ବିଓବିର ୨ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ ବରୋଦାରେ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ସୁଧୀର କୁମାର ଜୈନ ଓ ପି॰ ଶ୍ରୀନିବାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଜୈନ ଏହା ପୂର୍ବରୁ ଦେନା ବ୍ୟାଙ୍କର ମହାପ୍ରବନ୍ଧକ ଭାବେ କାମ କରୁଥିଲେ। ସେହିପରି ଶ୍ରୀନିବାସ ବିଓବିରେ ଯୋଗଦେବା ପୂର୍ବରୁ ଆନ୍ଧ୍ର ବ୍ୟାଙ୍କର ମହାପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ।

Share in top social networks!