ରୟାଲ୍ ଷ୍ଟାଗ୍ ବାରେଲ୍ ପକ୍ଷରୁ ବୃହତ କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଗତ ଡ. ପଲାଶ ସେନ୍ଙ୍କ ‘ ଜିୟା ଜୟ’ର ଶୁଭମୁକ୍ତି କରାଯିବ

Royal Stag Barrel Select Large Short Films presents Palash Sen's 'Jiya Jaye'(2)
ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ପକ୍ଷରୁ ଡ. ପଲାଶ ସେନ୍ଙ୍କର ହୃଦୟକୁ ଛୁଇଁପାରୁଥିବା ଫିଲ୍ମ ‘କିୟା ଜୟ’ର ଶୁମୁକ୍ତି କରାଯିବ । ଏହି ମୁ୍ୟଜିକାଲ୍ ଫିଲ୍ମ ଆତଙ୍କବାଦ ପୃÂଭୂମିରେ ପ୍ରେମ ଓ ଘୃଣାର କାହାଣୀ ଉପରେ ପର୍ଯ୍ୟବେଷିତ ।
ଏହି ଅବସରରେ ପେରନର୍ଡ ରିକାର୍ଡ ଇଣ୍ଡିଆର ମାର୍କେଟିଙ୍ଗ୍ ଆସିଷ୍ଟାଂଟ୍ ଭାଇସ୍ ପ୍ରେସିଡେଂଟ୍ ରାଜା ବାନାର୍ଜୀ କହିଲେ, “ ରୟାଲ ଷ୍ଟାଗ୍ ବ୍ୟାରେଲ୍ ବିସ୍ତୁତ ବର୍ଗର କ୍ଷୁଦ୍ର ଚଳଚ୍ଚିତ୍ର ଚୟନ ଉପରେ ଗୁରୁତ୍ୱାରୋପ କରିଥିବାବେଳେ ଏହି ବର୍ଗରେ ପଳାଶ ସେନ୍ଙ୍କ ଆକର୍ଷଣୀୟ ଫିଲ୍ମ ‘ଜିୟା ଜୟ’ ଫିଲ୍ମ ଦର୍ଶକଙ୍କୁ ବିଶେଷ ଆକୃଷ୍ଟ କରିବାକୁ ସକ୍ଷମ ହେବ । ଆତଙ୍କବାଦ ପୃÂଭୂମିରେ ଦୃଶ୍ୟାଙ୍କନ କରାଯାଇଥିବା ଏହି ଫିଲ୍ମ ସଚେତନତାର ବାର୍ତା ବହନ କରିବ । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରିଛି ।”
ଏଥିରେ କିନଶଙ୍କୁ ସେନ୍, ଶାହିବା ବାଲି, କାଶିଶ୍ ଆରୋରା, ।ହରାନା କୟୁମ୍, ରଜତ ଭଟ୍ଟାଚାର୍ଯ୍ୟ, ରାହୁଲ କାଜୁରିଆ, ମୟାସ ଏବଂ ପ୍ରିସା ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଆତଙ୍କବାଦର ପରିବେଶ ମଧ୍ୟରେ ପିଲାଦିନର ଦୁଇବନ୍ଧୁ କିପରି ଶତ୍ରୁ ପାଲଟି ଯାଇଛନ୍ତି ତାହା ଦର୍ଶାଯାଇଛି ।
ଗତ ୩ବର୍ଷ ମଧ୍ୟରେ ରୟାଲ ଷ୍ଟାଗ୍ ବାରେଲ୍ ପକ୍ଷରୁ ଅନେକ କ୍ଷୁଦ୍ର ଚଳଚ୍ଚିତ୍ରର ଶୁଭମୁକ୍ତି କରାଯାଇଛି ସେସବୁ ମ୍ମରେ ଅହଲ୍ୟା, ଇଂଟରିଅର୍ କେ‘୍-ନାଇଟସ୍୍, ଓଉଚ୍, ଚଟ୍ନି, ଦ୍ୱାଟ୍ ଗୁଷ୍ଟି ମର୍ଣ୍ଣିଂ, ମୁମ୍ବାଇ ବାରାଣସୀ ଏକ୍ସପ୍ରେସ୍, ଖୁଲ୍ ୱାଲି ଚିଠି, ଦି ସ୍କୁଲ ବ୍ୟାଗ. ବ୍ରୁନୋ ଆଣ୍ଡ୍ ଜୁଲିଏଟ୍ ଏବଂ ଶୁନ୍ୟତା ପ୍ରଭୃତି ଅନ୍ତର୍ଭୁକ୍ତ ରହିଛି ।
ରୟାଲ ଷ୍ଟାଗ୍ ବ୍ୟାରେଲ୍ ‘ମେକ୍ ଇଟ୍ ପରଫେକ୍ଟ’ ଉପରେ ବିଶ୍ୱାସ କରିଥାଏ । ଏହା ବଲିଉଡ୍ର ସୃଜନଶୀଳ ନିଦେ୍ର୍ଧଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରୁଛି ।
ଏହି ଅବସରରେ ଡ. ପଲାଶ ସେନ୍ କହିଲେ, ଜିୟା ଜୟ ଫିଲ୍ମ ଉପସ୍ଥାପନ କରୁଥିବାରୁ ମୁଁ ବେଶ୍ ଆନନ୍ଦିତ । ଏହାକୁ ମୋ ଭଉଣୀ ଡାହାଲିଆ ଲେଖିଛନ୍ତି । ଏହା ମୋ ୟୁଫୋରିଆ ବ୍ୟଣ୍ଡ ପାଇ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏହା ମୋ ପାଇ ଁଏକ ସଫଳ ପ୍ଲାଟଫର୍ମ ସାବ୍ୟସ୍ତ ହେବ । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ଯୁବ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।”

Share in top social networks!