ମିଡିଆଅଚେଞ୍ଜ୍ ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବର ୨୧ରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି “ମିଡିଆ ଏକ୍ସିଲେନ୍ସି ଆୱାର୍ଡ”

ଓଡିଶାରେ ସମ୍ବାଦପତ୍ର, ଟେଲିଭିଜନ, ରେଡିଓ ଓ ଅନ୍ଲାଇନ୍ ନୁ୍ୟଜ୍ ସେବା ପ୍ରଦାନକାରୀ ସଂସ୍ଥା ଏବଂ ସମ୍ବାଦିକଗଣଙ୍କୁ ସେମାନଙ୍କର ସମ୍ମାନଜନକ କାର୍ଯ୍ୟ ନିମନ୍ତେ ପୁରଷ୍କୃତ କରିବା ପାଇଁ ମିଡିଆଅଚେଞ୍ଜ୍ ପକ୍ଷରୁ ଚଳିତ ବର୍ଷ ସେପ୍ଟେମ୍ବର ୨୧ରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି “ମିଡିଆ ଏକ୍ସିଲେନ୍ସି ଆୱାର୍ଡ” ।
କାହିଁକି ଏ ପୁରଷ୍କାର
ଏହି ପୁରଷ୍କାରର ମୁଳ ଲକ୍ଷ ହେଲା, ସାମ୍ବାଦିକତା ଦିଗରେ ନିଜର ଦକ୍ଷତା ଏବଂ ଖବରର ଉଚିତ୍ ଦିଗରେ ପ୍ରସାର ନିମନ୍ତେ ପ୍ରୟାସ କରିଥିବା ସାମ୍ବାଦିକମାନଙ୍କୁ ଚିହ୍ନଟ କରିବା ଏବଂ ଏହି ଭିନ୍ନଧରଣର କାର୍ଯ୍ୟ ପାଇଁ ସେମାନଙ୍କୁ ପରଷ୍କୃତ କରିବା । ଯାହାଦ୍ୱାରା ସେମାନଙ୍କୁ ନିଜ କାର୍ଯ୍ୟକୁ ଆହୁରି ଉନ୍ନତ ଏବଂ ଭିନ୍ନ ଧରଣର କରିବା ପାଇଁ ପ୍ରୋସôାହନ ମିଳିପାରିବ ।
ସଦସ୍ୟ ମଣ୍ଡଳି

ପ୍ରତିବର୍ଷ ଏହି ପୁରଷ୍କାର ପ୍ରଦାନ କରିବା ପାଇଁ ପିଏନ୍ଭି ଫାଉଣ୍ଡେସନ୍ ପକ୍ଷରୁ ମିଡିଆଅଚେଞ୍ଜ୍ ନିମନ୍ତେ ବିଖ୍ୟାତ ସାମ୍ବାଦିକମାନଙ୍କ ଦ୍ୱାରା ଏକ ସଦସ୍ୟ ମଣ୍ଡଳିର ଗଠନ କରାଯାଇଛି । ଓଡିଶାରେ ମିଡିଆର ଉନ୍ନତି କିପରି ହେବ ସେ ଦିଗରେ ମଧ୍ୟ ଏହି ମଣ୍ଡଳି ଯୋଜନା ଜାରି ରଖିଛନ୍ତି ।

