ବିଚିତ୍ରାପୁର ପୋର୍ଟର ଅଗ୍ରଗତି ନେଇ ସମୀକ୍ଷା ବୈଠକ

ବାଲେଶ୍ୱର ଜିଲ୍ଲାର ବିଚିତ୍ରାପୁରଠାରେ ପ୍ରସ୍ତାବିତ ବିଚିତ୍ରାପୁର(ତଳସାରୀ) ପୋର୍ଟର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ. ନୃସିଂହଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ ରସ୍ତୋଗୀ, ରେଳ କୋର୍ଡିନେସନ୍ ସ୍ୱତନ୍ତ୍ର ସଚିବ ଶ୍ରୀ ମନୋଜ ମିଶ୍ର, ଅନ୍ତର୍ଦେଶୀୟ ଜଳ ପରିବହନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ବନ୍ଦର କାର୍ଯ୍ୟର ଅଗ୍ରଗତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥ#ଲୋ
ଏଠାରେ ସୂଚନାଯୋଗ୍ୟ ଯେ ଜେଏସ&୍ଡବ୍ଲ&ୁ୍ୟ ଇନ୍ଫ୍ରାଷ୍ଟ୍ରକ୍ଚର ଲିଃ ଦ୍ୱାରା ପ୍ରସ୍ତାବିତ ଏହି ସବୁଦିନିଆ ମାଲ ପରିବହନର ସୁବିଧା ସହିତ ଏଠାରେ ବନ୍ଦର ସହ ସଲଗ୍ନ ଇସ୍ପାତ ପ୍ରକଳ୍ପ ଓ ପାଓ୍ୱାର ପ୍ଲାଣ୍ଟ ପାଇଁ ମଧ୍ୟ ଯୋଜନା ରହିଛିା ବନ୍ଦର କାର୍ଯ୍ୟ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ଥ#ବା ପ୍ରତିରକ୍ଷା ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିବାରେ ଅହେତୁକ ବିଳମ୍ବ ଏକ ପ୍ରମୁଖ କାରଣ ହୋଇଥ#ବା ବେଳେ ଖୁବ୍ ଶୀଘ୍ର ଏହି ମଞ୍ଜୁରୀ ମିଳିପାରେ ବୋଲି ଆଶା କରାଯାଉଛିା

Share in top social networks!