ମହାତ୍ମା ଗାନ୍ଧୀ ଦ୍ୱିବାର୍ଷିକ ହିନ୍ଦି ଲିଖନ ପୁରସ୍କାର ଯୋଜନା

ରାଷ୍ଟ୍ରୀୟ ମାନବ ଅଧ#କାର ଆୟୋଗ ତରଫରୁ ମାନବ ଅଧ#କାର ସଂପର୍କିତ ବିଭିନ୍ନ ବିଷୟରେ ହିନ୍ଦି ଭାଷାରେ ସୃଜନାତ୍ମକ ଲେଖାର ବିକାଶ ନିମନ୍ତେ “ମାନବ ଅଧ#କାର’ ଉପରେ ମହାତ୍ମା ଗାନ୍ଧୀ ଦ୍ୱିବାର୍ଷିକୀ ହିନ୍ଦିଲିଖନ ପୁରସ୍କାର ଯୋଜନା ପାଇଁ ହିନ୍ଦି ଭାଷାରେ ଲେଖାଯାଇଥ#ବା କିମ୍ବା ଅନୁଦିତ ହୋଇଥ#ବା ପାଣ୍ଡୁଲିପି ଆହ୍ୱାନ କରାଯାଇଛିା ପ୍ରତ୍ୟେକ ପୁସ୍ତକ/ପାଣ୍ଡୁଲିପିରେ ଅତିକମରେ ୩ ହଜାର ସଂଖ୍ୟା ବିଶିଷ୍ଟ ଶବ୍ଦ ଥ#ବା ଆବଶ୍ୟକା ଏଥ# ନିମନ୍ତେ ପୁସ୍ତକ/ପାଣ୍ଡୁଲିପି ପଠାଇବାର ଶେଷ ତାରିଖ ୨୦୧୮ ମସିହା ମାର୍ଚ୍ଚ ୩୧ ତାରିଖ ରହିଛିା ଯୋଗ୍ୟ ବିବେଚିତ ପ୍ରତିଯୋଗୀଙ୍କୁ ପ୍ରଥମ ପୁରସ୍କାର ଭାବେ ୭୫ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ଭାବେ ୫୦ ହଜାର ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୪୦ ହଜାର ଟଙ୍କା ପ୍ରଦାନ କରାଯିବା ସବିଶେଷ ବିବରଣୀ ନିମନ୍ତେ ସହାୟକ ନିର୍ଦ୍ଦେଶକ, ରାଷ୍ଟ୍ରୀୟ ମାନବ ଅଧ#କାର ଆୟୋଗ, ମାନବ ଅଧ#କାର ଭବନ, ନୂଆଦିଲ୍ଲୀ ସହ ଯୋଗାଯୋଗ କରିବାକୁ ରାଜ୍ୟ ମାନବ ଅଧ#କାର ଆୟୋଗର ଉପଶାସନ ସଚିବ ଶ୍ରୀମତୀ ଜ୍ୟୋତି ଏମ୍ ପ୍ରଧାନ ଜଣାଇଛନ୍ତିା

Share in top social networks!
Powered By Indic IME