ଏହି “ମିଡିଆ ଏକ୍ସିଲେନ୍ସି ଆୱାଡ୍” ବିଖ୍ୟାତ ସାମ୍ବାଦିକ, ଗବେଶକ ଓ ବିଭିନ୍ନ ପ୍ରତିଷ୍ଟିତ ନାଗରିକମାନଙ୍କ ଦ୍ୱାରା ଚୟନ କରାଯିବ । ଯଦି କୌଣଷି ବିଭାଗରେ କେହିବି ଭାଗ ନନେବାର ଦେଖାଯାଏ ତେବେ ବିଚାର ମଣ୍ଡଳି ସେହି ବିଭାଗକୁ ରଦ୍ଧ କରିପାରନ୍ତି କିମ୍ବା ବିକଳ୍ପରେ ଅନ୍ୟ ସାମ୍ବାଦିକଙ୍କୁ ସେହି ବିଭାଗ ପାଇଁ ମନୋନୀତ କରିପାରନ୍ତି । ବିଚାର ମଣ୍ଡଳି ଦ୍ୱାରା ନିଆଯାଇଥିବା ନିର୍ଣ୍ଣୟ ହିଁ ଶେଷ ନିର୍ଣ୍ଣୟ ହେବ, ଏଥିରେ ସଦସ୍ୟ ମଣ୍ଡଳି କୌଣଷି ପ୍ରକାର ହସ୍ତାନ୍ତର କରିବେ ନାହିଁ । ଏଥିପାଇଁ ଚୟନ କରାଯାଇଥିବା ପାର୍ଥୀମାନଙ୍କ ମଧ୍ୟରେ ପରିବର୍ତ୍ତନ/ରପାନ୍ତରଣ/ବିଭାଜିତ/ମିଶ୍ରଣ କିମ୍ବା ପୁରଷ୍କାର ଶ୍ରେଣୀରେ ପରିବର୍ତ୍ତନ କରିବା ପାଇଁ ବିଚାର ମଣ୍ଡଳି ପାଖରେ ସମ୍ପୁର୍ଣ୍ଣ ଅଧିକାର ରହିଛି । ବିଚାର ମଣ୍ଡଳିଙ୍କ ଚୟନ ଅଧାରରେ ପୁରଷ୍କାର ଶ୍ରେଣୀକୁ ଆହୁରି ଅଧିକ ବଢାଯାଇ ପରିବ ଏବଂ ବିଚାର ମଣ୍ଡଳିର ନିଷ୍ପତିକୁ ସବୁ ପ୍ରତିଯୋଗୀମାନେ ମାନିବାକୁ ବାଧ୍ୟ ।

