ଦୟାନଦୀର ଜଳ ପ୍ରଦୂଷଣମୁକ୍ତ କରାଯିବା ନିମନ୍ତେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

dayariver
ଦୟାନଦୀର ଜଳକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଥ#ବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିବା ପାଇଁ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥ#ଲାା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ
ବିଜୟଶ୍ରୀ ରାଉତରାୟ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ, ସତ୍ୟବାଦୀର ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଶ୍ରୀ ଜି.
ମାଥ#ଭାଥନନ୍ଙ୍କ ସମେତ ପ୍ରଦୂଷଣ ବୋର୍ଡର ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ ବୈଠକରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ସିଧାସଳଖ ଦୟାନଦୀରେ ମିଶୁଥ#ବା କାରଣରୁ ଦୟାନଦୀର ଜଳ ଅଧ#କ ପ୍ରଦୂଷିତ ହେଉଥ#ବା ଜଣାଯାଇଛିା ଜଳବିଶୋଧନ ପ୍ଳାଣ୍ଟ ପ୍ରତିଷ୍ଠା କରି ଗଙ୍ଗୁଆର ପ୍ରଦୂଷିତ ଜଳକୁ ବିଶୋଧନ କରାଯିବା ଗୃହ ଓ ନଗର ଉନ୍ନୟନ ବିଭାଗ ଗଙ୍ଗୁଆର ପ୍ରଦୂଷିତ ଜଳକୁ ଓ୍ୱାଟର ଟି୍ରଟ୍ମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ବିଶୋଧନ କରିବା ନିମନ୍ତେ ୬ଟି ଜଳ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା କରୁଛି ା ଏଥ# ନିମନ୍ତେ ୮୦୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରର ୬ଟି ସେ୍ୱରେଜ ଜୋନ୍ରେ ୬ଟି ଟି୍ରଟ୍ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛିା ଇତି ମଧ୍ୟରେ ୨ଟି ଜଳ ବିଶୋଧନ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛିା ସଂପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗାମୀ ୩ ବର୍ଷ ମଧ୍ୟରେ ଶେଷ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ଏହା
ଦ୍ୱାରା ଦୟାନଦଦୀରେ ମିଶୁଥ#ବା ଗଙ୍ଗୁଆ ନାଳର ପ୍ରଦୂଷିତ ଜଳକୁ ବିଶୋଧନ କରାଯାଇ ଦୟାନଦୀରେ ଛଡ଼ାଯିବା

ତେବେ ଗଙ୍ଗୁଆ ନାଳ ଯେଉଁଠାରେ ଦୟା ନଦୀରେ ମିଶିଛି, ସେଠାରେ ଜଳ ବିଶୋଧନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ଆବଶ୍ୟକତା ଅଛି କି ନାହିଁ ସେ ବିଷୟରେ ଅଧ#କ ଅନୁଧ୍ୟାନ କରିବା ଉପରେ ମନ୍ତ୍ରୀ ଶ୍ରୀ ମହାନ୍ତି ଗୁରୁତ୍ୱାରୋପ କରିଥ#ଲୋ ଏଥ# ସହିତ ଦୟାନଦୀର ଜଳ ପ୍ରବାହକୁ ବୃଦ୍ଧି କରାଯାଇପାରିଲେ ଜଳ ପ୍ରଦୂଷଣ ମାତ୍ରା ହ୍ରାସ
କରାଯାଇପାରିବ ବୋଲି ବୈଠକରେ ଆଲୋଚନା ହୋଇଥ#ଲାା ଦୟାନଦୀର ପ୍ରଦୂଷିତ ଜଳ ଭାର୍ଗବୀ, ଲୁଣା ଓ ରନ#ଚିରା ନଦୀର ଜଳକୁ ପ୍ରଦୂଷିତ କରୁଛି ନା ନାହିଁ ସେ ସଂପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଧ#ବଦ୍ଧ ଅନୁସନ୍ଧାନ କରି ପରବର୍ତ୍ତୀ ବୈଠକରେ ରିପୋର୍ଟ ଉପସ୍ଥାପନ କରିବା ପାଇଁ କୁହାଯାଇଥ#ଲାା ଉପଲବ୍ଧ ତଥ୍ୟ
ହାସଲ ପରେ ପରବର୍ତ୍ତୀ ବୈଠକରେ ଏ ଦିଗରେ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥ#ଲାା

Share in top social networks!
Powered By Indic IME