ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବାର୍ଷିକ ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ୨୦୧୬-୧୭ର ବାର୍ଷିକ ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ ବୋଲି ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତିା
ଆଜି ମନ୍ତ୍ରୀ ଶ୍ରୀ ଆରୁଖ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ, ଗ୍ରାମାଞ୍ଚଳରେ ରହୁଥ#ବା ଲୋକମାନଙ୍କର ସାମାଜିକ ତଥା ଅର୍ଥନୈତିକ ଉନ୍ନତି ହାସଲ ପାଇଁ ଗ୍ରାମାଞ୍ଚଳର ଭିତ୍ତିଭୂମି ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ ଗୁରୁତ୍ୱପୂର୍ଣ୍ଣ । ଏହି ଦୃଷ୍ଟିରୁ ଗ୍ରାମ୍ୟ ରାସ୍ତା ନିର୍ମାଣ, ଗ୍ରାମାଞ୍ଚଳରେ ନଦୀ, ନାଳଗୁଡ଼ିକ ଉପରେ ସେତୁ ନିର୍ମାଣ ଓ ଗ୍ରାମାଞ୍ଚଳ କୋଠାବାଡ଼ି ନିର୍ମାଣ କରି ଏହି ବିଭାଗ ସର୍ବାଧ#କ ଜନପ୍ରିିୟ ହୋଇ ପାରିଛିି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ନାବାର୍ଡ ସହାୟତାରେ ଗ୍ରାମ୍ୟ ରାସ୍ତା ନିର୍ମାଣ, କେ.ବି.କେ. ଜିଲ୍ଲା ପାଇଁ ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନରେ ଗ୍ରାମ୍ୟ ରାସ୍ତା ନିର୍ମାଣ, ବିଜୁ କେ.ବି.କେ. ଯୋଜନାରେ ୨୦୧୫-୧୬ ଆର୍ଥିକ ବର୍ଷଠାରୁ କେବିକେ ଜିଲ୍ଲାର ଗ୍ରାମ୍ୟ ରାସ୍ତାଘାଟର ଉନ୍ନତି, ଗ୍ରାମ୍ୟ ରାସ୍ତାର ସ୍ୱତନ୍ତ୍ର ମରାମତି, ୫ ବର୍ଷ ସଂପୂର୍ଣ୍ଣ ହୋଇଥ#ବା ରାସ୍ତାର ରକ୍ଷଣାବେକ୍ଷଣ, ଗ୍ରାମାଞ୍ଚଳ କୋଠାବାଡ଼ି ନିର୍ମାଣ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅବକାରୀ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗର ବିଭିନ୍ନ ସରକାରୀ ଗୃହଗୁଡ଼ିକର ନିର୍ମାଣ ଆଦି ସୁଚାରୂରୂପେ କାର୍ଯ୍ୟକାରୀ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମାଞ୍ଚଳର ପ୍ରଭୂତ ଉନ୍ନତି ସାଧନରେ ସଫଳ ହୋଇପାରିଛି । ତଥାପି ଆମ ଆଗରେ ଆଜି ବିରାଟ ଲକ୍ଷ୍ୟ । ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧ#କାରୀ ଓ ଯନ୍ତ୍ରୀଗଣ ଏହି ଲକ୍ଷ୍ୟ ହାସଲକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ବିଭାଗର ସମସ୍ତ କାର୍ଯ୍ୟକ୍ରମକୁ ଅତି ନିଷ୍ଠା ଓ ଦାୟିତ୍ୱର ସହ ସମୟୋଚିତ ଭାବେ ସମାହିତ କଲେ ରାଜ୍ୟର ଗ୍ରାମାଞ୍ଚଳର ଆଖ#ଦୃଶିଆ ପରିବର୍ତ୍ତନ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ମତବ୍ୟକ୍ତ କରିଥ#ଲୋ
