“ଓଡ଼ିଶା ସିଏସ୍ଆର୍ କନ୍କ୍ଲେଭ୍’ ଭୁବନେଶ୍ୱରଠାରେ ଆୟୋଜିତ

DSC_9896
କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର୍) ସମ୍ବନ୍ଧରେ ଓଡ଼ିଶାରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଇଣ୍ଡିଆ ସକ୍ସେସ୍ ଫୋରମ ଆନୁକୂଲ୍ୟରେ “ଓଡ଼ିଶା ସିଏସ୍ଆର୍ କନ୍କ୍ଲେଭ୍’ ଆଜି ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛିା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଏହି କନ୍କ୍ଲେଭ୍ରେ ମୁଖ୍ୟଅତିଥ# ଭାବେ ଯୋଗଦେଇ କହିଲେ ଯେ ରାଜ୍ୟରେ ଆସନ୍ତା ୨୦୨୫ ସୁଦ୍ଧା ୧୦ ଲକ୍ଷ ରୋଜଗାର ସୃଷ୍ଟି ଲକ୍ଷ୍ୟ ନେଇ ଓଡ଼ିଶା ସରକାର ୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ନିମନ୍ତେ ଯୋଜନା କରିଛନ୍ତିା ଏହି ଅଭିବୃଦ୍ଧିକୁ ହାସଲ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟର ଶିଳ୍ପ ଆଧାରକୁ ପରିବ୍ୟାପ୍ତ କରିବା ସହିତ ଶିଳ୍ପ ବିକାଶ ନିମନ୍ତେ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତିା ରାଜ୍ୟର ସାମୁହିକ ବିକାଶ ନିମନ୍ତେ ସିଏସ୍ଆର୍ ପା=ିର ଉପଯୁକ୍ତ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣା ସିଏସ୍ଆର୍ ଏକ ଇଚ୍ଛାଧୀନ ବ୍ୟୟ ନହୋଇ ଏକ ସାମାଜିକ ପୁଞ୍ଜିନିବେଶ ଭାବେ ଦୃଶ୍ୟମାନ ଫଳାଫଳ ପ୍ରଦାନ କରିବା ସେ ଆହୁରି କହିଲେ ଯେ ସିଏସ୍ଆର୍ ପା=ି ଓ ଜିଲ୍ଲା ଖଣିଜ ପା=ି ସ୍ୱଚ୍ଛତାର ସହିତ ବିନିଯୋଗ କରି ସମାଜର ଅବହେଳିତ ବର୍ଗଙ୍କର ସାମଗ୍ରିକ ବିକାଶ ସାଧନ କରାଯାଇପାରିବା କୃଷିକୁ ବାଦ ଦେଲେ ଓଡ଼ିଶାରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଅଧ#କ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛିା ରାଜ୍ୟ ସରକାର ମଧ୍ୟ ଏମ୍ଏସ୍ଏମ୍ଇ କ୍ଷେତ୍ରର ଅଭିବୃଦ୍ଧି ଏବଂ ବିକାଶ ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତିା ସିଏସ୍ଆର୍ କେବଳ କର୍ପୋରେଟ୍ମାନଙ୍କର ଦାୟିତ୍ୱ ନୁହେଁ ସମାଜର ମଧ୍ୟ ଏ କ୍ଷେତ୍ରରେ ଅଧ#କ ଦାୟିତ୍ୱ ରହିଛିା ସିଏସ୍ଆର୍ ପା=ିକୁ କର୍ପୋରେଟ୍ମାନେ ସ୍ୱଇଚ୍ଛାରେ ବ୍ୟୟ ନକରି ସ୍ଥାନୀୟ ଅଞ୍ଚଳର ଲୋକାମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖ# ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ବ୍ୟୟ କରିବା ଉଚିତ ବୋଲି ସେ କହିଥ#ଲୋ ସେ କହିଥ#ଲେ ସରକାରଙ୍କ ସମ୍ବଳ ଅତି ସୀମିତା ତେଣୁ ସିଏସ୍ଆର୍ ପା=ି ବ୍ୟବହାର କରି ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ଆବଶ୍ୟକା ନିରକ୍ଷରତା, ଅପପୁଷ୍ଟି, ଲିଙ୍ଗଗତ ବୈଷମ୍ୟ, ସ୍ୱାସ୍ଥ୍ୟସେବା ଓ ଗମନାଗମନ ବ୍ୟବସ୍ଥାର ଅଭାବ ଆଦି ସମସ୍ୟାର ପ୍ରତିକାର ନିମନ୍ତେ ସିଏସ୍ଆର୍ ପା=ି ଫଳପ୍ରଦ ଭାବରେ ବିନିଯୋଗ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସାମଲ କହିଥ#ଲୋ
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିତେନ୍ ଚନ୍ଦ୍ର ବିଭାଗ ଦ୍ୱାରା ନିଆଯାଇଥ#ବା ବିଭିନ୍ନ ପଦକ୍ଷେପ, ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥ#ଲୋ ସେ କହିଥ#ଲେ ଯେ ସିଏସ୍ଆର୍ ପା=ି ସାମାଜିକ ସୁରକ୍ଷା, ଜନସଚେତନତା ସୃଷ୍ଟି ଏବଂ ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଅର୍ଥପୂର୍ଣ୍ଣ ଢଙ୍ଗରେ ବିନିଯୋଗ କରାଯାଇପାରିବା
ଅନ୍ୟମାନଙ୍କ ମଧ୍ୟରେ ଆଲିମ୍କୋ ଆକ୍ଜିଲାରି ପ୍ରଡକ୍ସନ୍ ସେଣ୍ଟରର ଡିଜିଏମ୍ ତଥା ମୁଖ୍ୟ ଶ୍ରୀ ଆର୍.କେ. ମାଥୁର ତାଙ୍କ ଅଭିଭାଷଣ ରଖ#ଥ#ଲୋ ବିଭିନ୍ନ କର୍ପୋରେଟ୍, ଏନ୍ଜିଓ, ଶିଳ୍ପ ବିଭାଗର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଏହି କନ୍କ୍ଲେଭ୍ରେ ଅଂଶଗ୍ରହଣ କରିଥ#ଲୋ
ପରେ ପରେ ସିଏସ୍ଆର୍ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥ#ଲାା

Share in top social networks!