ସୁରତ୍ ସହରରେ ରହୁଥିବା ଲକ୍ଷଧିକ୍ ଓଡିଆ ବୋଇତ ବନ୍ଦାଣ ଉତ୍ସବ ପାଳିତ କଲେ

20171104_083212ସୁଦୁର ସୁରତ୍ ସହରରେ ରହୁଥିବା ଲକ୍ଷଧିକ୍ ଓଡିଆ ,ନିଜ ସଂସ୍କୃତି ପରମ୍ପରା କୁ ନ ଭୁଲି ପାଲନ କରିଥାନ୍ତି ବିଭହିନନ୍ କରୟାକ୍ରମ .ସୁରତ୍ ଓଡିଆ ବେଲଫେର୍ ଅସୋସିଏସନ୍ ଦ୍ବାରା ସବୁ ବର୍ଷ ପରି ଚାଲିତ ବର୍ଷ ମଧ୍ୟ ହରିନାମ୍ ସଂକୃତନ୍ ସହ ବାହାରି ସୁରତ୍ ବେଡରୋଡ ସ୍ତିତ ତାପ୍ତି ନଦୀରେ ବୋଇତ ବନ୍ଦଂଆଣ ଉତ୍ସବ୍ ପାଳିତ କରିଥିଲେ .ଆସନ୍ତା କାଲି ରବିବାର୍ ସନ୍ଧ୍ୟା ୭.୦୦ pm ଜୀବନ ଭାରତୀ ସ୍ଚୂଲ୍ ଠାରେ ସଂସ୍କୃଟିକ୍ କରୟାକ୍ରମର ଆୟୋଯାଂ ରଖାଯାଇଛି.

Share in top social networks!
Powered By Indic IME