ପାର୍ବଣରେ ଜିପ୍ପୋ ଲାଇଟର କ୍ରୟ କରନ୍ତୁ

151ZL

ଜିପ୍ପୋ କମ୍ପାନୀ ପକ୍ଷରୁ ପାର୍ବଣ ଅବସରରେ ଆକର୍ଷଣୀୟ ୱିଣ୍ଡ୍ ପ୍ରୁଫ୍ ଲାଇଟର ବଜାରରେ ଉପଲବ୍ଧ ହେଉଛି । ଦିୱାଲି ଅବସରରେ ଏହା ନିଜର ପ୍ରିୟ ପରିଜନଙ୍କୁ ଉପହାର ଦିଆଯାଇପାରିବ ।
ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ୱିଣ୍ଡ୍ ପ୍ରୁଫ୍ ଲାଇଟର୍ ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିଥିବାବେଳେ ଏହି ଷ୍ଟାଇଲିସ୍ ଲାଇଟର୍ ଉପହାର ପ୍ରଦାନ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

ଜିପ୍ପୋ ପକ୍ଷରୁ ବହୁବିଧ ବର୍ଗର ୱିଣ୍ଡ ପ୍ରୁଫ୍ ଲାଇଟରର ଉପଲବ୍ଧ ହେଉଛି । ଯାହାକି ଉତ୍ସବରେ ଅନନ୍ୟ ରଙ୍ଗ ଭରିବାରେ ଉପଯୋଗୀ ହୋଇପାରିବ । ବିଭିନ୍ନ ବର୍ଗର ଳାଇଯର ମଧ୍ୟରୁ ଗ୍ରାହକ ସେମାନଙ୍କର ମନପସନ୍ଦର ଲାଇଟର ଚୟନ କରିପାରିବେ ।

ଏହି ଉପହାର ପ୍ରଦାନ ଦ୍ୱାରା ପ୍ରେମୀ ଯୁଗଳଙ୍କ ମଧ୍ୟରେ ପ୍ରେମ ଅତୁଟ ରହିବବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଉପôାଦ ଗ୍ରାହକଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିଥାଏ । ଏହାର ବିସ୍ତୃତ ବର୍ଗର ଡିଜାଇନିଂ ଅନ୍ ଲାଇନ୍ ସପ୍ ୱିଲିୟମ୍ ପେନ୍ନ୍ରେ ଉପଲବ୍ଧ ହେଉଛି । ଏହାଛଡା ଦେଶର ୧୦ଟି ପ୍ରମୁଖ ସହରର ୨୮ଟି ୱିଲିୟମ୍ ପେନ୍ନ ଷ୍ଟୋର ତଥା ୩ଟି ସପ୍-ଇନ୍-ସପ୍ରେ ଏହା ଉପଲବ୍ଧ ହେଉଛି ।

ଗତ ୮୦ ଧରି ଜିପ୍ପୋ ବ୍ରାଣ୍ଡ୍ ଏହାର କାରବାର ଜାରି ରଖିଥିବାବେଳେ ଏହାର ଉପôାଦ ଗୁଡିକୁ ବ୍ୟବହାର କରିବା ସହଜ ଜନକ ତଥା ସମସ୍ତ ଉପôାଦ ଉପରେ ଲାଇଫ୍ ଟାଇମ୍ ଗ୍ୟାରେଂଟି ହେତୁ ବିଶେଷ ଗ୍ରାହକ ଆଦୃତି ଲାଭ କରିପାରିଛି । ବିଶ୍ୱସ୍ତରରେ ବିଭିନ୍ନ ଚଳଚ୍ଚିତ୍ରରେ ସୁଟିଂ ସମୟରେ ବିଭିନ୍ନ ଚିରିତ୍ରଙ୍କ ଦ୍ୱାରା ଏହାକୁ ବ୍ୟବହାର କରାଯାଉଥିବାବେଳେ ଏହାର ଗୁଣବତା ତଥା ବିଶ୍ୱାସନୀୟତା ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି । ସମ୍ପ୍ରତି ବିଶ୍ୱରେ ୪୪ ନିୟୁତ ଜିପ୍ପୋ ୱିଣ୍ଡ୍୍ରୁପ୍ରୁଫ୍ ଲାଇଟର ବ୍ୟବହାରକାରୀଥିବାବେଳେ ୧୧ଟି ଅଫିସର କ୍ଲବ୍ରେ ଏହାକୁ ବ୍ୟବହାର କରାଯାଉଛି ।

Share in top social networks!