ଗା୍ରମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ବିଭାଗ ଚଳଚଞ୍ଚଳ ଓ ପ୍ରଗତିଶୀଳ ହୋଇ ଚଳିତ ବର୍ଷ ୭ ହଜାର କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମସଡକ ନିର୍ମାଣ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବ ବୋଲି ଆଶାବ୍ୟକ୍ତ କରିଥ#ଲୋ ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରବୀର କୁମାର ପ୍ରଧାନ, ମୁଖ୍ୟଯନ୍ତ୍ରୀ ଶ୍ରୀ ଜଗନ୍ନାଥ ପଟେଲ୍, ମୁଖ୍ୟଯନ୍ତ୍ରୀ ଶ୍ରୀ ଭରତ ଚନ୍ଦ୍ର ପ୍ରଧାନ, ମୁଖ୍ୟଯନ୍ତ୍ରୀ ଶ୍ରୀ ଆଶୁତୋଷ ମଲ୍ଲିକ ପ୍ରମୁଖ ଯୋଗଦେଇ ବିଭିନ୍ନ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ବନ୍ଧରେ ବିଶଦ ତଥ୍ୟ ଉପସ୍ଥାପନ କରିଥ#ଲୋ ଆଲୋଚନାରୁ ଜଣାପଡିଛି ଯେ, ରାଜ୍ୟର ୧୨ଟି ଅଣ-ଆଇଏପି ଜିଲ୍ଲାର ୫୦୦ରୁ ଊ–ର୍, ୧୮ଟି ଆଇଏପି ଜିଲ୍ଲାର ୨୫୦ରୁ ଅଧ#କ ଓ ଆଇଏପି ଜିଲ୍ଲାର ୧୦୦ରୁ ଅଧ#କ ଗ୍ରାମକୁ ସବୁଦିନିଆ ରାସ୍ତା ଯୋଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ସୃଷ୍ଟି
ହୋଇଥ#ଲାା ଏହି ଯୋଜନା ପାଇଁ ୨୦୦୦-୦୧ରୁ ୨୦୧୪-୧୫ ପର୍ଯ୍ୟନ୍ତ ଶତପ୍ରତିଶତ କେନ୍ଦ୍ର ସହାୟତା ମିଳୁଥ#ବା ବେଳେ ୨୦୧୫-୧୬ରୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବ୍ୟୟ କରୁଛନ୍ତିା ରାସ୍ତା କାମ ସଂପୂର୍ଣ୍ଣ ହେବା ପରେ ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତିା
୨୦୦୧ ଜନଗଣନା ଅନୁସାରେ ରାଜ୍ୟରେ ୫୦ ହଜାର ୧୮୯ ଗ୍ରାମ ଥ#ବା ବେଳେ ୨୧ ହଜାର ୮୦ଟି ଗ୍ରାମର ସଂଯୋଗୀକରଣ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ସଂଯୋଗୀକରଣ ଯୋଜନା ପୂର୍ବରୁ ସମାପ୍ତ ହୋଇସାରିଥ#ଲାା ୧ ଅପ୍ରେଲ ୨୦୦୦ ସୁଦ୍ଧା ୨୯ ହଜାର ୧୦୯ଟି ଗ୍ରାମର ସଂଯୋଗୀକରଣ ହୋଇପାରି ନଥ#ଲାା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୧୯ ହଜାର ୪୯୬ଟି ଗ୍ରାମର ସଂଯୋଗୀକରଣ ପାଇଁ ଅନୁମୋଦନ ମିଳିଥ#ଲା ବେଳେ ଅପ୍ରେଲ ୨୦୧୭ ସୁଦ୍ଧା ୧୪ ହଜାର ୪୯୩ଟି ଗ୍ରାମର ସଂଯୋଗକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛିା ରାଜ୍ୟ ଯୋଜନାରେ ୯୩୭ଟି ଗ୍ରାମ ସଂଯୁକ୍ତ ହୋଇପାରିଛିା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୬୭୩ଟି ଗ୍ରାମର ସଂଯୋଗୀକରଣ ପାଇଁ ଅନୁମୋଦନ ମିଳି ନଥ#ଲା ବେଳେ ଗ୍ରାମ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୧୦୦ରୁ କମ ଜନସଂଖ୍ୟା ବିଶିଷ୍ଟ ୨ ହଜାର ୯୧୧ଟି ଗ୍ରାମର ସଂଯୋଗୀକରଣ କାର୍ଯ୍ୟ ବାକି ଅଛିା
