“କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା ଆଇନ ୨୦୧୩’ ସଂପର୍କିତ କର୍ମଶାଳା

13-10-2017=1

ଆଜି ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଦ୍ୱାରା ସ୍ଥାନୀୟ ଏକ ହୋଟେଲରେ କର୍ପୋରେଟ୍ ସଂସ୍ଥା ଓ
ସାଧାରଣ ଉଦ୍ୟୋଗଗୁଡ଼ିକର “ଆଭ୍ୟନ୍ତରିଣ ଅଭିଯୋଗ କମିଟି’ର ସଭ୍ୟସଭ୍ୟାମାନଙ୍କ ପାଇଁ “କର୍ମକ୍ଷେତ୍ରରେ
ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା(ନିବାରଣ, ନିଷେଧ ଓ ନିରାକରଣ) ଆଇନ-୨୦୧୩’ ସଂପର୍କିତ
ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କର୍ମଶାଳାକୁ ଉଦ୍ଘାଟନ କରି
ବର୍ତ୍ତମାନ ପରିସ୍ଥିତିରେ କର୍ମଜୀବୀ ମହିଳାମାନଙ୍କ ପାଇଁ ଉକ୍ତ ଆଇନର ଆବଶ୍ୟକତା ଉପରେ ଆଲୋକପାତ
କରିଥ#ଲୋ ଓଡ଼ିଶା ରାଜ୍ୟ ମହିଳା କମିଶନ ମହିଳାମାନଙ୍କ ସ୍ୱାର୍ଥରକ୍ଷା ତଥା ସେମାନଙ୍କ ସୁରକ୍ଷା ପାଇଁ ଅନେକ
ପ୍ରଶଂସନୀୟ କାର୍ଯ୍ୟ କରିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥ#ଲୋ ସେ ଆହୁରି କହିଥ#ଲେ ଯେ ଏହି ଆଇନ
ସଂପର୍କରେ ସମାଜର ପ୍ରତିସ୍ତରରେ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛିା ଏହି ଆଇନକୁ ଅଧ#କ ସଶକ୍ତ
କରିବା ପାଇଁ ଆବଶ୍ୟକ ସ୍ଥଳେ ସଂଶୋଧନ କରାଯିବ ଯେପରି କି ଅପରାଧୀମାନେ ସହଜରେ ଖସି
ଯାଇପାରିବେ ନାହିଁ ବୋଲି ସେ କହିଥ#ଲୋ
ଡେଭଲପ୍ମେଣ୍ଟ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ଆର୍. ବାଲ୍କ୍ରିଷ୍ଣନ୍, ମହିଳା ଓ ଶିଶୁ
ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ୍ ଓ ରାଜ୍ୟ ଆଇନସେବା
ପ୍ରାଧ#କରଣର ସଚିବ ଶ୍ରୀ ବାଳକୃଷ୍ଣ ମହାପାତ୍ର ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥ# ଭାବରେ ଯୋଗଦାନ
କରିବା ସଙ୍ଗେ ସଙ୍ଗେ “କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା(ନିବାରଣ, ନିଷେଧ ଓ
ନିରାକରଣ) ଆଇନ ୨୦୧୩’ର କାର୍ଯ୍ୟାନ୍ୱୟନ ଦିଗରେ ଆଲୋଚନା କରିଥ#ଲୋ
ଆୟୋଗର ଅଧ୍ୟକ୍ଷା ଡ. ଲୋପାମୁଦ୍ରା ବକ୍ସିପାତ୍ର ପ୍ରାରମ୍ଭିକ ଭାଷଣରେ ଉପରୋକ୍ତ ଆଇନର
ଆବଶ୍ୟକତା ଉପରେ ତଥା ଏହି କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋପାତ କରିଥ#ଲୋ କର୍ପୋରେଟ୍
ସଂସ୍ଥା ଓ ସାଧାରଣ ଉଦ୍ୟୋଗଗୁଡ଼ିକରେ ବିଭିନ୍ନ ଭାଷାଭାଷି ଓ ଭିନ୍ନ ଧର୍ମାବଲମ୍ବି ମହିଳାମାନେ କାର୍ଯ୍ୟରତ
ଥ#ବାରୁ ସେମାନେ ସମସ୍ତେ କିପରି ସୁରକ୍ଷିତ, ସ୍ୱାଧୀନ ତଥା ସମ୍ମାନର ସହ କାର୍ଯ୍ୟନିର୍ବାହ କରିପାରିବେ ଏବଂ
