ଓଡ଼ିଆ ଯୁବଲେଖକ ସମ୍ମେଳନ; ଶଙ୍କର୍ଷଣ ପରିଡା ସଭାପତି ଓ ବନୋଜ ତି୍ରପାଠୀ ସଂପାଦକ

ଓଡ଼ିଆ ଯୁବଲେଖକ ସମ୍ମେଳନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଅନୁଷ୍ଠିତ କର୍ମକର୍ତ୍ତା ନିର୍ବାଚନରେ ଶଙ୍କର୍ଷଣ ପରିଡା ସଭାପତି ଓ ବନୋଜ ତି୍ରପାଠୀ ସାଧାରଣ ସଂପାଦକ ଭାବରେ ନିର୍ବାଚିତ ହୋଇଛନ୍ତିା ଶ୍ରୀ ପରିଡା ଜଣେ କବି, ସମାଲୋଚକ ଓ ସଂଗଠକ ଭାବରେ ପ୍ରତିଷ୍ଠିତ ହୋଇଥ#ବା ବେଳେ ଶ୍ରୀ ତି୍ରପାଠୀ ଜଣେ ବିଶିଷ୍ଟ ପ୍ରକାଶକ ଓ ସଂପାଦକ ଭାବରେ ଜଣାଶୁଣାା ଶ୍ରୀ ପରିଡା ଓ ଶ୍ରୀ ତି୍ରପାଠୀଙ୍କ ସଭାପତିତ୍ୱ ତଥା ସଂପାଦକତ୍ୱ ବଳରେ ଓଡ଼ିଆ ଯୁବଲେଖକ ସମ୍ମେଳନ ଅଧ#କ ଉତ୍ତରଣ କରିବ ବୋଲି ଆଶା କରି ବିଭିନ୍ନ ମହଲରୁ ଆଶାନୁରୂପ ଶୁଭେଚ୍ଛା ମିଳିଛିା ଅନୁରୋଧ ଶ୍ରୀ ପରିଡା ଓ ଶ୍ରୀ ତି୍ରପାଠୀ ଓଡ଼ିଆ ଯୁବଲେଖକ ସମ୍ମେଳନର ସଭ୍ୟମାନଙ୍କ ସହିତ ସୁସଂପର୍କ ରକ୍ଷା କରି ଏହି ଅନୁଷ୍ଠାନକୁ ଆଗେଇ ନେବେ ବୋଲି ସଭ୍ୟମାନେ ଆଶାପ୍ରକାଶ କରିଛନ୍ତିା

Share in top social networks!