ଯେଗ୍ୟତା
ଏଥିପାଇଁ ପାର୍ଥୀମାନେ ଓଡିଶାର ସାମ୍ବାଦିକ ହୋଇଥିବା ଦରକାର/ ଜାତିୟ କିମ୍ବା ଆନ୍ତ୍ରର୍ଜାତୀୟ ଗଣମାଧ୍ୟମ ସହ ଜଡିତ ଆଞ୍ଚଳିକ ସାମ୍ବାଦିକ ହୋଇଥିବା ଦରକାର / କମ୍ପାନୀ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ସାମ୍ବାଦିକମାନେ ଏକାକି ନିବେଦନ କରିପାରିବେ କିମ୍ବା ଯେଉଁ ସଂସ୍ଥାପାଇଁ ସେମାନେ କାର୍ଯ୍ୟ କରୁଛନ୍ତି ସେଥିପାଇଁ ନିଜେ ପାର୍ଥିତ୍ୱ କରିପାରିବେ । ଏହାଛଡା ବିଚାର ମଣ୍ଡଳି ମଧ୍ୟ ବିଭିନ୍ନ ଶ୍ରେଣୀ ପାଇଁ ପାର୍ଥୀ ଚୟନ କରିପାରିବେ ।
କିପରି ନିବେଦନ କରିବେ
ଅନଲାଇନ୍ ନିବେଦନ କରିବା ପାଇଁ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଶକ୍ଟକ୍ଟ.ଶକ୍ଷ/ଲକ୍ଟrଜ୍ଞଗ୍ଦ/ଊଙ୍ଘଘଚ୍ଛଗ୍ଦଉ୫ଙଗଭୠକ୍ଷ୩ରୠକ୍ତ୨) କୁ ଜାଆନ୍ତୁ
କିମ୍ବା ଆମର ଫେସବୁକ୍ ପେଜ୍କୁ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଲବମରଭକ୍ଟକ୍ଟଳ.ମକ୍ଟଜ୍ଞ/ଗଋଇଙୟସଗ୍ଦଷବ/) କୁ ଭିଜିଟ୍ କରନ୍ତୁ
କିମ୍ବା ନିଜର ଆବେଦନକୁ ନିମ୍ନଲିଖିତ ଠିକଣାରେ ପଠାନ୍ତୁ ।
ପ୍ରିଲୁ୍ୟଡ୍ ନୋଭେଲ ଭେଂଚର ପ୍ରା. ଲି
୧୦୮/ବି,୨ୟ ମହଲା, ଲାଲଚାନ୍ଦ୍ କମ୍ପେ୍ଲକ୍ସ
ମାଷ୍ଟର କ୍ୟାଣ୍ଟିନ, ଭୁବନେଶ୍ୱର-୭୫୧୦୨୧
ନିବେଦନ କରିବା ନିମନ୍ତେ ଆବଶ୍ୟକିୟ ପ୍ରମାଣପତ୍ର
-(୩୧.୦୩.୨୦୧୬ ରୁ ୦୧.୦୪.୨୦୧୭) ଆର୍ଥôକ ବର୍ଷ ମଧ୍ୟରେ ସମ୍ବାଦପତ୍ରରେ/ ଅନ୍ଲାଇନ୍ରେ/ ଟେଲିଭିଜନ କିମ୍ବା ରେଡିଓରେ ପ୍ରକାଶିତ ହୋଇଥିବା ସମ୍ବାଦ/ରିପୋର୍ଟର ପ୍ରମାଣ ସହିତ ସମ୍ବାଦପତ୍ର କିମ୍ବା ଟେଲିଭିଜନ କାର୍ଯ୍ୟକ୍ରମର ନାମ ଅବଶ୍ୟକ ।
-ପାର୍ଥୀମାନଙ୍କ ୩ଟି ସର୍ବଶ୍ରେÂ ସମ୍ବାଦ/ ରିପୋର୍ଟ ସହିତ ସେମାନଙ୍କର ହାଇରିଜୋଲୁ୍ୟସନ୍ ବିଷିଷ୍ଟ ଫଟୋଗ୍ରାଫ୍ ଆବଶ୍ୟକ ।
-ପାର୍ଥୀମାନେ ଯଦି ଫଟୋ ଏଣ୍ଟ୍ରି କରୁଛନ୍ତି, (ପାର୍ଥୀମାନେ ଏହାର ଏକ ଟାଇଟେଲ ଦିଅନ୍ତୁ, ଫଟୋଗ୍ରାଫର ନାମ ସହିତ ଯେଉଁ ସ୍ଥାନରେ ଫଟୋ ଉଠାଯାଇଛି ତାର ନାମ ଏବଂ ତାରିଖ ଦାଖଲ କରିବା ଆବଶ୍ୟକ ।
-ରେଡିଓ ପ୍ରୋଗ୍ରାମ ପାଇଁ ଅଡିଓ କ୍ଲିପ୍ (ଡବ୍ଲୁଏଭି) ଦାଖଲ କରିବା ଆବଶ୍ୟକ ।
ପାର୍ଥୀପତ୍ର ଦାଖଲ କରିବାର ଶେଷ ତାରଖ ୧୦.୦୯.୨୦୧୭
ପୁରଷ୍କାର ଶ୍ରେଣୀ
ସମ୍ବାଦପତ୍ର
- ଶ୍ରେÂ ଖବରଦାତା (ଇଂରାଜୀ)
- ଶ୍ରେÂ ଖବରଦାତା (ଓଡିଆ)
- ଶ୍ରେÂ ଫଟୋ ସମ୍ବାଦିକ
-ଶ୍ରେÂ ଫିଚର୍ସ ଲେଖକ
-ଶ୍ରେÂ ବ୍ର୍ୟଙ୍ଗଚିତ୍ରକାର
ଟେଲିଭିଜନ
- ଶ୍ରେÂ ଖବରଦାତା
- ଶ୍ରେÂ ଭିଡିଓ ସାମ୍ବାଦିକ
-ଶ୍ରେÂ ଉପସ୍ଥାପକ (ମେଲ୍)
-ଶ୍ରେÂ ଉପସ୍ଥାପକ (ଫିମେଲ୍)
ଡିଜିଟାଲ୍
-ଶ୍ରେÂ ୱେବ୍ ସାମ୍ବାଦିକ
ରେଡିଓ
-ଶ୍ରେÂ ରେଡିଓ ଉପସ୍ଥାପକ (କରେଣ୍ଟ ଆଫେୟାର୍ସ)
ସ୍ୱତନ୍ତ୍ର ପୁରଷ୍କାର ( ବିଚାର ମଣ୍ଡଳି ଦ୍ୱାରା ଚୟନ କରାଯାଇଥିବା)
-ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ପୁରଷ୍କାର
-ଓଡିଶା ବାହାରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ଓଡିଆ ସାମ୍ବାଦିକ

ଦିକ୍ଷା ତିୱାରୀ ସଦସ୍ୟ ମଣ୍ଡଳି
ଅୟୋଜକ ସନ୍ଦିପ୍ ମିଶ୍ର
ମିଡିଆ ଏକ୍ସିଲେନ୍ସି ଆୱାଡ୍ ସମ୍ବିତ୍ ମହାପାତ୍ର
ଇମେଲ୍-ଜ୍ଞରୟସବରଙ୍ଘମରକ୍ଷକ୍ଷରଦ୍ଭମରବଙ୍ଗବrୟଗ୍ଦକ୍ଟୟସଗ୍ଦଷବଅଶଜ୍ଞବସକ୍ଷ.ମକ୍ଟଜ୍ଞ ସତ୍ୟବ୍ରତ ରଥ

Share in top social networks!