ବରପାଲିରେ ହେବ ଗଙ୍ଗାଧର ମେହେର ବ୍ୟାଖ୍ୟାନ କେନ୍ଦ୍ର

ବରଗଡ଼ ଜିଲ୍ଲାସ୍ଥିତ ବରପାଲିରେ ସ୍ୱାଭବ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ କୃତିତ୍ୱ ଉପରେ ଏକ
ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା କରାଯିବା ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ
ପ୍ରଦାନ କରିଛନ୍ତିା ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ବ୍ୟାଖ୍ୟାନ କେନ୍ଦ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବା ପ୍ରକଳ୍ପ
ବାବଦରେ ୪୫ ଲକ୍ଷ ଟଙ୍କା ବ୍ୟୟ କରାଯିବା
ଏହି ବ୍ୟାଖ୍ୟାନ କେନ୍ଦ୍ରରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ କୃତି ଉପରେ ଦୃଶ୍ୟଶ୍ରାବ୍ୟ
ଉପସ୍ଥାପନା ଉପଲବ୍ଧ ହେବା ଏହା ବ୍ୟତୀତ ସ୍ୱଭାବକବିଙ୍କ ବିଭିନ୍ନ କୃତି ଓ ଜୀବନଚର୍ଯ୍ୟାରେ ବ୍ୟବହୃତ ସାମଗ୍ରୀ
ତଥା ଉପକରଣମାନ ପ୍ରଦର୍ଶିତ ହେବା

Share in top social networks!