ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ଗଠିତ

ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ଗଠନ କରାଯାଇଛିା ସଂସ୍କୃତି ବିଭାଗ ପକ୍ଷରୁ ପରିଷଦ ନିମନ୍ତେ ୪୯ ଜଣଙ୍କୁ ମନୋନୀତ କରାଯାଇଛିା
ରାଜ୍ୟର ୩୦ଟି ଜିଲ୍ଲାରୁ ଗୌରାଙ୍ଗ ଚରଣ ଦାଶ(ଅନୁଗୋଳ), ହରିଶ୍ଚନ୍ଦ୍ର ବେହେରା(ବାଲେଶ୍ୱର), ପ୍ରଦୀପ କୁମାର ହୋତା(ବରଗଡ), ସଂଜୟ କୁମାର ମିଶ୍ର(ବଲାଙ୍ଗୀର), ଧ୍ରୁବଚରଣ ଘିବେଲା(ବୌଦ୍ଧ), ଅଭୟ ସୂତାର(ଭଦ୍ରକ), ବିଜୟାନନ୍ଦ ସିଂହ(କଟକ), ମନୋରଞ୍ଜନ ନନ୍ଦ(ଢେଙ୍କାନାଳ), ଫଣୀନ୍ଦ୍ର ଭୂଷଣ ନନ୍ଦ(ଦେବଗଡ), ବିପିନ ନାୟକ(ଗଞ୍ଜାମ), ବଳରାମ ନାଗା(ଗଜପତି), ଅକ୍ଷୟ କୁମାର ରାଉତ(ଜଗତସିଂହପୁର), ମନ୍ଦାକିନୀ ଶତପଥୀ(ଝାରସୁଗୁଡା), ସଂଯୁକ୍ତା ମହାପାତ୍ର(ଯାଜପୁର), ଜୟନ୍ତ ବେହେରା(କଳାହାଣ୍ଡି), ବିଦେଶୀ କୁମାର ନାୟକ(କନ୍ଧମାଳ), ଡ. ବାସୁଦେବ ଦାସ(କେନ୍ଦ୍ରାପଡା), ରାମଚନ୍ଦ୍ର ନାୟକ(କେନ୍ଦୁଝର), ଉଦୟଚନ୍ଦ୍ର ମିଶ୍ର(କୋରାପୁଟ), ଅରବିନ୍ଦ ରାୟ(ଖୋର୍ଦ୍ଧା), ନିମାଇ ଚରଣ ମହାନ୍ତି(ମୟୂରଭଞ୍ଜ), ରନ#ାକର ଦାଶ (ମାଲକାନଗିରି), ପ୍ରଦୀପ କୁମାର ହୋତା(ନବରଙ୍ଗପୁର), ନିର୍ମଳ ଚନ୍ଦ୍ର ଶୂରଦେଓ(ନୟାଗଡ), ସୁଶାନ୍ତ କୁମାର ବିଶି(ନୂଆପଡା), ଡ. କୈଳାସ ଚନ୍ଦ୍ର ଟୀକାୟତରାୟ(ପୁରୀ), ସୁଶାନ୍ତ କୁମାର ନାୟକ(ରାୟଗଡା), ଗଣେଶରାମ ନାହାକ(ସମ୍ବଲପୁର), ପୁରୁଷୋତ୍ତମ ମିଶ୍ର(ସୁବର୍ଣ୍ଣପୁର) ଓ ଡ. ପ୍ରଭାତ କୁମାର ମଲ୍ଲିକ(ସୁନ୍ଦରଗଡ) ସାଧାରଣ ପରିଷଦକୁ ପ୍ରତିନିଧ#ତ୍ୱ କରିବୋ
ସେହିପରି ରାଜ୍ୟରେ ଥ#ବା ବିଶ୍ୱବିଦ୍ୟାଳୟଗୁଡିକରୁ ୮ଜଣ ସାଧାରଣ ପରିଷଦକୁ ମନୋନୀତ ହୋଇଛନ୍ତିା ସେମାନେ ହେଲେ ଯତୀନ୍ଦ୍ର କୁମାର ନାୟକ(ଉତ୍କଳ), ଡ. ଦେବୀପ୍ରସନ୍ନ ପଟ୍ଟନାୟକ(ବ୍ରହ୍ମପୁର), ନାକୁ ହାଁସଦା(ସମ୍ବଲପୁର), ଡ. ଅରବିନ୍ଦ ଗିରି(ଫକୀର ମୋହନ), ଡ. ଜ୍ଞାନୀ ଦେବାଶିଷ ମିଶ୍ର(ରେଭେନ୍ସା), ସୁରେନ୍ଦ୍ର କୁମାର ମିଶ୍ର(ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ),
ଡ. ରମାକାନ୍ତ ସିଂହ(ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ) ଓ ରେଜିଷ୍ଟ୍ରାର(ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)ା ସାଧାରଣ ପରିଷଦରେ ଏକାଡେମୀର ସଭାପତି, ଉପସଭାପତି, କୋଷାଧ୍ୟକ୍ଷ(ବିତ୍ତ ପରାମର୍ଶଦାତା), ସଚିବ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ, ରାଜ୍ୟ ଅଭିଲେଖାଗାରର ଭାରପ୍ରାପ୍ତ ତତ୍ତ୍ୱାବଧାରକ ଡ. ଭାଗ୍ୟଲିପି ମଲ୍ଲଙ୍କ ସମେତ ଭାଗିରଥୀ ମହାସୁଆର, ପ୍ରଭାକର ସ୍ୱାଇଁ ଓ ଶଶଧର ଦାସ ମଧ୍ୟ ସଦସ୍ୟ ରହିବୋ ସାଧାରଣ ପରିଷଦରୁ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ଭାଗିରଥୀ ମହାସୁଆରଙ୍କୁ ଏକାଡେମୀର କାର୍ଯ୍ୟକାରୀ ସମିତିକୁ ମନୋନୀତ କରାଯାଇଛିା