ଓଡ଼ିଆ ଯୁବଲେଖକ ସମ୍ମେଳନର ସୁବର୍ଣ୍ଣ ଜୟନ୍ତୀ ସମାରୋହ; “Õଳିତ ମୂଲ୍ୟବୋଧର ଉତ୍ତରଣ ସାହିତ୍ୟର ଧର୍ମ’: ଶାନ୍ତନୁ ଆଚାର୍ଯ୍ୟ

Õଳିତ ମୂଲ୍ୟବୋଧର ଉତ୍ତରଣ ପାଇଁ ଯୁବଲେଖକମାନେ ଆଗେଇ ଆସିବାକୁ ପ୍ରସିଦ୍ଧ କଥାଶିଳ୍ପୀ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ପରାମର୍ଶ ଦେଇଛନ୍ତିା ଆଜି ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଓଡ଼ିଆ ଯୁବଲେଖକ ସମ୍ମେଳନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ “ସାଧାରଣ ମଣିଷ ଓ ମଣିଷ’ ମଧ୍ୟରେ ଯଥାର୍ଥ ପ୍ରାର୍ଥକ୍ୟ ନିରୂପଣ କରିବା ହେଉଛି ଯୁବଲେଖକର ପ୍ରମୁଖ ଦାୟିତ୍ୱା ସେ ସାଧାରଣ ମଣିଷକୁ ଅର୍ଥନୈତିକ ମଣିଷ ଓ ମଣିଷକୁ ସତମଣିଷ ଭାବରେ ଅଭିହିତ କରିବା ହେଉଛି ସାହିତ୍ୟର କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଛନ୍ତିା
ସମ୍ମେଳନର ସଭାପତି ଅଧ୍ୟାପକ ଶଶାଙ୍କ ଚୂଡାମଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରସିଦ୍ଧ ଅହମୀହା କବି ଅନୁଭବ ତୁଲସୀ କହିଲେ ଯେ ଜଣେ ଯୁବଲେଖକର ଧର୍ମ ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନର ପରିଣତିକୁ ନିର୍ଦ୍ଦେଶ କରିଥାଏା ସେ ଓଡ଼ିଶା ଓ ଆସାମ ମଧ୍ୟରେ ଥ#ବା ସାଂସ୍କୃତିକ ତଥା ସାମାଜିକ ସଂପର୍କର ଅବତାରଣା କରିଥ#ଲୋ “କାଦମ୍ବିନୀ’ ପତି୍ରକା ତଥା କିସ୍ ଓ କିଟ୍ର ଅଧ୍ୟକ୍ଷ ଡ. ଅଚୁ୍ୟତ ସାମନ୍ତ ଏହି ସମାରୋହରେ ଯୋଗଦେଇ ଓଡ଼ିଆ ଯୁବଲେଖକ ସମ୍ମେଳନର ଭୂମିକା ଓ ଭବିଷ୍ୟକୁ ପ୍ରଶଂସା କରିଥ#ଲୋ କବି ତଥା ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ କହିଲେ ଯେ, ଯୁବଲେଖକ ସମ୍ମେଳନ ହେଉଛି ଓଡ଼ିଆ ସାହିତ୍ୟର ଇତିହାସର ଅନ୍ୟତମ ପ୍ରମୁଖ ଅଙ୍ଗ ଓ ଏହାର କର୍ମକର୍ତ୍ତାମାନେ ଓଡ଼ିଆ ସାହିତ୍ୟ ତଥା ସଂସ୍କୃତିର ମୁଖପତ୍ର ଭାବରେ କାର୍ଯ୍ୟ କରିବା ଉଚିତା ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପୋଦ୍ୟୋଗୀ ବାବୁରାମ ନାୟକ ଓ ସମ୍ମେଳନର ଅନ୍ୟତମ ଉପଦେଷ୍ଟା ଡ. ହୁସେନ୍ ରବି ଗାନ୍ଧୀ ମଧ୍ୟ ବକ୍ତବ୍ୟ ରଖ#ଥ#ଲୋ
