ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧଦିବସ ସ୍ଥାନୀୟ ଜୟଦେବ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛିା ଏଥ#ରେ ଓଡ଼ିଶାର ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥ# ଭାବେ ଯୋଗଦେଇ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଜଣେ ଅସୀମ ସାହସୀ ଓ ଦୃଢ଼ମନୋବଳର ମୂର୍ତ୍ତିମନ୍ତ ପ୍ରତୀକ ବୋଲିି ଅଭିହିତ କରିଛନ୍ତିା ଏକ ନିର୍ଭିକ ତଥା ଭେଦଭାବ ବିହୀନ ସମାଜ ଗଠନ ଜୟପ୍ରକାଶ ନାରାୟଣଙ୍କର ମନର ଅଭିଳାଷ ଥ#ଲାା ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ରାଜନୈତିକ ଆଦର୍ଶ ଏବଂ ଅନ୍ୟାୟ ବିରୁଦ୍ଧରେ ଅବିରତ ସଂଗ୍ରାମ ପାଇଁ ସେ ଚିର ଅମର ହୋଇରହିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥ#ଲୋ ଏଥ# ସହ ମନ୍ତ୍ରୀ ଶ୍ରୀ ବେହେରା ଅମର ଶହୀଦ ବାଜିରାଉତଙ୍କୁ ମୁକ୍ତିସଂଗ୍ରାମର ଅନ୍ୟତମ ସାରଥ# ଭାବେ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସେ ସାରା ଜାତି ତଥା ନିଜର ଜନ୍ମଭୂମି ପାଇଁ ଜୀବନ ଉତ୍ସର୍ଗ କରି ଭବିଷ୍ୟତ ବଂଶଧର ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ପ୍ରକାଶ କରିଥ#ଲୋ
ଏଥ#ରେ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ଶ୍ରୀ ସୂର୍ଯ୍ୟନାରାୟଣ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଡ଼ଜାତ ଆନ୍ଦୋଳନରେ ଅମର ଶହୀଦ ବାଜିରାଉତଙ୍କ ସହଭାଗିତା ଏବଂ ବହୁତ କମ୍ ବୟସରେ ଦେଶ ପାଇଁ ବଳିଦାନ ଦେଇଥ#ବା ଏହି ଅମର ଶହୀଦକୁ ଜାତି କେବେ ଭୁଲିପାରିବ ନାହିଁ ବୋଲି ପ୍ରକାଶ କରିଥ#ଲୋ ବ୍ୟକ୍ତି ସ୍ୱାଧୀନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରୁଥ#ବା ଜୟପ୍ରକାଶ ସର୍ବୋଦୟ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ଭୂଦାନ ମାଧ୍ୟମରେ ଭୂମିହୀନ ଅଗଣିତ ଜନତାର ଉନ୍ନତି ପାଇଁ ଚେଷ୍ଟିତ ଥ#ଲେ ବୋଲି ମୁଖ୍ୟବକ୍ତା ଶ୍ରୀ ମିଶ୍ର ପ୍ରକାଶ କରିଥ#ଲୋ ଏଥ#ରେ ସମ୍ମାନିତ ଅତିଥ# ଭାବେ ପ୍ରଫେସର ବାସୁଦେବ ସାହୁ ଯୋଗଦେଇ ଲୋକନାୟକ ଜୟପ୍ରକାଶ ଓ ଶହୀଦ ବାଜିରାଉତଙ୍କ ସଂପର୍କରେ ବିଶେଷ ଭାବେ ଆଲୋଚନା କରିଥ#ଲୋ
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣ ପରିପ୍ରେକ୍ଷୀରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଲୋକନାୟକ ଜୟପ୍ରକାଶଙ୍କ ଉଦ୍ୟମ ସବୁଦିନେ ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥ#ଲୋ ଏଥ#ରେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥ#ଲୋ
ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥ#ଲାା ଶେଷରେ ଭଜନ ଓ ଦେଶାତ୍ମବୋଧକ ସଂଗୀତ “ଅଲିଭା ମୁକତି ସଳିତା’ ପରିବେଷଣ କରାଯାଇଥ#ଲାା ବିଶିଷ୍ଟ କ=ଶିଳ୍ପୀ ମହାପାତ୍ର ବିନତୀ ଭଞ୍ଜ, ଝୁମକି ରଥ, ସୁକାନ୍ତ କୁଣ୍ଡୁ, ପ୍ରଭୁପ୍ରସାଦ ନନ୍ଦ, ପ୍ରତିଭା ପ୍ରଧାନ ଓ ପ୍ରତିଭା ଦାସ ପ୍ରମୁଖ ଭାଗ ନେଇଥ#ଲୋ ଏହି ସବୁ କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ, ଶ୍ରୀ ବିବେକାନନ୍ଦ ବିଶ୍ୱାଳ, ସୂଚନା ଅଧ#କାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥ#ଲୋ
ସକାଳେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା, ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ, ଶ୍ରୀ ବିବେକାନନ୍ଦ ବିଶ୍ୱାଳ, ସୂଚନା ଅଧ#କାରୀ ରବୀନ୍ଦ୍ର କୁମାର ନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମାଷ୍ଟରକାଣ୍ଟିନ୍ ଛକସ୍ଥିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜଣାଇଥ#ଲୋ ଅପରାହ୍ନ ୩ଟାରେ ଜୟପ୍ରକାଶ ନାରାୟଣ ଅର୍ଥନୀତି ଓ ସାମାଜିକ ଅଧ୍ୟୟନ ପ୍ରତିଷ୍ଠାନ ଦ୍ୱାରା ସଂସ୍କୃତି ଓ ଅର୍ଥନୈତିକ ଉନ୍ନୟନର ଆବଶ୍ୟକତା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥ#ଲାା

Share in top social networks!