୨୦୧୬-୧୭ ଆଥ#ର୍କ ବର୍ଷରେ ୨୦୫୦ ଗ୍ରାମର ୬୨୦୦ କିମି ଦୈର୍ଘ୍ୟ ରାସ୍ତାର ନିର୍ମାଣ ପାଇଁ ୨୭୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥ#ବା ବେଳେ ୧୬୮୫ ଗ୍ରାମର ୫୭୯୭ କିମି ଦୈର୍ଘ୍ୟ ରାସ୍ତା ନିର୍ମାଣ ପାଇଁ ୧୮୯୮ କୋଟି ଟଙ୍କା ବ୍ୟୟ କରାଯାଇଛିା ଏହି ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ସମଗ୍ର ଦେଶରେ ଦ୍ୱିତୀୟ ବୋଲି ଆଲୋଚନାରୁ ଜଣାପଡିଥ#ଲାା
୨୦୧୭-୧୮ ଆଥ#ର୍କ ବର୍ଷରେ ୨୫୯୮.୩୩ କୋଟି ଟଙ୍କା ବ୍ୟୟରେ ୨୮୦୦ ଗ୍ରାମର ୭ ହଜାର କିମି ଦୈର୍ଘ୍ୟ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଲକ୍ଷ୍ୟ ଧାର୍ଯ୍ୟ କରିଥ#ବା ବେଳେ ରାଜ୍ୟ ସରକାର ଏହି ଅର୍ଥ ବ୍ୟୟରେ ୧୮୫୦ ଗ୍ରାମର ୭ ହଜାର କିମି ଦୈର୍ଘ୍ୟ ରାସ୍ତ ନିର୍ମାଣ ପାଇଁ ଲକ୍ଷ୍ୟ ରଖ#ଛନ୍ତିା
ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୬୭ଟି ପୋଲ ପାଇଁ ଅନୁମୋଦନ ମିଳିଥ#ବା ବେଳେ ୬୦ଟିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଏବଂ ୭ଟିର ନିର୍ମାଣ କାର୍ଯ୍ୟ ଚାଲିଛିା ସେହିପରି ୫୯୧.୫୦ କିମି ଦୈର୍ଘ୍ୟ ବିଶିଷ୍ଟ ୮୨ଟି ରାସ୍ତା ମଧ୍ୟରୁ ୩୭୯ କିମି ଦୈର୍ଘ୍ୟ ବିଶିଷ୍ଟ ୬୦ଟି ରାସ୍ତାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥ#ବା ବେଳେ ୨୧୨.୫ କିମି ଦୈର୍ଘ୍ୟ ବିଶିଷ୍ଟ ୨୨ଟି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛିା ଏହି କାର୍ଯ୍ୟ ପାଇଁ ୨୦୧୭-୧୮ ବଜେଟ୍ରେ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛିା
ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ସଂଯୋଗୀକରଣ ଯୋଜନାରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ୨୭୪ଟି ବ୍ରିଜ୍ ନିର୍ମାଣ ପାଇଁ ମଞ୍ଜୁର ହୋଇଥ#ବା ୮୪୨.୨୮ କୋଟି ଟଙ୍କା ମଧ୍ୟରୁ କେନ୍ଦ୍ର ସରକାରଙ୍କ ଅଂଶଧନ ୪୪୭.୦୮ କୋଟି ଟଙ୍କା ଥ#ବାବେଳେ ରାଜ୍ୟ ସରକାର ୩୯୫.୨୦ କୋଟି ଟଙ୍କା ଦେଇଛନ୍ତିା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଅନୁମୋଦନ ପାଇଥ#ବା ୨୭୪ଟି ପ୍ରକଳ୍ପ ମଧ୍ୟରୁ ୨୦୯ଟିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥ#ବା ବେଳେ ୫୮ଟି କାର୍ଯ୍ୟ ଚାଲିଛିା