ସମ୍ମେଳନର ସଂପାଦକ ଭବାନୀ ପ୍ରସାଦ ମିଶ୍ର ପ୍ରଥମେ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥ#ବା ବେଳେ ଆୟେଜନ ସମିତିର ଆବାହକ କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥ#ଲୋ ସୂଚେତା ପ୍ରିୟଦର୍ଶନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମେଳନର ପୂର୍ବତନ ସଭାପତି ତଥା କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥ#ଲାା ଅନୁଷ୍ଠାନର ଉପସଭାପତି ଅମୀୟ ମହାପାତ୍ର ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନଙ୍କୁ ପରିଚିତ କରାଇଥ#ବା ବେଳେ ଆୟୋଜନ ସମିତିର ଆବାହକ ବନୋଜ ତି୍ରପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରି ଏହି ସମ୍ମେଳନର ବିସ୍ତାରିତ କାର୍ଯ୍ୟକ୍ରମ ସଫଳ କରିବାକୁ ସମସ୍ତଙ୍କୁ ଅନୁରୋଧ ଜଣାଇଥ#ଲୋ ଏହି କାର୍ଯ୍ୟକ୍ରମରେ ସମ୍ମେଳନର ମୁଖପତ୍ର “ସାହିତ୍ୟ ସମାଚାର’ ଉନ୍ମୋଚିତ ହୋଇଥ#ଲାା ସୂର୍ଯ୍ୟ ମିଶ୍ର, ରକ୍ଷକ ନାୟକ ଓ ସୁଧୀର ମଉଡମଣି ଏହି ସମାରୋହରେ ସାମିଲ ହୋଇଥ#ଲୋ
ଦ୍ୱିତୀୟ ଅଧ#ବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥ#ଲାା ସମ୍ମେଳନର ଉପସଭାପତି ପୀତାମ୍ବର ତରାଇଙ୍କ ପୌରୋହତ୍ୟରେ ଅନୁଷ୍ଠିତ ଏହି ପାଠୋତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆଗତ କବିମାନେ ସ୍ୱରଚିତ କବିତା ପାଠ କରିଥ#ଲୋ
ଅପରାହ୍ନରେ ସମ୍ମେଳନର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥ#ଲାା ଏଥ#ରେ ଅନୁଷ୍ଠାନର ପୁରୁଖା ଓ ବିଶିଷ୍ଟ ସଦସ୍ୟମାନେ ସାଂଗଠନିକ ବ୍ୟାପାର ଉପରେ ମତାମତ ଦେଇଥ#ଲୋ ପରବର୍ତ୍ତୀ ସମୟରେ ସମ୍ମେଳନର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥ#ଲାା ସମ୍ମେଳନସଂପୃକ୍ତ ବହୁ ବ୍ୟକ୍ତି ମତାମତ ପ୍ରଦାନ କରି ସାଂଗଠନିକ ନିର୍ବାଚନକୁ ସଶକ୍ତ କରିବା ସହିତ ସମ୍ମେଳନର କାର୍ଯ୍ୟକ୍ରମକୁ ଅଧ#କ କି୍ରୟାଶୀଳ କରିବା ଉପରେ ଗୁରୁତ୍ୱ ଦେଇଥ#ଲୋ
ଏହି ସମ୍ମେଳନର ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ସ୍ଥାନରୁ ଆସିଥ#ବା ସଂପାଦକ ଓ ସଭାପତିମାନେ ଉପସ୍ଥିତ ରହି ଆଶୀର୍ବାଦ କରିଥ#ଲୋ
ଓଡ଼ିଆ ଯୁବଲେଖକ ସମ୍ମେଳନର ସୁବର୍ଣ୍ଣ ଜୟନ୍ତୀ ସମାରୋହ
“Õଳିତ ମୂଲ୍ୟବୋଧର ଉତ୍ତରଣ ସାହିତ୍ୟର ଧର୍ମ’
: ଶାନ୍ତନୁ ଆଚାର୍ଯ୍ୟ
ଭୁବନେଶ୍ୱର, ୧୩/୦୫/୨୦୧୭

Share in top social networks!