ଏହି ଆଇନ କିପରି ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରିବ ତାହା ଉପରେ ମଧ୍ୟ ଅଧ୍ୟକ୍ଷା ଡ. ବକ୍ସିପାତ୍ର
ଗୁରୁତ୍ୱ ଆରୋପ କରିଥ#ଲୋ ସେ କହିଥ#ଲେ ଯେ ଏହି କର୍ମଶାଳା ମାଧ୍ୟମରେ ଉପସ୍ଥିତ ଥ#ବା ପ୍ରତିନିଧ#ମାନେ
ସେମାନଙ୍କର ଆଇନଗତ ତଥା ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଅଧ#କ ସଚେତନ ହେବୋ ସମସ୍ତେ
ସମ୍ମିଳିତ ଭାବେ ଏହି ଆଇନର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ସହିତ ବିଶ୍ୱକୁ ମହିଳାମାନଙ୍କ ପାଇଁ ଏକ
ମର୍ଯ୍ୟାଦାସଂପନ୍ନ ସ୍ଥାନ ଭାବେ ପ୍ରତିପାଦିତ କରିବା ପାଇଁ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ସେ
କହିଥ#ଲୋ
ଦ୍ୱିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀର ଜିଲ୍ଲା ଦୌରାଜଜ୍ ଗୀତାଞ୍ଜଳି ଗୋଏଲ୍, କଲିକତାରେ ମହିଳାମାନଙ୍କ
ପାଇଁ କାର୍ଯ୍ୟ କରୁଥ#ବା ସଂହିତା ସଂସ୍ଥାର ପ୍ରତିଷ୍ଠାତା ନିର୍ଦ୍ଦେଶିକା ସୁଶ୍ରୀ ସୋମା ସେନ୍ଗୁପ୍ତା ସେମାନଙ୍କର ଜ୍ଞାନ ଓ
ଅଭିଜ୍ଞତା ମାଧ୍ୟମରେ ଏହି ଆଇନର ସାମାଜିକ ଓ ଆଇନଗତ ଦିଗ ଉପରେ ବିସ୍ତୃତ ଭାବେ ଆଲୋକପାତ
କରିଥ#ଲୋ ରାଜ୍ୟର ସୁପରିଚିତ ଶିକ୍ଷାବିତ୍ ଓ ସମାଜସେବୀ ଅବସରପ୍ରାପ୍ତ ପ୍ରାଧ୍ୟାପିକା ରିତା ରାୟ ଏହି
ପର୍ଯ୍ୟାୟଟିକୁ ସଂଚାଳନ କରିଥ#ଲୋ
କର୍ମଶାଳାର ଶେଷ ପର୍ଯ୍ୟାୟରେ ଆମନ୍ତ୍ରିତ ଅତିଥ# ଓ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଉକ୍ତ ଆଇନ
ବିଷୟରେ ମୁହାଁମୁହିଁ ଆଲୋଚନା ହୋଇଥ#ଲାା ରାଜ୍ୟ ମହିଳା ସମ୍ବଳ କେନ୍ଦ୍ରର ପ୍ରକଳ୍ପ ସଂଯୋଜିକା ଡ. ଅମି୍ରତା
ପଟେଲ ଏହି ଆଲୋଚନାକୁ ପରିଚାଳନା କରିଥ#ଲୋ କର୍ମଶାଳାରେ ଓଡ଼ିଶା ଶିଶୁ ଅଧ#କାର ସୁରକ୍ଷା ଆୟୋଗ
ଏବଂ ରାଜ୍ୟ ଭିନ୍ନକ୍ଷମ ଅୟୋଗର ଅଧ୍ୟକ୍ଷା ଓ ସଦସ୍ୟାମାନେ ଯୋଗଦାନ କରି ସେମାନଙ୍କର ସୁଚିନ୍ତିତ ମତାମତ
ପ୍ରଦାନ କରିଥ#ଲୋ
ରାଜ୍ୟର ବିଭିନ୍ନ କର୍ପୋରେଟ୍ ସଂସ୍ଥା ଓ ସାଧାରଣ ଉଦ୍ୟୋଗଗୁଡ଼ିକର ପ୍ରାୟ ୧୫୦ ପ୍ରତିନିଧ# ଏବଂ
ସୁପ୍ରତିଷ୍ଠିତ ଆଇନଜୀବୀ ଏହି କର୍ମଶାଳାରେ ଯୋଗଦାନ କରି ସେମାନଙ୍କର ଅଭିଜ୍ଞତା ଓ ମତାମତ ପ୍ରଦାନ
କରିଥ#ଲୋ
ରାଜ୍ୟ ମହିଳା ଆୟୋଗର ସଦସ୍ୟା ସୁଶ୍ରୀ ସ୍ନେହାଞ୍ଜଳି ମହାନ୍ତି, ଶ୍ରୀମତୀ କୁସୁମ ରଥ, ଶ୍ରୀମତୀ ସସ୍ମିତା
ନନ୍ଦ ଓ ଶ୍ରୀମତୀ ତିଳୋତ୍ତମା ନାୟକ ଏହି କର୍ମଶାଳାଟିକୁ ସୁଚାରୁ ରୂପେ ସଂଚାଳନ କରିଥ#ଲୋ

Share in top social networks!