ଅର୍ଥମନ୍ତ୍ରୀଙ୍କୁ ଓଡ଼ିଶା ପୋଲିସ ମହାସଂଘ ପକ୍ଷରୁ କୃତଜ୍ଞତା

IMG-20170830-WA0038
ଓଡ଼ିଶା ପୋଲିସ କନ୍ଷ୍ଟେବଳ, ହାବିଲଦାର, ସିପାହୀ ମହାସଂଘର କର୍ମକର୍ତ୍ତା ତଥା ସଦସ୍ୟବୃନ୍ଦ ଆଜି ଅର୍ଥ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରାଙ୍କୁ ସାକ୍ଷାତ କରି ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହୋଇଥ#ବା ପରିପ୍ରେକ୍ଷୀରେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତିା ଆଜି ପୂର୍ବାହ୍ନରେ ସଚିବାଳୟସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପ୍ରତିନିଧ#ବୃନ୍ଦ ତାଙ୍କୁ ସାକ୍ଷାତ କରିଥ#ଲୋ

ମହାସଂଘର ସଭାପତି ସନ୍ତୋଷ କୁମାର ଶତପଥୀ ଓ ସଂପାଦକ ପଞ୍ଚାନନ ବେହେରାଙ୍କ ସମେତ ସଂଘର ବିଭିନ୍ନ କର୍ମକର୍ତ୍ତା ଓ ସଦସ୍ୟ ଉପରୋକ୍ତ ପ୍ରତିନିଧ# ଦଳରେ ସାମିଲ ହୋଇଥ#ଲୋ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ, ଓଏସ୍ଏପି ସପ୍ତମ ବାଟାଲିୟନ୍, ସ୍ପେସାଲ ବ୍ରାଞ୍ଚ୍ ଓ କଟକ ଜିଆର୍ପିର ପୋଲିସ ବନ୍ଧୁମାନେ ମଧ୍ୟ ଉପସ୍ଥିତ ଥ#ଲୋ

Share in top social networks!
Powered By Indic IME