଥ#ବା କୈବର୍ତ୍ତଟିକୁ ଯେତେବେଳେ ନଦୀ ପାର କରିବା ପାଇଁ ଡାକିଲୋ କୈବର୍ତ୍ତଟି ଉତ୍ତର ଦେଇଥ#ଲା-” ବସାଇ ନ ଦେବି ନାବ ନ ଧୋଇ ପାଦ, ବୃତ୍ତି ଏ ମୋ ପୋଷେ କୁଟୁମ୍ବା ନଉକା ନାୟିକା ହେଲେ ବୁଡ଼ିବ ଭେଳା ।’ ଏଥ#ରୁ ବୁଝିବାକୁ ହେବ ତ୍ରେତୟା ଯୁଗରେ ମଣିଷ ଯାଯାବର ଜୀବନ ଯାପନ କରୁଥ#ଲାା ଜଙ୍ଗଲରେ ରହୁଥ#ଲା, ଫଳମୂଳ ଖାଉଥ#ଲା ଏବଂ ପରିବାର ପୋଷଣ ପାଇଁ ମାଛ ଧରିବା ତା’ର ମୁଖ୍ୟ ଆଧାର ଥ#ଲାା
ଏହାର ଆଠ ହଜାର ବର୍ଷ ପରେ ଅବତାର ଗ୍ରହଣ କଲେ ଭଗବାନ ଶ୍ରୀକୃଷ୍ଣା ଦ୍ୱାପର ଯୁଗା “ଷୋହଳ ସହସ୍ର ଗୋପନାରୀ, ବର ଇଚ୍ଛିଲେ ନରହରିା ମୋତେ ନକର ତୁମ୍ଭେ ରୋଷ, ମୁଁ ତୁମ୍ଭ ପୂରାଇବି ଆଶାା’ କୃଷ୍ଣଙ୍କର ଦେହାତୀତ ପ୍ରେମରେ ବିହ୍ୱଳିତ ଷୋଳ ସହସ୍ର ଗୋପାଙ୍ଗନାଙ୍କୁ କହିଥ#ଲେ “ସଖୀ ଗୋପାଙ୍ଗନାମାନେ ଘରେ ଦୁଧ#ଆଳୀ ଗାC ରଖା ଦୁUରୁ ଦହିବସାଅ ଏବଂ ସମସ୍ତେ ଦହି ଗୋଳାଇ ସେଥ#ରୁ ଅମୃତ ପରି ଲହୁଣୀ ବାହାର କର’ା ଭଗବାନ ଶ୍ରୀକୃଷ୍ଣ ଲହୁଣୀ ଚୋର ବୋଲି ଆଖ୍ୟାୟିକା ଏବେ ବି ଉଜ୍ଜୀବିତା ଏଥ#ରୁ ବୁଝିବାକୁ ହେବ ଦ୍ୱାପର ଯୁଗରେ ମଣିଷ ବୃତ୍ତିରେ ଗୋପାଳକ ଥ#ଲାା ଗୋସଂପଦରୁ ମଣିଷକୁ ପର୍ଯ୍ୟାପ୍ତ ଉପକାର ମିଳିଲାା ଜନ୍ମଦାତ୍ରୀ ମା ଯେମିତି ଶିଶୁର ପାଳନ ପାଇଁ ନିଜ ସ୍ତନରୁ କ୍ଷୀର ଖୁଆଏ, ଗାCର ଦୁU ସେମିତି ମଣିଷ ଓ ତା’ ପରିବାରକୁୁ ସୁସ୍ଥସବଳ କରିଥାଏା ଗାCର କ୍ଷୀର ଅମୃତ ସମାନା ସେତେବେଳେ ଗୋସଂପଦରୁ ଏତେ ଉପକାର ମିଳିଲା ଯେ ମଣିଷ ତାକୁ ଗୋମାତା ଭାବେ ପୂଜା କଲାା ସେହି ଦ୍ୱାପର ଯୁଗରୁ ଏ ଯାବତ୍ ଗୋମାତା ଶବ୍ଦ ରହିଛିା ଦ୍ୱାପର ଯୁଗରେ ମଣିଷର ବଂଚିବା ଆଧାର ଥ#ଲା ଗୋପାଳନା