ବିଜୁ ସେତୁ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ସଂଯୋଗୀକରଣ ଯୋଜନା ଓ ରାଜ୍ୟ ଯୋଜନାରେ ୨୦୧୩-୧୪ ବର୍ଷରୁ ୧୪୪ଟି ବେଲି ବି୍ରଜ୍ର ନିର୍ମାଣ କାର୍ଯ୍ୟ ହାତକୁ
ନିଆଯାଇଛିା ଏହି ୧୪୪ଟି ବେଲି ବ୍ରିଜ୍ ମଧ୍ୟରୁ ୧୨୪ଟିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥ#ବା ବେଳେ ୨୦ଟି ନିର୍ମାଣ କାର୍ଯ୍ୟ ଚାଲିଛିା
ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୨୦୧୪-୧୫ ବର୍ଷରେ ବିଜୁ ସେତୁ ଯୋଜନାରେ ୧୧୬ଟି, ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ଯୋଜନାରେ ୨୪ଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ସଂଯୋଗୀକରଣ ଯୋଜନାରେ ୩୨ଟି, ବେଲି ବି୍ରଜ୍ ଯୋଜନାରେ ୨୧ଟି ଓ ଅନ୍ୟ ଯୋଜନାରେ ୮ଟି ଏହିପରି ସର୍ବମୋଟ ୨୦୧ଟି ବି୍ରଜର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛିା ସେହିପରି ୨୦୧୫-୧୬ ବର୍ଷରେ ସଂପୂର୍ଣ୍ଣ ହୋଇଥ#ବା ୨୦୬ଟି ବି୍ରଜ୍ ମଧ୍ୟରେ ବିଜୁ ସେତୁ ଯୋଜନାରେ ୧୧୯ଟି, ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ଯୋଜନାରେ ୧୪ଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ସଂଯୋଗୀକରଣ ଯୋଜନାରେ ୩୨ଟି, ବେଲି ବି୍ରଜ୍ ଯୋଜନାରେ ୪୧ଟି ବି୍ରଜ
ଅନ୍ତର୍ଭୁକ୍ତା ୨୦୧୬-୧୭ ବର୍ଷରେ ବିଜୁ ସେତୁ ଯୋଜନାରେ ୧୦୮ଟି, ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ଯୋଜନାରେ ୯ଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ସଂଯୋଗୀକରଣ ଯୋଜନାରେ ୪୪ଟି, ବେଲି ବି୍ରଜ୍ ଯୋଜନାରେ ୩୫ଟି ଓ ଅନ୍ୟ ଯୋଜନାରେ ୪ଟି ଏହିପରି ସର୍ବମୋଟ ୨୦୦ଟି ବି୍ରଜର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛିା ୨୦୧୭-୧୮ ଆଥ#ର୍କ ବର୍ଷରେ ବିଜୁ ସେତୁ ଯୋଜନାରେ ୧୫୦ଟି, ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ଯୋଜନାରେ ୭ଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ସଂଯୋଗୀକରଣ ଯୋଜନାରେ ୨୯ଟି, ବେଲି ବି୍ରଜ୍ ଯୋଜନାରେ ୨୦ଟି ଏହିପରି ସର୍ବମୋଟ ୨୦୬ଟି ବି୍ରଜର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛିା
୯୫୫.୩୫ କୋଟି ଟଙ୍କା ବ୍ୟୟରେ ୨୦୧୫-୧୬ ଆଥ#ର୍କ ବର୍ଷରେ ୧୬୩୮ କିମି ଦୈର୍ଘ୍ୟର ୪୧୭ଟି ରାସ୍ତ୍ାର ନିର୍ମାଣ ହେବାକୁ ଥ#ବାବେଳେ ୧୯୨.୯୬ କୋଟି ଟଙ୍କା ବ୍ୟୟରେ ୨୬୭.୬୩ କିମି ରାସ୍ତାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛିା ସେହିପରି ୩୫୭.୬୧ କୋଟି ଟଙ୍କା ବ୍ୟୟରେ ୨୦୧୬-୧୭ ଆଥ#ର୍କ ବର୍ଷରେ ୬୪୬.୦୮ କିମି ଦୈର୍ଘ୍ୟର ୧୩୮ ରାସ୍ତାରେ ନିର୍ମାଣ ହେବାକୁ ଥ#ବାବେଳେ ୩୩୪.୭୧ କୋଟି ଟଙ୍କା ବ୍ୟୟରେ ୫୭୭.୪୨ କିମି ରାସ୍ତାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛିା ୨୦୧୭-୧୮ ଆଥ#ର୍କ ବର୍ଷରେ ୩୯୫ କୋଟି ଟଙ୍କା ବ୍ୟୟରେ ଏକ ହଜାର କିମି ରାସ୍ତାର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛିା
୧୦୦ରୁ ୨୫୦ ଜନସଂଖ୍ୟା ବିଶିଷ୍ଟ କେବିକେ ଜିଲ୍ଲାର ଜନବସତିଗୁଡ଼ିକରେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ରାଶି ବିନିଯୋଗ କରି ୨୬୮ଟି ରାସ୍ତା ହାତକୁ ନିଆଯାଇଛି ଓ ସେଥ#ରେ ୨୯୬ କୋଟି ୩୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି । ୨୦୧୭-୧୮ରେ ୭୮ଟି ରାସ୍ତା କାମ ହାତକୁ ନିଆଯାଇ ୧୨୪ କୋଟି ୯୩ ଲକ୍ଷ ଟଙ୍କା ବିନିଯୋଗ କରାଯିବ । ବିଜୁ କେବିକେ ଯୋଜନାରେ ପ୍ରତିବର୍ଷ ୪୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ କେବିକେ ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏଁ ଗ୍ରାମ୍ୟ ରାସ୍ତା କାମ ହାତକୁ ନିଆଯାଇଛି । ୫ ବର୍ଷ ସଂପୂର୍ଣ୍ଣ ହୋଇଯାଇଥ#ବା ୨୦ ହଜାର ୭୧୨ କି.ମି. ଦୀର୍ଘ ପିଏମ୍ଜିଏସ୍ଓ୍ୱାଇ ରାସ୍ତା ମଧ୍ୟରୁ ୪୫୭ଟି ରାସ୍ତା ଯାହାର ଦୈର୍ଘ୍ୟ ୨୭ଶହ ୧୩ କି.ମି. ମରାମତି ହୋଇସାରିଛି । ଚଳିତ ବର୍ଷ ୫ ହଜାର କି.ମି. ଦୀର୍ଘ ରାସ୍ତାର ମରାମତି ହାତକୁ ନିଆଯିବ । ପିଏମ୍ଜିଏସ୍ଓ୍ୱାଇ ରାସ୍ତା କାମର ମାନ ପରୀକ୍ଷଣ ନିମନ୍ତେ ତି୍ରସ୍ତରୀୟ ଗୁଣବତ୍ତା ପରୀକ୍ଷା ବ୍ୟବସ୍ଥା ରଖାଯାଇଛି । ପ୍ରଥମ ଦୁଇଟି ରାଜ୍ୟ ଗୁଣବତ୍ତା ପରୀକ୍ଷଣ ହୋଇଥ#ବା ବେଳେ ତୃତୀୟଟି ଜାତୀୟ ଗୁଣବତ୍ତା ପରୀକ୍ଷଣ ସମାପ୍ତ ହୋଇଥ#ବା ପ୍ରକଳ୍ପ ମଧ୍ୟରୁ ରାଜ୍ୟ ଗୁଣବତ୍ତା ପରୀକ୍ଷଣ ଶତକଡ଼ା ୯୭ ଭାଗକୁ ସନ୍ତୋଷଜନକ ବୋଲି କହିଥ#ବା ବେଳେ ଜାତୀୟ ଗୁଣବତ୍ତା ପରୀକ୍ଷଣ ଶତକଡ଼ା ୯୪ ଭାଗ କାର୍ଯ୍ୟକୁ ସନ୍ତୋଷଜନକ ବୋଲି ମାନ୍ୟତା ଦେଇଛି ବୋଲି ମୁଖ୍ୟଯନ୍ତ୍ରୀମାନେ ସୂଚନା ଦେଇଥ#ଲୋ

Share in top social networks!