ମହାଭାରତ ଯୁଦ୍ଧ ପରେ ମଣିଷ ସମାଜରେ ଶାନ୍ତି ସଦ୍ଭାବ ଫେରି ଆସିଲାା ଧର୍ମରାଜ ଯୁଧ#ଷ୍ଠିରଙ୍କୁ ରାଜ୍ୟ ଭାର ଦେଇ ଭଗବାନ ଶ୍ରୀକୃଷ୍ଣ ଲୀଳା ଖେଳା ସାରି ବିଦାୟ ନେଲାବେଳକୁ କହିଲେ “ହେ ମାନବ ସମାଜ! ଏହା ପରେ ଯେଉଁ ଯୁଗ ଆସିବ ତାହା କଳିଯୁଗା କଳି ଯୁଗରେ ମୁଁ ନରରୂପରେ ଦେହ ଧରିବି ନାହିାଁ ଦାରୁ ରୂପରେ ସୃଷ୍ଟିକୁ ଦେଖ#ବିା’ ସେୟା ହେଲାା ଶିଆଳି ଲତା ଡାଳରେ ଶୟନ କରୁଥ#ବା ସମୟରେ ଜରା ଶବର ଶର ବିଦ୍ଧ କଲାା ପିଣ୍ଡରୁ ପ୍ରାଣ ଅଲଗା ହେଲାା ତାଙ୍କର ପିଣ୍ଡ ଶରୀରରୁ ବାହାରି ଦାରୁ ହୋଇ ଭସି ଭାସି ଆସିଲାା
ସେ ଦାରୁ ଦେବତାଙ୍କୁ ପାଇଲେ ବିଶ୍ୱାବସୁା ସମୁଦ୍ର ପତ୍ତନଠାରୁ ୨୪ ଫୁଟ ଗହୀରରେ ବିଶ୍ୱାବସୁ ଦାରୁଦେବତାଙ୍କୁ ଜଙ୍ଗଲରେ ଲୁଚାଇ ରଖ# ପୂଜାର୍ଚ୍ଚନା କଲୋ ରାଜା ଇନ୍ଦଦୁ୍ୟମ୍ନଙ୍କୁ ସ୍ୱପ୍ନ ହେଲାା ବିଦ୍ୟାପତିଙ୍କ ଦ୍ୱାରା ଦାରୁଦେବତାକୁ ପାତାଳପୁରରୁ ଆଣିଲେ ଏବଂ ଅଲୌକିକ ପ୍ରକ୍ରିୟାରେ ସ୍ୱୟଂ ବିଶ୍ୱକର୍ମା ନିବୁଜ ଘର ଭିତରେ ଦାରୁଦେବତାଙ୍କୁ ବିଗ୍ରହର ରୂପ ଦେଲୋ ସେହି ବିଗ୍ରହରେ ହାତ ନାହିଁ କି ଗୋଡ଼ ନାହିାଁ ଚକା ଚକା ଆଖ# ଦିଓଟି, ଯେଉଁଥ#ରେ ପଲକ ପଡ଼ୁନାହିାଁ ଆମ ସମସ୍ତଙ୍କର ବିଶ୍ୱାସ ସେ ହିଁ ସୃଷ୍ଟିକର୍ତ୍ତା Cଶ୍ୱରା କଳିଯୁଗରେ ଆମରି ମାଟି ଉପରେ ସେ ବିରାଜିତା ତ୍ରେତୟା ଯୁଗରେ ଅବତାରୀ ପୁରୁଷ ଶ୍ରୀରାମଙ୍କ ସମୟରେ ବଂଚିବାର ରାହା ଥ#ଲା ନଦୀରୁ ମାଛ ଧରିବାା ଭଗବାନ ଶ୍ରୀକୃଷ୍ଣଙ୍କ ସମୟରେ ମାଛ ଚାଷ ସହିତ ଦୁUଚାଷ ଆରମ୍ଭ ହେଲାା କଳିଯୁଗରେ ଆମ ମାଟିରେ ଦାରୁ ଦେବତା ରୂପରେ Cଶ୍ୱର ପୂଜା ପାଉଥ#ବା ବେଳେ ଆଜିକୁ ପ୍ରାୟ ୪୦୦୦-୫୦୦୦ ବର୍ଷ ପୂର୍ବେ କୋରାପୁଟ ଜିଲ୍ଲାର ଜୟପୁର ନିକଟରେ ଜଙ୍ଗଲ ଭିତରୁ ଆମର ପୂର୍ବପୁରୁଷ ଆଦିବାସୀମାନେ ଧାନଗଛଟିଏ ଆବିଷ୍କାର କଲୋ କୌତୁହଳ ବଶତଃ ହଳଦୀ ରଙ୍ଗ ଧାରଣ କରିଥ#ବା ଧାନକେଣ୍ଡାକୁ ହାତରେ ମଳି ଚାଉଳ ବାହାର କଲୋ ଚାଉଳର ସ୍ୱାଦ ଚାଖ#ଲା ପରେ କହିଲେ ଏଭଳି ସୁସ୍ୱାଦୁ ଖାଦ୍ୟ ଥାଉ ଥାଉ ଶିକାର କରିବାକୁ ଘଞ୍ଚ ଜଙ୍ଗଲକୁ କାହିଁକି ଯିବା? ବାଘ ହାବୁଡ଼ରେ କାହିଁକି ପଡ଼ିବା? ଦୁନିଆରେ ମଣିଷ ସେତେବେଳେ ଯାଯାବର ଜୀବନଯାପନ କରୁଥ#ଲାା ବଣଜଙ୍ଗଲରେ ବୁଲୁଥ#ଲାା ନଦୀରେ ମାଛ ମାରୁଥ#ଲାା ଜଙ୍ଗଲରେ ଫଳମୂଳ ଖାଉଥ#ଲା ଓ ଜନ୍ତୁ ଶୀକାର କରୁଥ#ଲାା ତା’ର ଅନ୍ତ ଘଟିଲା, ମଣିଷ ବଞ୍ଚ#ବା ପାଇଁ ଚାଷ କଲାା ଗୋଟିଏ ସ୍ଥାନରେ ରହି ଚାଷ କରିବାରୁୁ ବସତି ସ୍ଥାପନ ହେଲା ଏବଂ ବସତିରେ ରହିବାରୁ ସମାଜ ସୃଷ୍ଟି ହେଲାା ମଣିଷ ସମାଜରୁ ତା’ର ସଂସ୍କୃତି ଜନ୍ମ ନେଲାା ଏସବୁକୁ ବିଚାର କଲେ ଜଣାଯାଏ, ସେତେବେଳେ ଆମ ଦେଶର ନା ଥ#ଲା ଉଡ୍ର ଦେଶା ବିବର୍ତ୍ତନବାଦରେ ଆମ ମାଟିରେ ଆଜି ଆମେ ଉଡ୍ରରୁ ଓଡ଼ିଆ ହୋଇଛୁା ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି, ବୃତ୍ତି ହେଉଛି ଚାଷା ସେହି ଅନନ୍ତ କାଳରୁ ଆମର ପୂର୍ବପୁରୁଷମାନେ ଭୂମି ପୂଜା କରି ଧାନ ବିହନ ପୂଜା କରନ୍ତି ଏବଂ ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ ବା ଧାନ ବୁଣନ୍ତିା ଠିକ୍ ସେହି ଅକ୍ଷୟ ତୃତୀୟା ଦିନ ଧାନ ବୁଣିବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥ ତିଆରି ପାଇଁ ଦାରୁ ପୂଜନ ସହିତ ରଥ ନିର୍ମାଣର ଶୁଭାରମ୍ଭ ହୋଇଥାଏା ବଞ୍ଚ#ବା ପାଇଁ ଆମର ବୃତ୍ତି ଥ#ଲା ଚାଷ ଏବଂ ଚାଷକୁ ସୁଗମ କରିବା ପାଇଁ ପ୍ରଭୁଙ୍କ ଉପରେ ଥ#ଲା ବିଶ୍ୱାସା ସେଇଥ# ପାଇଁ ଆମ ଓଡ଼ିଶାରେ ବୃତ୍ତି ହେଲା ଚାଷ ଏବଂ ସଂସ୍କୃତି ହେଲା ଜଗନ୍ନାଥ ସଂସ୍କୃତିା ଆମ କୃଷିକୁ ଭିତ୍ତି କରି ବାରମାସରେ ତେର ପର୍ବା ଓଡ଼ିଶାବାସୀ ଏହି ତେର ପର୍ବରେ ପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନାରେ ସନ୍ତୁଷ୍ଟ କରି ଚାଷ କରି ଆସୁଛନ୍ତି ଏବଂ ବଂଚିବା ପାଇଁ କୃଷି ଉପରେ ନିର୍ଭର କରି ଆସିଛନ୍ତିା ଆଜି ସାରା ବିଶ୍ୱ ସ୍ୱୀକାର କରିଛି ଯେ ଚାଷର ବୁନିୟାଦ ହେଉଛି ଓଡ଼ିଶାା ଚାଷ ହିଁ ଓଡ଼ିଶାରୁ ସୃଷ୍ଟିା ଅନେକ ସମୟରେ ବର୍ଷା, ବାତ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିତ୍ପାତ କୃଷିକୁ ଆଘାତ ଦେଇଆସିଛିା ଆମର ପୂର୍ବପୁରୁଷମାନେ ତାକୁ ସାମ୍ନା କରୁଥ#ଲୋ କେହି ଆତ୍ମହତ୍ୟା କରୁ ନଥ#ଲୋ ସେମାନଙ୍କର ନିରୀହ ମାନସିକତା ଥ#ଲା: ମୁଁ ଯଦି ଆତ୍ମହତ୍ୟା କରିବି ମୋ ପରିବାରକୁ ପୋଷିବ କିଏ? ପରିବାରକୁ ନେଇ ସମାଜ ତିଆରି ହୋଇଛିା ଚାଷୀ ଯଦି ପ୍ରାକୃତିକ ବିପଦକୁ ସାମ୍ନା ନକରି କାପୁରୁଷ ଭଳି ଆତ୍ମହତ୍ୟା କରିଦିଏ ତେବେ ତା ପରିବାରକୁ ବଞ୍ଚାଇବ କିଏ? ସେଥ#ପାଇଁ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ଭୂମି ପୂଜା କରେ ଲକ୍ଷ୍ମୀ ସାଆନ୍ତାଣୀକୁ ପୂଜା କରେ ଏବଂ ଧାନ କ୍ଷେତକୁ ମା’ଲକ୍ଷ୍ମୀ ଭାବରେ ପୂଜା କରିଥାଏା କୃଷିକୁ ବୃତ୍ତି କରିବା ଯେଉଁମାନେ ଆରମ୍ଭ କରିଥ#ଲେ, ସେମାନେ ଆମର ପୂର୍ବପୁରୁଷ ଆଦିବାସୀା ଆଜି ବି ଆଦିବାସୀ ଭିଖ ମାଗେ ନାହିାଁ ଯେ ନିଜେ ପ୍ରକୃତରେ ଚାଷୀ ସେ କାପୁରୁଷ ଭଳି ଆତ୍ମହତ୍ୟା କରିବ କାହିଁକି? ଆଜିର ତଥାକଥ#ତ ଆଧୁନିକ ସମାଜରେ ଆମ ଆଗରେ ବୃତ୍ତିଧର୍ମ ରହୁ ନାହିଁ ଏବଂ ସାଂସ୍କୃତିକ ଚେତନା ସରି ସରି ଆସୁଛିା
ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ବିଭିନ୍ନ କଳକୌଶଳ ଅବଲମ୍ବନ କରାଯାଉଛିା ସାମ୍ରାଜ୍ୟବାଦୀ ଶାସନ କାଳରୁ ସର୍ବାଧ#କ ଚାଷଭୂମିର ମାଲିକାନା ସ୍ୱଳ୍ପ ଲୋକଙ୍କ ପାଖରେ ରହିଥ#ଲାବେଳେ ସର୍ବାଧ#କ ଲୋକ ଅଳ୍ପ ଜମି ଭୂମିର ମାଲିକ ଥାଇ ଅଭାବ ଅନଟନରେ ଷଢ଼ୁଛନ୍ତିା ବହୁ ଜମିର ମାଲିଙ୍କଠାରୁ ଭୂମିହୀନ ଏବଂ ସ୍ୱଳ୍ପ ଭୂମିର ମାଲିକମାନେ ଜମି ନେଇ ଅସ୍ଥାୟୀ ଭାବେ ଚାଷ କରୁଛନ୍ତିା ତାଙ୍କୁ କୁହାଯାଉଛି ଭାଗଚାଷୀା ଆଜିର ସରକାର ନଥ#ଲା ବେଳେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଫସଲ ମରିଯାଉଥ#ଲାବେଳେ ଚାଷୀଟିଏ ବିଲମୁଣ୍ଡରେ ବସି ସ୍ୱଗୋକ୍ତି କରୁଥ#ଲା-”ଇନ୍ଦ୍ର ଦେବତା ପାଣି ଦେଲା ନାହିାଁ’ ବହୁ ବୃଷ୍ଟିପାତ ଫଳରେ ଫସଲ କ୍ଷତି ହେଲେ ହିଡ଼ ମୁଣ୍ଡରେ ବସି ମୁଣ୍ଡରେ ହାତ ଧରି ସ୍ୱଗୋକ୍ତି କରୁଥ#ଲା-”ଇନ୍ଦ୍ର ଦେବତା କୋପ କଲୋ’ କଥାରେ ଅଛି “ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶା’
ସେଥ#ପାଇଁ ଆମ ପୂର୍ବପୁରୁଷମାନେ ସମାଜରେ ପ୍ରାକୃତିକ ବିପର୍ଯ୍ୟୟକୁ ଛାତି ପତେଇ ସହୁଥ#ଲେ ଏବଂ ବଞ୍ଚ#ବା ପାଇଁ ବିକଳ୍ପ ଖୋଜୁଥ#ଲୋ ବିକଳ୍ପ ବ୍ୟବସ୍ଥାରେ ନିଜେ ବଂଚୁଥ#ଲେ ଏବଂ ପରିବାର ଓ ଜ୍ଞାତିକୁଟମ୍ବଙ୍କୁ ପୋଷୁଥ#ଲୋ ଧାନ ବୁଣିଲାବେଳେ ଧାନ ଗଉଣିକୁ ପୂଜା କରୁଥ#ଲେ ଏବଂ କ୍ଷେତରୁ ଧାନ କାଟିଲା ବେଳେ କ୍ଷେତକୁ ପୂଜା କରୁଥ#ଲୋ ଏସବୁ ଭାବିଲେ ମନରେ ପ୍ରଶ୍ନ ଉଠେ, ରାଜନୀତି ପାଇଁ, କ୍ଷମତା ପାଇଁ ଆମେ ଆମର ବୃତ୍ତି ଧର୍ମକୁ, ଆମର ସାଂସ୍କୃତିକ ପରମ୍ପରାକୁ ଗୋଡ଼ରେ ଦଳିଦେଇ ଯେଉଁ ନାରା ସୃଷ୍ଟି କରୁଛେ ଏହା କ’ଣ ସତରେ ଶୁଭଙ୍କର? ଯେ କୃଷିର ବୁନିୟାଦରୁ ଜନ୍ମ ନେଇଛି, ଯେ ଜଗନ୍ନାଥ ସଂସ୍କୃତି ଉପରେ ବିଶ୍ୱାସ ରଖ#ଛି, ଏ କଥା ଦେଖ#ଲାବେଳକୁ ତା’ ବୁକୁରେ ମୁଦ୍ଗର ପ୍ରହାର ହେଉଥ#ବ କି ନାହିଁ? ତାକୁ କ୍ଷମତା ଲିପ୍ସୁ ରାଜନେତା ଏବଂ ଜନତା ବୁଝିବେ କେମିତି? ପ୍ରଚଳିତ ଶାସନ ବ୍ୟବସ୍ଥାକୁ ଅପବାଦର ସମୁଦ୍ରକୁ ଫିଙ୍ଗି କ୍ଷମତା ଦଖଲ ପାଇଁ କି ବ୍ୟାକୁଳତା, ସେ କଥା ଭାବିଲେ ବିବେକ ଦୋହଲି ଯାଉଛିା
ଧାନ କ୍ଷେତରେ ନିଆଁ ଲଗାଇବା ଅର୍ଥ ମଣିଷକୁ ଆହାର ଯୋଗାଉଥ#ବା ଲକ୍ଷ୍ମୀ ଠାକୁରାଣୀଙ୍କ ଦେହରେ ନିଆଁ ଲଗାଇବାା ଏଠି ଅନୁଭବର କଥା କହିଲେ କୁଶ ପୁତ୍ତଳିକା ଦାହ ହେଉଛିା ନାରାବାଜିରେ ଗଗନପବନ ମୁଖରିତ ହେଉଛିା ତଥାପି ବିପର୍ଯ୍ୟୟ ସମୟରେ ଗରିବ ଚାଷୀ ପାଇଁ ଅନୁକମ୍ପାମୂଳକ ସାହାଯ୍ୟ ଦେଲେ ତାହା ଜମି ମାଲିକ ପାଖକୁ ଯାଉଛିା ସେଥ#ରେ ସ୍ୱାର୍ଥପର ଲୋକେ ଉପକୃତ ହେଉଛନ୍ତିା ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷ କରିଥ#ବା ଗରିବ ଚାଷୀଟିଏ ସାହାଯ୍ୟରୁ ବଂଚିତ ହେଉଛିା ଆମ ରାଜ୍ୟରେ ଚାଷ କରୁଥ#ବା ପରିବାର ଭିତରୁ ୭୯ ପ୍ରତିଶତ ଭାଗଚାଷୀ ଅଟନ୍ତିା ତା’ର ୧୭ ପ୍ରତିଶତ ଚାଷୀ ସଂପୂର୍ଣ୍ଣ ଭୂମିହୀନ ଏବଂ ୮ ପ୍ରତିଶତଚାଷୀ ଅଧ ହେକଫରରୁ ଅଢେ଼ଇ ହେକଫର ଜମିର ମାଲିକା ସେମାନେ ପରିବାର ପୋଷିବା ପାଇଁ ଅଧ#କ ଜମିର ମାଲିକମାନଙ୍କଠାରୁ ଜମି ନେଇ ଭାଗରେ ଚାଷ କରୁଥ#ବା ଫସଲ ଯଦି ନଷ୍ଟ ହୁଏ ତେବେ ଜମି ମାଲିକ ସେଥ#ରେ ସମବେଦନା ପ୍ରକାଶ ନକରି ସର୍ତ୍ତ ଅନୁସାରେ ଯଦି ଗରିବ ଭାଗଚାଷୀଠାରୁ ଫସଲ ଆଦାୟ କରିବା ପାଇଁ ଅଡ଼ି ବସେ ଏବଂ ବଡ଼ଲୋକ ଜମି ମାଲିକଙ୍କର ଶୋଷଣ ସହି ନପାରି କାଁ ଭାଁ କିଏ ଯଦି ତାଡ଼ନାର ଶିକାର ହୋଇ ଆତ୍ମହତ୍ୟା କରେ ସେଥ#ପାଇଁ ପ୍ରକୃତରେ ଦାୟୀ କିଏ? ଯିଏ ପ୍ରକୃତରେ ଚାଷ କରେ ସେ ଭୋକ ଉପାସରେ ରହିବ ପଛେ ତା’ର ପିଲା ଏବଂ ପରିବାରକୁ ଦାଣ୍ଡରେ ବସାଇ ଦେଇ କେବେ ଆତ୍ମହତ୍ୟା କରିବ ନାହିାଁ ଆଜି ବି ଆଦିବାସୀମାନଙ୍କର ପରମ୍ପରା ରହିଛି-ଖାଦ୍ୟାଭାବରେ ଝରଣା ପାଣି ପିଇ ଶୁଖ# ଶୁଖ# ମରିବେ ସିନା କେବେ ଭିଖ ମାଗିବେ ନାହିାଁ ସେହିଭଳି ଭୂମିହୀନ, ଅଳ୍ପ ଜମିର ମାଲିକ ଭାଗଚାଷୀର ଫସଲ କ୍ଷତି ହେଲେ ସେ ବିପନ୍ନ ହୋଇ ବିକଳ୍ପ ଖୋଜିବ ସିନା କେବେ ଆତ୍ମହତ୍ୟା କରିବ ନାହିାଁ ପାଠ ନ ପଢ଼ିଥ#ବା ଚାଷୀ ପରିବାରରେ ମୋର ଜନ୍ମା ମୁଁ ଅବଶ୍ୟ ଆଶା କରିବି ସ୍ୱାର୍ଥପର ଲୋକଙ୍କର ଅଯଥା ଆରୋପକୁ ଗଣମାଧ୍ୟମର ବନ୍ଧୁମାନେ ମୁଖରୋଚକ ସମ୍ବାଦ ଭାବେ ପରିବେଷଣ କରି ମୋ ଭଳି ଅନେକଙ୍କୁୁ ଯନ୍ତ୍ରଣା ନଦେଲେ ଭଲ ହୁଅନ୍ତାା ମୋର ଅନୁଭବର ଏହି ଅଭିବ୍ୟକ୍ତିକୁ ପାଠକେ ଭୁଲ ନବୁଝିବା ପାଇଁ ନିବେଦନ କରୁଛିା

Share in top social networks!